‘କବିର ସିଂହ’ ବକ୍ସ ଅଫିସରେ ହିଟ୍ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ
ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍ ହିଟ୍ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ ନେଇ ଏବେ ତାଙ୍କ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସାହିଦଙ୍କ ସ୍ତ୍ରୀ ମିରା…
ରାସ୍ତାରେ ସାଇକେଲ ଚଲାଇଲେ ଭାଇଜାନ: ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ର ଭାଇଜାନ ସଲମାନ ଖାଁ ନିଜ ଫିଟନେସ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମର ଶୁଟିଂରେ ବ୍ୟସ୍ତ ଥାଆନ୍ତୁ ବା ନିଜ ପରିବାର ସହ ସମୟ ବିତାଉ ଥାଆନ୍ତୁ। ଏହି ସବୁ ଭିତରେ ମଧ୍ୟ ସେ ଜିମ୍ ପାଇଁ ସମୟ…
ଝିଅ ସହ ଫଟୋ ଶେୟାର କଲେ ଅମିତାଭ: କହିଲେ, ଜଣାପଡ଼ିଲାନି କେତେ ଶୀଘ୍ର ହୋଇଗଲା ବଡ଼
ମୁମ୍ବାଇ: ବଲିଉଡ୍ ସେହେନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ନିଜର କିଛି ନା କିଛି ଫଟୋ ଓ ଭିଡିଓକୁ ଶେୟାର କରିଥାନ୍ତି। ଝିଅ ଶ୍ୱେତା ବଚ୍ଚନଙ୍କ ସହ ତାଙ୍କର ସ୍ପେଶିଆଲ ବଣ୍ଡିଂ ରହିଛି। ତେବେ ଏହାରି ଭିତରେ…
ଆଲିଆ ଲଞ୍ଚ କଲେ ୟୁଟ୍ୟୁବ୍ ଚ୍ୟାନେଲ : ପ୍ରଥମ ଦିନରେ ୮୭ ହଜାରରୁ ଊର୍ଦ୍ଧ୍ୱ ସବ୍ସ୍କ୍ରାଇବର
ଆଲିଆ ଏବେ ଫ୍ୟାନମାନଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହୋଇଛନ୍ତି। ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଆକ୍ଟିଭ ରହୁଥିବା ଆଲିଆ ବୁଧବାର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ‘Aliabe’ ଲଞ୍ଚ କରିଛନ୍ତି। ପ୍ରଥମ ଦିନରେ ୮୭ ହଜାରରୁ ଅଧିକ ଲୋକ ସବ୍ସ୍କ୍ରାଇବ୍ କରିଥିବାବେଳେ…
ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଟ୍ରୋଲ ହେଲେ ମଲାଇକା
ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ଜୁନ୍ ୨୬ରେ ଥିଲା। ପ୍ରେମିକା ମଲାଇକା ଆରୋରା ସ୍ପେଶାଲ ଡେ’ରେ ତାଙ୍କୁ ସ୍ପେଶାଲ ଶୁଭେଚ୍ଛା ଜଣାଇ ଟ୍ରୋଲ ହୋଇଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ରୋମାଣ୍ଟିକ୍ ଫଟୋ ଶେୟାର କରି ଅର୍ଜୁନଙ୍କୁ ଶୁଭେଚ୍ଛା ଜଣାଇବା…
ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ
ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର ସାଧାରଣ ମୃତ୍ୟୁ ହୋଇଥିବା ପ୍ରକାଶ। ଅଭିନେତା ମହେଶ ବାବୁଙ୍କର ସେ ସାବତ ମା’। ପାଖାପାଖି…
ଖୁବ୍ଶୀଘ୍ର ପାଟଣାଗଡ଼
ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ ଫିଲ୍ମଟି ବେଶ୍ କିଛି ମାସ ହେବ ପଡ଼ିରହିଥିଲା। ହେଲେ ଖୁବ୍ଶୀଘ୍ର ଫିଲ୍ମଟି ପରଦା ଉପରକୁ…
ଜାହ୍ନବୀଙ୍କ ଆଶା
ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ ଚିନ୍ତା କରୁଛନ୍ତି। ସେ କହି ବୁଲୁଛନ୍ତି ଯେ, ତାଙ୍କ ସାନଭଉଣୀ ଖୁସି ମଧ୍ୟ ଆକ୍ଟିଂ…
ଅପେକ୍ଷା ତିନିବର୍ଷର
ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ‘ମୁଁ ସପନର ସୌଦାଗର’ରେ ଏହି ଯୋଡ଼ି ପ୍ରଥରଥର ପାଇଁ ସ୍କ୍ରିନ୍ ଶେୟାର କରିଥିଲେ। ୟା…
ପାରିଶ୍ରମିକ ପାଇଁ..
ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍ କରିବାକୁ ଚାହିଁଲେ। କଥାବାର୍ତ୍ତା ସମୟରେ ବେଶ୍ କୁଲ୍ ମାଇଣ୍ଡରେ କାହାଣୀ ଏବଂ ନିଜ ଭୂମିକା…
ନିଆରା ଅନ୍ଦାଜରେ ଅର୍ଜୁନଙ୍କୁ ବାର୍ଥଡେ ଓ୍ବିଶ କଲେ କକା ଅନୀଲ
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ କକା ଅନୀଲ କପୁର ଏକ ନିଆରା ଅନ୍ଦାଜରେ ତାଙ୍କୁ ବାର୍ଥ ଡେ ଓ୍ବିଶ ଜଣାଇଛନ୍ତି। ଅର୍ଜୁନଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତକୁ ଅନୀଲ ଫଟୋ…
ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ
ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋକୁ ବବି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ…
Archives


