ମନୋରଞ୍ଜନ

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିଲେ ସାମିଲ ହୋଇଥିଲେ ଅରବାଜଙ୍କ ପୂରା ପରିବାର। ସଲମାନ ନିଜ ତଥାକଥିତ ଗର୍ଲ…

ସାମ୍ନାକୁ ଆସିଲା ସାରା-କାର୍ତ୍ତିକଙ୍କ ଆଉ ଏକ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟନ ଏବେ କଶ୍ମୀରର ସବୁଜିମା ଘେରା ପାହାଡି ଅଞ୍ଚଳରେ ସ୍ପଟ ହୋଇଛନ୍ତି। ଏମାନେ ଏଠାରେ ଖୁବ୍‌ ଏନ୍‌ଜୟ କରୁଛନ୍ତି। ସୂଚନା ମୁତାବକ, ଏମାନେ ଅପ୍‌କମିଂ ଫିଲ୍ମ ‘ଲଭ୍‌ ଆଜକଲ୨’ର…

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଦେଶୀ ଗର୍ଲଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଏମିତି ଏକ ପୋଷ୍ଟ କରିଛନ୍ତି ଯାହା ଆସିଛି ଚର୍ଚ୍ଚାର ପରିସରକୁ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ପ୍ରିୟଙ୍କା ସବୁବେଳେ ପତି…

ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର ନିଚ୍ଛକ ଉଦାହରଣ ବଲିଉଡ୍‌ରୁ ଦେଖିବାକୁ ପାଇବେ। ଅଧିକାଂଶ ଅଭିନେତ୍ରୀ ମାଆଙ୍କ ଅବିକଳ। ଜାଣନ୍ତୁ ଏମାନଙ୍କ…

ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିସାରିଥିବା ବେଳେ ଶନିବାର ୨୩ କୋଟି ଓ ରବିବାର ଛୁଟିରେ…

ବିବାହ ସାରି ଭାରତ ଫେରିଲେ ନୁସରତ ଜହାଁ

ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ବିବାହ ସାରି ଭାରତ ଫେରିଛନ୍ତି। ସ୍ବାମୀ ନିଖିଲ ଜୈନଙ୍କ ସହ ବିମାନ ବନନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଗତ ୧୯ ତାରିଖରେ ବିବାହ ବନ୍ଧନରେ…

ଏହି ଯୁବତୀ କରିଥିଲେ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ଓ୍ବେଡିଂ ପ୍ଲାନିଂ

ବଲିଉଡ୍‌ର ସେଲିବ୍ରିଟିଙ୍କ ବିବାହ ପ୍ରସଙ୍ଗ ଉଠିବ ତ ଅନୁଷ୍କା ଏବଂ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିବ। ଅନୁଷ୍କା ଶର୍ମା-ବିରାଟ କୋହଲି ଇଟାଲୀରେ ବିବାହ କରିଥିବାବେଳେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ମୁମ୍ବାଇରେ ହେବାର ଥିଲା କିନ୍ତୁ ପରେ ଯୋଧପୁରଠାରେ ସମ୍ପନ୍ନ ହୋଇଥିଲା। ଏମାନଙ୍କ…

ଭୋଜପୁରୀ ଶିଖୁଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବେ ଭୋଜପୁରୀ ଶିଖୁଛନ୍ତି। ଏମିତି ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ସେ କୌଣସି ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଏହି ଭାଷା ଶିଖୁ ନାହାଁନ୍ତି ବରଂ ତାଙ୍କ…

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପଟ ହୋଇଥିଲେ। ଗ୍ରୀନ୍‌ କଲର ଟପ୍ସ ଓ ଜିନ୍ସରେ ଥିବା ପ୍ରିୟାଙ୍କୁ…

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି। ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନ ସତ୍ୟ ଜେନାଙ୍କ ରଙ୍ଗର ମହଲ ‘ରଙ୍ଗମହଲ’ ମଧ୍ୟ ପଛରେ…

ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ ଏକ ଡୋଳେ ତା’ର ମୀରା ବସିଛି। ଏ ଗୀତର ମୁଖୁଡ଼ାଟି ବର୍ତ୍ତମାନର ପ୍ରତିଭାବାନ ଯୁବ…

ଦୀପିକାଙ୍କୁ ପରିଚୟପତ୍ର ମାଗିଲେ ଏୟାରପୋର୍ଟ ସିକ୍ୟୁରିଟି

ମୁମ୍ବାଇ: ବିମାନବନ୍ଦର ପ୍ରବେଶପଥରେ ଜଣେ ନିରାପତ୍ତା କର୍ମଚାରୀ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ପରିଚୟ ପତ୍ର ଦେଖାଇବାକୁ କହି ଧାର୍ଯ୍ୟ ବିଧି ବ୍ୟବସ୍ଥାର ଅନୁସରଣ କରିଥିବା ପ୍ରମାଣିତ ହୋଇଛି। ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀପିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?