ଝୁକେଗା ନହିଁ…ପୁଷ୍ପା ୨ରେ ମଦ ଓ ପାନର ବିଜ୍ଞାପନ କରିବାକୁ ମନା କଲେ ଅଲୁ ଅର୍ଜୁନ, ମିଳୁଥିଲା କୋଟିଏ ଟଙ୍କାର ଅଫର
ମୁମ୍ବାଇ: ଲୋକପ୍ରିୟ ସାଉଥ ଅଭିନେତା ଅଲୁ ଅର୍ଜୁନ ଏବେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି। ପୁଷ୍ପାକୁ ଭେଟି ଦେବା ପରେ ଏବେ ପୁଷ୍ପା ୨ର ଆସିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ପୁଷ୍ପାରେ ଅଲୁଙ୍କ ଦମଦାର...
ତୁଝସେ ନାରାଜ ନେହିଁ ଜିନ୍ଦେଗି.. ନିରବି ଗଲା ଅନୁପ ଘୋଶାଲଙ୍କ ସ୍ବର
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା ମ୍ୟୁଜିକ କମ୍ପୋଜର ଅନୁପ ଘୋଶାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ବୟସ ୭୭ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ...
ପ୍ରଥମଥର ଭିନ୍ନ ହେୟାର ଷ୍ଟାଇଲରେ ନଜର ଆସିଲେ ଆରାଧ୍ୟା
ମୁମ୍ବାଇ: ବଲିଉଡ ବିୟୁଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ଜଣେ ଆଗ ଧାଡିର ଷ୍ଟାର କିଡ। ସର୍ବସାଧାରଣ ଇଭେଣ୍ଟ ଏବଂ ବିମାନବନ୍ଦରରେ ଆରାଧ୍ୟା ତାଙ୍କ ମା ଐଶ୍ୱର୍ଯ୍ୟାଙ୍କ ସହିତ ପ୍ରାୟତଃ ନଜର ଆସିଥାଆନ୍ତି।...
ଅଭିନେତ୍ରୀଙ୍କୁ ମାଡ, ଆହତ ଅବସ୍ଥାରେ ପହଞ୍ଚିଲେ ପୋଲିସ ଷ୍ଟେଶନ
ମୁମ୍ବାଇ: ସୋସିଆଲ ମିଡିଆରେ ଟେଲିଭିଜନ ଅଭିନେତ୍ରୀ ବୈଷ୍ଣବି ଧନରାଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ସାହାଯ୍ୟ ପାଇଁ ନିବେଦନ କରୁଥିବା ନଜର ଆସିଛନ୍ତି। ତାଙ୍କ ମୁହଁ ଏବଂ ଶରୀରରେ ଅନେକ ଆଘାତ ଚିହ୍ନ ରହିଛି। ଭିଡିଓରେ ଅଭିନେତ୍ରୀ...
ଅଗସ୍ତ୍ୟଙ୍କୁ ମିଳିଲା ପୁଣି ଏକ ଅଫର୍
ଅମିତାଭ ବଚ୍ଚନଙ୍କ ନାତି ତଥା ଶ୍ୱେତା ବଚ୍ଚନଙ୍କ ପୁଅ ଅଗସ୍ତ୍ୟ ନନ୍ଦା ନିକଟରେ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମଟି ‘ଦି ଆର୍ଚିଜ୍’ ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଡିସେମ୍ବର ୭ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ...
ମାଆ ହେଲେ ସୁଗନ୍ଧା, ଭାଇରାଲ ହେଲା ଝିଅର ପ୍ରଥମ ଝଲକ
ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ...
ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଲା ହୃଦଘାତ, ପୁଷ୍ପା ପିଲ୍ମରେ ସ୍ୱର ଦେଇ ଆସିଥିଲେ ଚର୍ଚ୍ଚାରେ
ଭୁବନେଶ୍ୱର,୧୪।୧୨: ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଛି ହୃଦଘାତରେ। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା। ଶ୍ରେୟସ୍ ହସ୍ପିଟାଲରେ ଅଛନ୍ତି ଏବଂ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି...
ଦକ୍ଷିଣ ଏସିଆ ସେଲିବ୍ରିଟି ତାଲିକାରେ ଶୀର୍ଷରେ ଅଛନ୍ତି ଶାହରୁଖ
ଲଣ୍ଡନ: ବ୍ରିଟେନ୍ ପ୍ରସ୍ତୁତ ‘ବିଶ୍ୱର ଶ୍ରେଷ୍ଠ ୫୦ ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ୫୮ ବର୍ଷୀୟ କିଙ୍ଗ୍ ଖାନଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଯବାନ’ ଚଳିତ ବର୍ଷର...
ଫିଲ୍ମ ରିଲିଜ୍ ପୂର୍ବରୁ ଝିଅ ସୁହାନାଙ୍କ ସହ ସାଇ ବାବା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ କିଙ୍ଗ୍ ଖାନ
ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଗୁରୁବାର ଶିରିଡି...
କ୍ୟାରିୟରରେ କରିନାହାନ୍ତି ବୋଲ୍ଡ ସିନ୍, ଅସଲ କାରଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ର ଜଣେ ଅଭିନେତ୍ରୀ ଯିଏ କି ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ସେ ନିଜ କ୍ୟାରିୟରରେ କେବେ ବୋଲ୍ଡ ସିନ୍ କରିନାହାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚୁଲ୍ବୁଲି କାଜଲ। ଦୀର୍ଘବର୍ଷ...
ସାରାଙ୍କ ଜୀବନରୁ ବିଦାୟ ନେଲେ ବୟଫ୍ରେଣ୍ଡ, ଦ୍ୱିତୀୟ ଥର କରି ଥାଆନ୍ତେ ବିବାହ
ମୁମ୍ବାଇ: ଏକ୍ସ-ବିଗ ବସ ପ୍ରତିଯୋଗୀ ସାରା ଖାନ ବର୍ତ୍ତମାନ ସମୟରେ ଟେଲଭିଜନ ପରଦାରେ ସକ୍ରିୟ ହୋଇ ନ ପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ନିଜର ମଜାଳିଆ ରିଲ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି। ସେ ୨୦୦୭ରେ ଷ୍ଟାର୍...
କେବେ ବିବାହ କରିବେ ମଲାଇକାଙ୍କୁ? ଅର୍ଜୁନ ଦେଲେ ଏଭଳି ଜବାବ
ବମ୍ବେ: ଦୀର୍ଘଦିନ ଧରି ଡେଟ୍ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଅର୍ଜୁନ କପୁର। ଏନେଇ ନିର୍ଦ୍ଦେଶକ କରନ୍ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍ କରନ-୮’ରେ ଖୁଲାସା କରିଛନ୍ତି ସେ। କେବଳ ଏତିକି...
Archives


