ମନୋରଞ୍ଜନ

ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ ସାଇନ୍‌ କରାନ୍ତି, ସେ ମଧ୍ୟ ଭୂମିକାଟିକୁ ସଫଳ କରିବାରେ ପଶ୍ଚାଦ୍‌ପଦ ହୁଅନ୍ତି ନାହିଁ। ୨୦୦୮ରେ…

ପାନ ପାଇଁ…

ରାଜ କୁମାର ହିରାନୀଙ୍କ ‘ପିକେ’ ଶୁଟିଂ ସମୟର କଥା। ଏହାର ଶୁଟିଂ ଶେଟ୍‌କୁ କିଏ ଆସୁ ବା ନ ଆସୁ, ପ୍ରଥମେ ଜଣେ ପାନ ଦୋକାନୀ ଆସି ପାନର ପସରା ମେଲି ବସୁଥିଲେ। ହେଲେ କାହିଁକି? ଆପଣ ଯଦି ଫିଲ୍ମଟି ଦେଖିଥିବେ,…

୨୩ ବର୍ଷ ପରେ…

ବଲିଉଡ୍‌ର ଏଲିଜିବୁଲ ବ୍ୟାଚେଲର ସଲ୍ଲୁ ମିଅଁ। ଓରଫ ସଲ୍‌ମାନ ଖଁ।। ରାଜଶ୍ରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ମୈନେ ପ୍ୟାର୍‌ କିୟା’ରେ ତାଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା। କେବଳ ସେତିକି ନୁହେଁ, ଫିଲ୍ମଟି ସୁପରଡୁପର ହିଟ୍‌ ମଧ୍ୟ ହୋଇଥିଲା। ୟା’ ଭିତରେ…

ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର ପସନ୍ଦ ନୁହେଁ ବୋଲି କହିଛନ୍ତି। ଏଥିଲାଗି ମୁଁ ଟିଭି ଛାଡ଼ିଲି ବୋଲି ସେ ପ୍ରକାଶ…

ମନକଥା କହିଲେ ସମନ୍ଥା, ବିବାହ ପରେ କମିଛି ଫିଲ୍ମରେ କାମ କରିବା ସୁଯୋଗ

ମୁମ୍ବାଇ: ବିବାହ ପରେ ଅଭିନେତାମାନଙ୍କ ପାଇଁ କିଛି ବି ବଦଳି ନ ଥିଲେ ହେଁ ଅଭିନେତ୍ରୀଙ୍କ କ୍ଷେତ୍ରରେ ଅନେକ କିଛି ବଦଳିଯାଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଫିଲ୍ମରେ କାମ କରିବାର ସୁଯୋଗ। ଅବିବାହିତ ଅଭିନେତ୍ରୀମାନେ ଥରେ ପରଦାରେ ହିଟ୍‌ ହେବା ପରେ…

ସିଦ୍ଧାର୍ଥଙ୍କଠାରୁ ଅର୍ଜୁନଙ୍କୁ ଭଲ କିସର୍‌ କହିଲେ ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିିଣୀତି ଚୋପ୍ରା ଏବେ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍‌ କରିବାରେ ବ୍ୟସ୍ତ। ଏଥିରେ ଅଭିନୟ କରିବା ଲାଗି ପରିଣୀତି ବହୁତ ପରିଶ୍ରମ କରୁଛନ୍ତି। ତେବେ ଖୁବ୍‌ କମ୍‌ ଲୋକେ ଏକଥା ଜାଣନ୍ତି ପରିଣୀତି ଓ ଟେନିସ୍‌…

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି ଅଖିଳ ବ୍ରହ୍ମାଣ୍ଡ ଏକତା ପରିଷଦ ଅଭିଯୋଗ କରିଛି। ଏଥିସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ…

ଏହି ଅଭିନେତାଙ୍କ ସହ ଡେଟ୍‌ କରୁଛନ୍ତି ପୂଜା ବାତ୍ରା

ଫିଲ୍ମଜଗତରେ ଅଭିନେତ୍ରୀ ପୂଜା ବାତ୍ରା ୨୦ ବର୍ଷ ପୂରଣ କରିସାରିଛନ୍ତି। ୨୦୧୭ରେ ଶେଷଥର ପାଇଁ ଫିଲ୍ମ ‘ମିରର ଗେମ୍‌’ରେ ନଜର ଆସିଥିଲେ ପୂଜା। ଏହା ପରଠାରୁ ସେ ଫିଲ୍ମଜଗତରୁ ଦୂରେଇ ଯାଇଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ପୂଜା ମଡେଲିଂ କରୁଥିଲେ।…

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ ରୟାଲ୍ସ ପାମ୍ପ୍ସରୁ ଉଦ୍ଧାର କରାଯାଇଛି। ଶୋହନଙ୍କ ଅଚାନକ ମୃତ୍ୟୁରେ ଛୋଟ ପରଦାରେ ଶୋକର ଛାୟା…

୧୨ ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ଶିଳ୍ପା

ଦର୍ଶକଙ୍କ ପାଇଁ ଖୁସି ଖବର। ୧୨ ବର୍ଷ ପରେ ପୁଣି ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ବିବାହ ପରଠାରୁ ଫିଲ୍ମଠୁ ଦୂରେଇ ଯାଇଥିଲେ ମଧ୍ୟ ରିୟଲିଟି ଶୋ’ରେ ଶିଳ୍ପାଙ୍କୁ ଦେଖିବାକୁ ମିଳୁଥିଲା। ସର୍ବଦା ଫିଟ୍‌ନେସ ଏବଂ ଟିଭି…

ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାନ ପାଇଛି। ପ୍ରିୟଙ୍କାଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମହମ ମ୍ୟୁଜିୟମ୍‌ରେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ଅନାବରଣ…

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ ହାସ୍ୟାଭିନେତ୍ରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଜଣେ ବ୍ୟକ୍ତି ଜୀବନରେ କିପରି କଠୋର ପରିସ୍ଥିତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?