ବୟସରେ ଢେର ସାନ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତା
ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇସାରିଛି। ଫିଲ୍ମକୁ ଭଲ ରେସ୍ପନ୍ସ ବି ମିଳିଛି। ଏଥିରେ ଅଜୟ ଜଣେ ଡିଭର୍ସୀ ଭୂମିକାରେ ଅଭିନୟ କରିବା ସହ ଝିଅ ବୟସର ଅଭିନେତ୍ରୀଙ୍କୁ ପ୍ରେମ କରୁଛନ୍ତି। ଅଜୟଙ୍କ ପୂର୍ବରୁ ବଲିଉଡ୍ର…
ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ
ବଲିଉଡ୍ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି, ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଅଭିନେତ୍ରୀ ଜଣକ କିଏ ବୋଲି ଚିହ୍ନିହେବ ନାହିଁ। ତାଙ୍କର ଶାହାରୁଖ…
ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ
ମୁମ୍ବାଇ: ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା ଚାରୁ ଅସୋପାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି। ତେବେ ବିବାହ ପୂର୍ବରୁ ଉଭୟ ପ୍ରି-ଓ୍ବେଡିଂ ଫଟୋଶୁଟ…
କିଆରାଙ୍କ ବୋଲ୍ଡ ସିନ୍ ଦେଖି ଏମିତି ପ୍ରତିକ୍ରିୟା ଦେଇଥିଲେ ତାଙ୍କ ଜେଜେମା’
‘ଲଷ୍ଟ ଷ୍ଟୋରୀଜ୍’ ହିଟ୍ ହେବା ପରେ କିଆରା ଆଡଭାନୀ ତାଙ୍କର ଆଗାମୀ ଫିଲ୍ମ ‘କବୀର ସିଂହ’କୁ ନେଇ ଏବେ ଚର୍ଚ୍ଚାରେ। କିଆରା ଏକ ଚାଟ୍ ଶୋ’ରେ ‘ଲଷ୍ଟ ଷ୍ଟୋରୀଜ’ର ବୋଲ୍ଡ ସିନ୍ ସମ୍ପର୍କରେ କହିଥିଲେ। ଏହି ଫିଲ୍ମର ବୋଲ୍ଡ ସିନ୍ ଖୁବ୍…
ବିବାହ ପୂର୍ବରୁ ଭାଙ୍ଗିଲା ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ନିର୍ବନ୍ଧ, କନିକାଙ୍କ ଭଳି ଇଶିତା ଛାଡ଼ିଲେ ହାତ
ମୁମ୍ବାଇ: ପୁଣି ଥରେ ଭାଙ୍ଗିଛି ପିସି ଓରଫ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ। ପ୍ରଥମେ ୨୦୧୪ ମସିହାରେ କନିକା ମାଥୁରଙ୍କ ସହ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗିଥିବା ବେଳେ ଏବେ ଇଶିତା କୁମାରଙ୍କ ସହ ସମ୍ପର୍କ ତୁଟିଛି। ପ୍ରତିଟି କ୍ଷେତ୍ରରେ…
‘ଗୁଲାବୋ ସିତାବୋ’ରେ ଅମିତାଭ, ଆୟୁଷ୍ମାନ୍
ମୁମ୍ବାଇ: ମେଗାଷ୍ଟାର୍ ଅମିତାଭ ବଚ୍ଚନ ଓ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ପ୍ରଥମଥର ଲାଗି ଏକାଠି ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବେ। ସୁଜିତ୍ ସିର୍କାର୍ଙ୍କ ପରବର୍ତ୍ତୀ କମେଡ଼ି ଫିଲ୍ମ ‘ଗୁଲାବୋ ସିତାବୋ’ରେ ଦୁହେଁ ଏକାଠି ଅଭିନୟର ଯାଦୁ ଦେଖାଇବେ। ସୁଜିତ୍ଙ୍କ ଦୀର୍ଘଦିନର ସହଯୋଗୀ…
ଦୀପିକା ହେଉଛନ୍ତି ସେଲିବ୍ରିଟି ନଂ ଓ୍ବାନ୍
ଯଦି ପଚରାଯାଏ ଭାରତର ନଂ ଓ୍ବାନ୍ ସେଲିବ୍ରିଟି କିଏ ତେବେ ନିଶ୍ଚିତ ଶାହାରୁଖ୍, ଅମୀର, ସଲମାନଙ୍କ ନାଁ ଉଠିବ। କିନ୍ତୁ ଏମାନେ କେହି ନୁହନ୍ତି, ଏବେ ଦୀପିକା ପାଦୁକୋନ୍ ହେଉଛନ୍ତି ଦେଶର ସେଲିବ୍ରିଟି ନଂ ଓ୍ବାନ୍। ସେହିପରି ସେଲିବ୍ରିଟି ବ୍ରାଣ୍ଡ୍ସର ମୂଲ୍ୟକୁ…
ପରଦାରେ ଏମିତି ସିନ୍ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ
ମାଧୁରୀ ଦୀକ୍ଷିତ ଖାଲି ଧକ୍ଧକ୍ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି ଦିବାନା ହୋଇଯିବେ। ୧୫ ମେ ଅର୍ଥାତ ବୁଧବାର ତାଙ୍କ ଜନ୍ମଦିନ। ଏପରି ଏକ ଖାସ୍…
‘ଦବଙ୍ଗ-୩’ରେ ଖଳନାୟକ ଭୂମିକାରେ ନଜର ଆସିବେ କିଚ୍ଚା ସୁଦୀପ
ବମ୍ବେ: ସୁପରଷ୍ଟାର ସଲମାନ ଖାନ୍ ଅଭିନିତ ଫିଲ୍ମ ‘ଦବଙ୍ଗ’ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘ଦବଙ୍ଗ-୨’ ପରଦାକୁ ଆସିଥିଲା। ଏହା ମଧ୍ୟ ବକ୍ସ ଅଫିସରରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ତୃତୀୟ ସଂସ୍କରଣ ‘ଦବଙ୍ଗ-୩’ ର ଶୁଟିଂ ଚାଲୁ…
ନିଜ ବିବାହକୁ ନେଇ ରାଜ୍ ଖୋଲିଲେ କପିଲ
କମେଡି କିଙ୍ଗ୍ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍ ଧମାଲ ହୋଇଥିଲା। ଛୋଟ ପରଦାର ବହୁ କଳାକାର କପିଲଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ମାତ୍ର…
ଧକ୍ ଧକ୍ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ
ମୁମ୍ବାଇ, ୧୫।୫: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ ଫିଲ୍ମ ଅବୋଧରେ ଅଭିନୟ କରି ବଲିଉଡ୍ରେ ଡେବ୍ୟୁ କରିଥିଲେ। ନିଜ ଡ୍ର଼୍ୟାନ୍ସ ପାଇଁ ବେଶ୍…
ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅଭିନୟ ପାଇଁ ଅଫର ତାଙ୍କ ପିଛା…
Archives


