ମନୋରଞ୍ଜନ

ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁକ୍ରବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫାଇଟର ଟିମ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ହଁ, ଏହି ଜନ୍ମଦିନକୁ ଅଧିକ ସ୍ବତନ୍ତ୍ର କରି ନିର୍ମାତାମାନେ…

‘୧୨ମ ଫେଲ’ର ଦିଓ୍ବାନା ହେଲେ କଙ୍ଗନା, ଇରଫାନଙ୍କ ସହ ତୁଳନା କଲେ ବିକ୍ରାନ୍ତଙ୍କୁ

ମୁମ୍ବାଇ: ଗତବର୍ଷ ଅର୍ଥାତ୍‌ ୨୦୨୩ରେ ମୁକ୍ତିଲାଭ କରିଥିବା ବିକ୍ରାନ୍ତ ମୈସିଙ୍କ ଫିଲ୍ମ ‘12th-fail’ ଦର୍ଶକଙ୍କ ତରଫରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ କଲେକଶନ କରିଥିଲା । ଏହି ମୁଭିରେ ବିକ୍ରାନ୍ତଙ୍କ ଅଭିନୟକୁ…

୩୮ ବର୍ଷରେ ଫିଟ୍‌ ଅଛନ୍ତି ଦୀପିକା: ଜାଣନ୍ତୁ ତାଙ୍କ ଡାଏଟ୍‌ ପ୍ଲାନ୍‌

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୮ରେ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ କ୍ୟାରିଅର୍‌ ଆରମ୍ଭ କରିଥିବା ଦୀପିକା ପାଦୁକୋନ ୧୬ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି। ବୟସ…

ଅଭିନେତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି

ମୁମ୍ବାଇ: ଟିଭିର ଗୌରୀ ମ୍ୟାମ ଅର୍ଥାତ୍‌ ଅଭିନେତ୍ରୀ ନେହା ପେଣ୍ଡସେଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଅଭିନେତ୍ରୀଙ୍କ ଘରୁ ବଡ ଧରଣର ଚୋରି ହୋଇଛି। ଖବର ଅନୁଯାୟୀ ନେହାଙ୍କ ମୁମ୍ବାଇ ଘରୁ ୬ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଯାଇଛି।…

ନିଜ ସନ୍ତାନକୁ ଭଲ ସଂସ୍କାର ଦେବାକୁ ଚାହାଁନ୍ତି ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନଭେମ୍ବର ୨୦୧୮ରେ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିବାହ କରିଛନ୍ତି। ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଜୀବନରେ ଏକ ଶିଶୁକୁ ସ୍ବାଗତ କରିନାହାଁନ୍ତି,…

ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ଙ୍କ ଝିଅ ଇରା ଖାନ ଏବଂ ନୁପୂର ଶିଖରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅମିର ଏବଂ ରିନା ଦତ୍ତଙ୍କ ଝିଅ ଇରା ଜାନୁଆରୀ ୩ରେ ତାଜ୍‌ ଲ୍ୟାଣ୍ଡସ ଆଣ୍ଡରେ ପ୍ରେମିକ ନୁପୂର ଶିଖରେଙ୍କୁ…

ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍‌

ଅଭିନେତା ଅମିର ଖାନଙ୍କ ଝିଅ ଇରା ନୁପୁର ଶିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ  ମଜାଦାର ଶୈଳୀରେ…

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’

ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି…

ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ପରଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍‌ଧାମ୍‌ରେ ନୁହେଁ ବରଂ ବେଶ୍‌ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ…

‘ମୁଁ ପୁର୍ନଜନ୍ମ ପାଇଛି’

ବମ୍ବେ: ବଲିଉଡ୍‌ ଅଭିନେତା ଶ୍ରେୟାସ ତଲପଡେଙ୍କ ପାଇଁ ଗତ ମାସ ବେଶ କଷ୍ଟକର ଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା…

ଏହି ଫିଲ୍ମ ହିଟ୍‌ ହେବାକୁ ଅଭିନେତ୍ରୀଙ୍କ ପାଇଁ କିଣାଯାଇଥିଲା ୨୦ ଲକ୍ଷ ଟଙ୍କାର ଲେହେଙ୍ଗା

ଏକ ଫିଲ୍ମକୁ ହିଟ୍‌ କରିବା ପାଇଁ ନିର୍ମାତା ଏବଂ ଫିଲ୍ମର କଳାକାରମାନେ କଠିନ ପରିଶ୍ରମ କରନ୍ତି। ବେଳେବେଳେ ସେହି ଫିଲ୍ମଗୁଡ଼ିକ ସଫଳ ହୁଏ ଏବଂ ବେଳେବେଳେ ଫ୍ଲପ୍‌ ବୋଲି ପ୍ରମାଣିତ ହୁଏ। ୨୦୦୨ରେ ମଧ୍ୟ ଏକ ଫିଲ୍ମ ହଲ୍‌ରେ ହିଟ୍‌ ହୋଇଥିଲା।…

ଗାୟିକା ସ୍ବାତୀ ମିଶ୍ର କିଏ, ଯାହାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦି; କଲେ ପ୍ରଶଂସା…

ବମ୍ବେ: ଭାରତରେ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ଅଛନ୍ତି। ସୋସିଆଲ ମିଡିଆ ସମୟରେ ଅନେକ ନିଜର ପ୍ରତିଭାକୁ ନେଇ ଭାଇରାଲ ହେଉଛନ୍ତି। ଏମିତିରେ ଏକ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ସେଇଟି ହେଲା ‘ରାମ ଆଏଗେଁ’। ଏହି ଗୀତଟିକୁ ଶୁଣିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri