ସ୍ବାମୀଙ୍କୁ ଅନୁସରଣ କରି ରାଜନୀତି କରିବେ ପରିଣିତି!
ମୁମ୍ବାଇ,୧୦।୧୨: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଚଳିତ ବର୍ଷ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟି (ଏଏପି) ରାଜନେତା ରାଘବ ଚଝାଙ୍କ ସହ ତାଙ୍କର ସ୍ବପ୍ନର ବିବାହ କରିଥିଲେ। ଏହି ଦମ୍ପତି ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ...
କାଠୁଆ ଶୀତରେ ହିମାଳୟ ଜଙ୍ଗଲରେ ୧୦ ଦିନ କାଟିଲେ ବିଦ୍ୟୁତ ଜାମୱାଲ, ଇଣ୍ଟରନେଟରେ ନିଆଁ ଲଗାଇଲା ଫଟୋ
ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ତାଙ୍କ ଅଭିନୟ ଏବଂ ଷ୍ଟଣ୍ଟ ପାଇଁ ଖୁବ ଲୋକପ୍ରିୟ। ଗତ ରବିବାର ତାଙ୍କର ଜନ୍ମ ଦିନ ଯାଇଥିଲା ବେଳେ ସେ ଏହାକୁ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି। ଦୈନଦିନ ଜୀବନର ଅଏସ ଆରାମ...
ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍
ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ...
ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ କାର୍ତ୍ତିକ, ଏହି ଫିଲ୍ମରେ ହେଲା ଏଣ୍ଟ୍ରି…
ବମ୍ବେ: ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ। ଆସନ୍ତା ବର୍ଷ ଦୀପାବଳିରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଭୁଲ ଭୁଲୈୟା ୩’ରେ ତାଙ୍କ ବିପକ୍ଷରେ ନାୟିକା ସାଜିବେ ସାରା ଅଲି ଖାଁ। ଉଭୟ ଖୁବ୍ଶୀଘ୍ର...
ଜନ୍ମଦିନରେ ଧର୍ମେନ୍ଦ୍ରଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ହେମା
ବମ୍ବେ: ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ୮୮ ବର୍ଷରେ ପାଦ ଥାପିଛନ୍ତି। ଶୁକ୍ରବାର ସେ ନିଜର ଜନ୍ମଦିନ ପାଳନ କରିଛନ୍ତି। ବୟସାଧିକ ସତ୍ତ୍ୱେ କାମ ଜାରି ରଖିଥିବା ବର୍ଷୀୟାନ ଅଭିନେତାଙ୍କୁ ନିଜର ସ୍ବତନ୍ତ୍ର ଦିନରେ ପରିବାର ସହ ପ୍ରଶଂସକଙ୍କ ପକ୍ଷରୁ...
ଜୁସ୍ ଦୋକାନ ଚଳାଉଥିବା ୨୪ ବର୍ଷୀୟ ଯୁବକ ଜିତିଲେ ‘ମାଷ୍ଟରଶେଫ୍ ଇଣ୍ଡିଆ-୮’
ବମ୍ବେ: ଟେଲି ପରଦାର ଚର୍ଚ୍ଚିତ ଶୋ’ ‘ମାଷ୍ଟରଶେଫ ଇଣ୍ଡିଆ’ର ୮ମ ସଂସ୍କରଣ ଶେଷ ହୋଇଛି। ସମସ୍ତଙ୍କୁ ଚମକାଇ ମାଙ୍ଗାଲୋରର ୨୪ ବର୍ଷୀୟ ମହମ୍ମଦ ଆଶିକ୍ ବିଜେତା ହୋଇଛନ୍ତି। ସେ ଏହାର ୭ମ ସିଜନରେ ପ୍ରତିଯୋଗୀ ଦୌଡ଼ରେ ଥିଲେ ହେଁ ବାଦ୍...
ସୁହାନାଙ୍କୁ ଶ୍ରୀଦେବୀଙ୍କ ପରି କରିବାକୁ ଚାହାଁନ୍ତି ଶାହାରୁଖ
ମୁମ୍ବାଇ: ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ ଶେଷରେ ଆକ୍ଟିଙ୍ଗରେ ଡେବ୍ୟୁ କରିଛନ୍ତି। ଶୁକ୍ରବାର ‘ଦି ଆର୍ଚିଜ’ ଓଟିଟି ହିଟ କରିଥିଲା, ଯାହାକି ମୁଖ୍ୟ ଅଭିନେତ୍ରୀ ଭାବରେ ସୁହାନାଙ୍କର ପ୍ରଥମ ମୁଭି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ଏହି...
ଭେଟେରାନ ଅଭିନେତ୍ରୀଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୋଦି
ବେଙ୍ଗାଲୁରୁ: କନ୍ନଡ ସିନେମାର ଭେଟେରାନ ଅଭିନେତ୍ରୀ ଲୀଲାବତୀଙ୍କର ଶୁକ୍ରବାର 85 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍ନାଟକର ନେଲମଂଙ୍ଗାଲାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ...
ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟମନ ଦେଓଲ
ମୁମ୍ବାଇ: ‘ଆନିମଲ’ର ବ୍ଲକବଷ୍ଟର ସଫଳତା ହେତୁ ବବି ଦେଓଲ ଆଜିକାଲି ବେଶ ଖୁସି ଅଛନ୍ତି। ଏହି ମୁଭିଟି ବକ୍ସ ଅଫିସରେ ରାଜ କରୁଛି ଏବଂ ଏହା ମଧ୍ୟ ଭଲ କଲେକଶନ କରୁଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ମୁଭି ‘ଆନିମଲ’ରେ ଖୁଂଖାର...
ମାଲଦ୍ୱୀପରେ ଛୁଟି କାଟୁଛନ୍ତି ତାପସୀ
ମୁମ୍ବାଇ: ଶାହରୁଖ ଖାଁଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପ୍ରିୟ ଛୁଟି ସ୍ଥାନ ମାଲଦ୍ୱୀପରେ ଛୁଟି କଟାଉଥିବା ସମୟର ଝଲକ...
ଆଲିଆଙ୍କ ‘ଚିଟ କୋଡ’
ମୁମ୍ବାଇ: ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବର ଜେଦ୍ଦାଠାରେ ରେଡ ସି ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଇଭେଣ୍ଟର ସମାପନ ସମାରୋହର ରେଡ କାର୍ପେଟରେ ଏକ ଚମତ୍କାର ଗାଉନରେ ଏହି ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ଆଲିଆଙ୍କ...
ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ୍
ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ, ଦୀପିକା ପାଦୁକୋନ...
Archives


