ମନ୍ଦୋଦରୀ ଭୂମିକାରେ ପୁନମ ପାଣ୍ଡେ
ନୂଆଦିଲ୍ଲୀ: ଅନେକ ସମୟ ଧରି ଅଭିନେତ୍ରୀ ପୁନମ ପାଣ୍ଡେ କୌଣସି ଫିଲ୍ମ କିମ୍ବା ଟିଭି ଶୋ’ରେ ନଜରକୁ ଆସିନାହାନ୍ତି। ତେବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡ୍ନ୍ୟୁଜ୍ ସାମ୍ନାକୁ ଆସିଛି। ତାଙ୍କୁ ବଡ଼ ପରଦା କିମ୍ବା ଛୋଟ ପରଦାରେ ନୁହେଁ...
୨୦୨୬ ଓସ୍କାରରେ ଭାରତର ଅଫିସିଆଲ ଏଣ୍ଟ୍ରୀ: ମନୋନୀତ ହେଲା ଫିଲ୍ମ ‘Homebound’
କୋଲକାତା,୧୯।୯: ଫିଲ୍ମ ଫେଡେରେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ଦ୍ୱାରା କୋଲକାତାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ୯୮ତମ ଓସ୍କାର ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବିଭାଗରେ ଭାରତର ଅଫିସିଆଲ ଏଣ୍ଟ୍ରୀ ଭାବେ ନୀରଜ ଘୟୱାନଙ୍କ ଚଳଚ୍ଚିତ୍ର ‘ହୋମବାଉଣ୍ଡ’କୁ ଚୟନ...
‘ଦିଲ ତୁ ହି ବତା’ର ଗାୟକ ଜୁବିନ ଗର୍ଗଙ୍କ ପରଲୋକ
ମୁମ୍ବାଇ,୧୯।୯: ମନୋରଞ୍ଜନ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଆସାମୀ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ଶୁକ୍ରବାର, ସେପ୍ଟେମ୍ବର ୧୯, ୨୦୨୫ରେ ୫୨ବର୍ଷ ବୟସରେ ପରଲୋକ ହୋଇଛି। ରିପୋର୍ଟ ଅନୁଯାୟୀ, ଜୁବୀନଙ୍କ ମୃତ୍ୟୁ ସମୟରେ ସେ...
ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍ସ୍କ୍ରିନ୍ ସ୍ବାମୀଙ୍କୁ କିସ୍ ଦେଇ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍ ସିରିଜ୍ ଆଜି ଅର୍ଥାତ୍ ଶୁକ୍ରବାର JioHotstarରେ ରିଲିଜ ହୋଇଛି। ଏଥିରେ କାଜଲ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର...
ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର
ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ...
ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ
ମୁମ୍ବାଇ: ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ସିଡନିଙ୍କୁ ଏକ ପ୍ରୋଡକ୍ସନ୍...
ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା
ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ...
ସୁସ୍ଥ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଖୁବଶୀଘ୍ର ହେବେ ଡିସଚାର୍ଜ
କଟକ,୧୭।୯: ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେପ୍ଟେମ୍ବର ୧୬ରେ ଫୁସଫୁସ ସଂକ୍ରମଣ ହେତୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ସାମାନ୍ୟ ସଂକ୍ରମଣ ଏବଂ ଚିନ୍ତାର...
୨୫ରୁ କାଜୋଲ, ଟ୍ବିଙ୍କଲଙ୍କ ଟକ୍ ଶୋ
ମୁମ୍ବାଇ: ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍ଫର୍ମ ପ୍ରାଇମ୍ ଭିଡିଓରେ ‘ଟୁ ମଚ୍ ଓ୍ବିଥ୍ କାଜୋଲ ଆଣ୍ଡ୍ ଟ୍ବିଙ୍କଲ’ ନାମକ ଏକ ଟକ୍ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍...
ପ୍ରଥମ ସନ୍ତାନ ଅପେକ୍ଷାରେ କଟ୍ରିନା କୈଫ୍, ଭିକି କୌଶଲ; ନିଶ୍ଚିତ ହେଲା ଖବର
ମୁମ୍ବାଇ,୧୫।୯: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲ ସେମାନଙ୍କ ପ୍ରଥମ ସନ୍ତାନକୁ ଆଗମନ କରିବାକୁ ଅପେକ୍ଷା କରିଛନ୍ତି। ଦମ୍ପତି ଏ ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ କଟ୍ରିନାଙ୍କ ପ୍ରଥମ ସନ୍ତାନ ଅକ୍ଟୋବର-ନଭେମ୍ବରରେ...
ଦିଶାଙ୍କ ଘର ଉପରକୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ, ଚର୍ଚ୍ଚାରେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ
ମୁମ୍ବାଇ,୧୫।୯: ଯଦିଓ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦିଶା ପାଟନୀଙ୍କ ଘରେ ଗୁଳି ଚଳାଇବା ପାଇଁ ନିଜକୁ ଦାୟି କରିଥିଲା, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କିଏ ଗୁଳି ଚଳାଇଥିଲା ତାହା ଜାଣିପାରି ନାହିଁ। ପୋଲିସ କହିଛି ଯେ କିଛି ସୁରାକ ଆଧାରରେ...
ନୂଆବର୍ଷରେ ଅନନ୍ୟା, କାର୍ତ୍ତିକଙ୍କ ଯୋଡ଼ି
ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ତୁ ମେରୀ ମେ ତେରା, ମେ ତେରା ତୁ ମେରୀ’ ଫିଲ୍ମ ଆସନ୍ତା ଡିସେମ୍ବର ୩୧ରେ ରିଲିଜ୍ ହେବ। ପୂର୍ବରୁ ଏହି ଫିଲ୍ମ ଫେବୃଆରୀ ୧୩ରେ...
Archives


