ମନୋରଞ୍ଜନ

ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ ସ୍ଥାନ ପାଇଛି। ପ୍ରିୟଙ୍କାଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମହମ ମ୍ୟୁଜିୟମ୍‌ରେ ତାଙ୍କର ପ୍ରଥମ ପ୍ରତିମୂର୍ତ୍ତି ଅନାବରଣ…

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ ହାସ୍ୟାଭିନେତ୍ରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଜଣେ ବ୍ୟକ୍ତି ଜୀବନରେ କିପରି କଠୋର ପରିସ୍ଥିତିର…

ଟ୍ରୋଲ ହେଲେ ତାହିରା, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସି ଉଠାଇଥିଲେ ଫଟୋ

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନ୍ନାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ ସମାଲୋଚନା। ସେ ପୁଣି ଏକ ଫଟୋ ପାଇଁ। ତାହିରା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସିଥିବା ବେଳର ଏକ ଫଟୋ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଉଛି।…

ବିବାଦରେ ଗାୟିକା ହାର୍ଡ କୌର

ମୁମ୍ବାଇ: ବିବାଦରେ ଗାୟିକା ହାର୍ଡ କୌର। ନିଜର ଇନଷ୍ଟା ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମତ ପ୍ରକାଶ କରି ପୋଷ୍ଟ ଶେୟାର କରିବା…

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୨୨ ମିଲିୟନରେ ପହଞ୍ଚିଛି। ଏଥିପାଇଁ ଖୁସି ଜାହିର୍‌ କରି କ୍ରିତି ସୋସିଆଲ ମିଡିଆରେ…

ଶବାନାଙ୍କ ଚରିତ୍ରରେ ନଜର ଆସିବେ ସ୍ବରା

ମୁମ୍ବାଇ: ୧୯୮୨ରେ ପରଦାକୁ ଆସିଥିବା ମହେଶ ଭଟ୍ଟଙ୍କ ଫିଲ୍ମ ‘ଅର୍ଥ’ର ରିମେକ୍‌ ହେବାକୁ ଯାଉଛି। ପୂର୍ବ ଫିଲ୍ମରେ ଶବାନା ଆଜମୀ, ସ୍ମିତା ପାଟିଲ, ରାଜ କିରଣ ଓ କୁଲଭୂଷଣ ଖରବନ୍ଦା ଥିବା ବେଳେ ଏହା ସେମାନଙ୍କ କ୍ୟାରିୟରର ହିଟ୍‌ ଫିଲ୍ମ ସାବ୍ୟସ୍ତ…

ଶାହିଦ୍‌ କପୁରଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତା

ନିକଟରେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଅଭିନେତା ଅପରାଶକ୍ତି ଖୁରାନା ଏବେ ଶାହିଦ କପୁରଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି। ଏକ ଚାଟ୍‌ ଶୋ’ରେ ଭାଗ ନେବା ଅବସରରେ କେଉଁ ଅଭିନେତାଙ୍କ ସହ ରିଲେସନ୍‌ସିପ୍‌ରେ…

ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି ଡୁବି’ ଏବଂ ‘ଦିଲ୍‌ ଦୁବା’ ଭଳି ଫିଲ୍ମଗୀତ ଗାଇ ଶ୍ରୋତାଙ୍କୁ ମୁଗ୍‌ଧ କରିବା ପରେ…

ସଲମାନ୍‌ ଦୋଷମୁକ୍ତ

ଯୋଧପୁର,୧୮ା୬(ଆଇଏଏନ୍‌ଏସ୍‌): ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ସ୍ଥାନୀୟ ଅଦାଲତ ସୋମବାର ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ରାଜସ୍ଥାନ ସରକାର ତାଙ୍କ ବିରୋଧରେ କରିଥିବା ଆବେଦନକୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଅଙ୍କିତ ରମନ୍‌ ଖାରଜ କରିଦେଇଛନ୍ତି। ୧୯୯୮ରେ…

ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ

ଚେନ୍ନାଇ, ୧୭।୬: ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡିଛନ୍ତି। ହୃଦଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଫିଲ୍ମ ନିର୍ମାତା ମଣିରତ୍ନ ୨୦୦୪ରେ ଫିଲ୍ମ ‘ୟୁବା’ର ଶୁଟିଂ ବେଳେ ସେ…

ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ ଫିଲ୍ମ ‘ଦ ଲାୟନ ଅଫ୍‌ କିଙ୍ଗ’ର ନୂଆ ସଂସ୍କରଣ ଆସନ୍ତା ମାସ ରିଲିଜ୍‌ ହେବାକୁ…

ଆଶ୍ୱସ୍ତ ହେଲେ ସଲମାନ

ମୁମ୍ବାଇ,୧୭।୬: କୃଷ୍ଣସାର ମୃଗ ଶିକାର ମାମଲାରେ କୋର୍ଟରେ ମିଥ୍ୟା ଆଫିଡେଭିଟ ଦାଖଲ କରିବା ମାମଲାରେ ଯୋଧପୁର କୋର୍ଟ ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୬ରେ ସଲମାନଙ୍କ ଉପରେ ମିଥ୍ୟା ଆଫିଡେଭିଟ ମାମଲା ଲାଗିଥିଲା। ସୂଚନାଯୋଗ୍ୟ, କୃଷ୍ଣସାର ମୃଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri