ମନୋରଞ୍ଜନ

ମଲାଇକାଙ୍କୁ ଅନ୍‌ଫଲୋ କଲେ ଏକ୍ସ-ହଜ୍‌ବ୍ୟାଣ୍ଡ

ମୁମ୍ବାଇ: ଅରବାଜ ଖାନ୍‌ ଏବଂ ସୌରା ଖାନ୍‌ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍‌ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ପ୍ରାଣପ୍ରତିଷ୍ଠାର ନିମନ୍ତ୍ରଣ, ସମାରୋହରେ ହେବେ ସାମିଲ

ମୁମ୍ବାଇ,୩।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ଦେଶର ଜଣାଶୁଣା ତଥା ଭିଭିଆଇପି ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ପଠାଯାଉଛି। ଏହି କ୍ରମରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ…

ଫେବୃଆରୀ ୨୨ରେ ରକୁଲଙ୍କ ବାହାଘର

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଦୀର୍ଘଦିନ ଧରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭଗ୍ନାନୀଙ୍କୁ ଡେଟ୍‌ କରୁଛନ୍ତି। ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ରକୁଲ ଘୋଷଣା କରିଛନ୍ତି। ଚଳିତବର୍ଷ ଫେବୃଆରୀ ୨୨ ତାରିଖରେ ଉଭୟେ…

ଜାପାନରୁ ସୁରକ୍ଷିତ ଭାବେ ସ୍ବଦେଶ ଫେରିଲେ ଜୁନିୟର ଏନ୍‌ଟିଆର୍‌, ଆଶ୍ୱସ୍ତ ହେଲେ ପ୍ରଶଂସକ

ବମ୍ବେ: ନିକଟରେ ପରିବାର ସହ ଜାପାନ ବୁଲିବାକୁ ଯାଇଥିଲେ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ହେଲେ ନୂଆ ବର୍ଷରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଥିଲା ଜାପାନ। ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଫସି ରହିଥିବା ବେଳେ ୩୦ଜଣଙ୍କ…

ଶିଖର ପାହାଡିଆଙ୍କ ସହ ରିଲେସନଶିପକୁ ନେଇ ଏମିତି କହିଲେ ଜାହ୍ନବୀ, ନାଚି ଉଠିଲେ କରନ

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ କରନଙ୍କ ପ୍ରତ୍ୟେକ ସିଜନରେ ଚର୍ଚ୍ଚାରେ ରହିଆସିଛି । ବଲିଉଡ ସେଲିବ୍ରିଟିମାନେ ଏହି ଶୋ’ରେ ଅତିଥି ଭାବରେ ପହଞ୍ଚନ୍ତି, ଯେଉଁଠାରେ ସେମାନେ ସେମାନଙ୍କର ବୃତ୍ତିଗତ ଜୀବନ ସହିତ…

ବୟଫ୍ରେଣ୍ଡ ଜ୍ୟାକିଙ୍କୁ ବିବାହ କରିବେ ରକୁଲପ୍ରୀତ!

ମୁମ୍ବାଇ: ଅନେକ ବଲିଉଡ ସେଲିବ୍ରିଟି ୨୦୨୪ରେ ବିବାହ କରିବାକୁ ଯାଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି…

ପିଲାଙ୍କ ସହ ନୂଆବର୍ଷ ପାଳିଲେ ଅଜୟ ଦେବଗନ

ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରନ୍ତି। ଏହା ସହିତ ସେ ନିଜ…

ନୂଆ ଘର କିଣିଲେ ଜନ ଆବ୍ରାହମ: ଦାମ୍‌ ଜାଣିଲେ…

ଗତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ପ୍ରପର୍ଟିରେ ବିନିଯୋଗ କରିଥିଲେ। ଆଲିଆ ଭଟ୍ଟଙ୍କଠାରୁ ଅନନ୍ୟା ପାଣ୍ଡେ ପର୍ଯ୍ୟନ୍ତ ନୂଆ ଆପାର୍ଟମେଣ୍ଟ କିଣିଥିଲେ। ବର୍ତ୍ତମାନ ‘ପଠାନ’ ଅଭିନେତା ଜନ ଆବ୍ରାହମ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ଜନ ମୁମ୍ବାଇର ଲିଙ୍କିଂ ରୋଡରେ…

କେବଳ ଭଡାରୁ ଅମିତାଭ ଆୟ କରୁଛନ୍ତି ୨ କୋଟି

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଶୋହରତର ଉଁଚାଇକୁ ଛୁଇଁ ସାରିଛନ୍ତି। ଏହା ପରେ, ତାଙ୍କ ଜୀବନରେ ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଥିଲେ। ତାଙ୍କର ପ୍ରଡକଶନ କମ୍ପାନୀ ଏବିସିଏଲ ନ ଚାଲିବା ହେତୁ ସେ ଋଣରେ…

ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍‌ ରାହୁଲ

ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି। କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ…

ଦକ୍ଷିଣଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା

ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳିୁଛି। ସୋସିଆଲ…

ବିବାହକୁ ନେଇ କନଫ୍ୟୁଜନରେ ଅଛନ୍ତି ମଲାଇକା

ମୁମ୍ବାଇ: ମଲାଇକା ଆରୋରା ହେଉଛନ୍ତି ବଲିଉଡର ସବୁଠାରୁ ଗ୍ଲାମରସ, ଫିଟ ଏବଂ ଫ୍ୟାଶନେବଲ ଦିଭା। ତାଙ୍କର ଗ୍ଲାମରସ ଲୁକକୁ ନେଇ ଆଜି ବି ଆଲୋଚନା ହେଉଛି। ସେ କେବଳ ତାଙ୍କ ନୃତ୍ୟ ପାଇଁ ନୁହେଁ ବରଂ ତାଙ୍କ ବୋଲ୍ଡ ନେସ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri