ମୁନାଓ୍ବର ଫାରୁକି ବିଗ୍ ବସ୍ ବିଜେତା
ମୁମ୍ବାଇ,୨୯।୧: ରିଅଲିଟି ଶୋ’ ବିଗ୍ ବସ୍ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍ ବସ୍-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ…
କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍
ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍ ସିରିଜ୍ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ…
ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର
ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର ଅପେକ୍ଷା ଶେଷ ହୋଇଛି। ଏଥର ଏହା ହେଉଛି ୬୯ ତମ ଫିଲ୍ମଫେୟାର ପୁରସ୍କାର ଯାହା ୨୭ ଜାନୁଆରୀରୁ ଆରମ୍ଭ ହୋଇଛି। ଏଥର ଆଓ୍ବାର୍ଡ ଶୋ’ରେ ବଛାବଛା ହିନ୍ଦୀ ଚଳଚ୍ଚିତ୍ର…
ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ…
ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ନିକଟରେ ସେ ବିଗ ବସ୍-୧୭ର ଫାଇନାଲରେ ପହଞ୍ଚିବା ପାଇଁ ସମ୍ପର୍କୀୟ ଭାଇ ମନ୍ନାରା ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବର୍ତ୍ତମାନ ସେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ…
ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ, ଏବେ ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୮।୧: ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି ଦେଇଥିବା ପାକିସ୍ତାନୀ ଗାୟକ ରାହାତ ଫତେହ ଅଲ୍ଲୀ ଖାନ୍ ଏବେ ହରଡଘଣାରେ ପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ନିଜ ଚାକରଙ୍କୁ…
‘କଙ୍ଗୁଭା’ ସହ ବବିଙ୍କ ତାମିଲ ଡେବ୍ୟୁ
ମୁମ୍ବାଇ: ବଲିଉଡ୍ ଅଭିନେତା ବବି ଦେଓଲ ଶନିବାର ତାଙ୍କ ୫୫ତମ ଜନ୍ମଦିନରେ ଆଗାମୀ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯେଉଁଥିରେ ବବିଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ଅଭିନେତା ଫିଲ୍ମ ‘ଆନିମଲ’ରେ…
Viral Video: ରାସ୍ତା ମଝିରେ ଏମିତି କିଛି କଲେ ରଣବୀର, ସାଉଁଟିବାରେ ଲାଗିଛନ୍ତି ପ୍ରଶଂସା
ମୁମ୍ବାଇ: ବଲିଉଡ୍ର ରକ୍ଷ୍ଟାର ରଣବୀର କପୁର ବେଶ୍ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ବେଳେବେଳେ ତାଙ୍କ ରିଲ୍ ଚରିତ୍ର ସହିତ ଏବଂ ରିଅଲ ଚରିତ୍ର ମିଶିଯାଏ। ଯେଉଁଥିପାଇଁ ସେ ପ୍ରଶଂସକଙ୍କ ହୃଦୟ ଜିଣି ନେଇଥାନ୍ତି। ଏବେ ସେମିତି ଏକ ଘଟଣା ଦେଖିବାକୁ…
କିମିଆ କରୁଛି ‘ମଙ୍କି ମ୍ୟାନ୍’ ଟ୍ରେଲର୍, ଦେଖିଲେ କହିବେ ବାଃ
ବମ୍ବେ: ଓସ୍କାର ନୋମିନେଟେଡ୍ ଅଭିନେତା ଦେବ ପଟେଲ ନିଜର ଅପକମିଂ ଫିଲ୍ମ ‘ମଙ୍କି ମ୍ୟାନ୍’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଜରିଆରେ ସେ ଅଭିନୟ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି। ଏବେ ଏହାର ଟ୍ରେଲର ରିଲିଜ କରାଯାଇଛି। ଦର୍ଶକଙ୍କୁ ଏହା ବେଶ…
ବିଗ୍ ବସ୍ରୁ ବାହାରୁ ବାହାରୁ ଏହି ଅଭିନେତ୍ରୀଙ୍କ ସହ ପାର୍ଟି କରି ଚର୍ଚ୍ଚାରେ ବିକ୍କି
ବମ୍ବେ: ବିଗ୍ବସ୍ ୧୭ ଫାଇନାଲ ପୂର୍ବରୁ ଶୋ’ରୁ ବିଦା ହୋଇଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଏବେ ସେ ଘରୁ ବାହାରେ ଥିବା ବେଳେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେଇଟି ହେଲା ‘ପାର୍ଟି’। ଶୋ’ରୁ ବାହାର…
ଚିରଞ୍ଜିବୀଙ୍କୁ ମିଳିଲା ‘ପଦ୍ମ ବିଭୂଷଣ’, ଖୁସିରେ ଝୁମିଲେ ଆଲ୍ଲୁ ଅର୍ଜୁନ-ରାଜାମୌଲୀ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ମେଗାଷ୍ଟାର ଚିରଞ୍ଜିବୀଙ୍କୁ କିଏ ବା ନଜାଣେ। ସେ ୧୫୦ରୁ ଅଧିକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ହିନ୍ଦୀ, ମାଲାୟାଲମ, କନ୍ନଡ଼ ଭାଷୀୟ ଫିଲ୍ମ ମଧ୍ୟ କରିଛନ୍ତି। ଅଭିନୟକୁ ନେଇ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ…
ବିଦେଶରେ ‘ଡଙ୍କି’ କ୍ରେଜ୍: ବ୍ରିଟେନ ସଂସଦରେ ହେବ ସ୍ପେଶାଲ ସ୍କ୍ରିନିଂ
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ଫିଲ୍ମ ‘ପଠାନ’, ‘ଜୱାନ’ ଏବଂ ‘ଡଙ୍କି’ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ୨୦୨୩ରେ ବକ୍ସ ଅଫିସରେ ରାଜ୍ କରିଛି ଏହି ଫିଲ୍ମ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ୨୧ ଡିସେମ୍ବରରେ ସବୁ ଫିଲ୍ମ ହଲ୍ରେ ରିଲିଜ୍…
ପପ କୁଇନଙ୍କୁ ପଦ୍ମଶ୍ରୀ
ମୁମ୍ବାଇ: ପଦ୍ମଶ୍ରୀ ୨୦୨୪ ପାଇଁ ବଲିଉଡ ଗାୟିକା ଉଷା ଉଥୁପଙ୍କୁ ଭାରତ ସରକାର ଚୟନ କରିଛନ୍ତି। ଗତକାଲି ମିଥୁନ ଚକ୍ରବର୍ତ୍ତୀଙ୍କ ସହିତ ଉଷା ଉଥୁପଙ୍କ ନାମ ମଧ୍ୟ ପଦ୍ମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଉଷା ଉଥୁପଙ୍କ କ୍ୟାରିୟର ଯାତ୍ରା ଅତ୍ୟନ୍ତ…
Archives


