‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର
ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ ଫଟୋଗ୍ରାଫ୍ ଶେୟାର ହୋଇଛି। ପୂର୍ବରୁ ସେ ‘ଦମ୍ ଲଗା କୀ ହୈଶା’ରେ ଅଭିନୟ କରି…
ପ୍ରିୟଙ୍କାଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି ପରିଣୀତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅପ୍ କମିଂ ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିବେ। ସେହିପରି ସାଇନା ନେହଓ୍ବୋଲଙ୍କ ବାୟୋପିକରେ ମଧ୍ୟ ଦର୍ଶକ ତାଙ୍କୁ…
ଓଜନ କମାଇ ପ୍ରଶଂସକଙ୍କୁ ଚକିତ କଲେ ରାମ କପୁର
ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ରାମ କପୁର। ସେ ବି ନିଜର ଫିଲ୍ମ ଅଥବା ଧାରାବାହିକ ଲାଗି ନୁହେଁ ବରଂ ନିଜର ଟ୍ରାନ୍ସଫର୍ମେଶନ ପାଇଁ। ଏକତା କପୁରଙ୍କ ଶୋ’ ‘କରଲେ ତୁ ଭି ମୋହବତ୍’ ଏବଂ ‘ଲଭୟାତ୍ରୀ’ ଭଳି ଫିଲ୍ମରେ କାମ କରିଥିବା…
କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା…
ସାହିଦଙ୍କ ସହ କାମ କରିବାକୁ ନେଇ ସର୍ତ୍ତ ରଖିଲେ ପରିଣିତି
ମୁମ୍ବାଇ: ବଲିଉଡ୍ କୁଇନ୍ ପରିଣିତି ଚୋପ୍ରା ଏବେ ସାଇନା ନେହଓ୍ବୋଲଙ୍କ ବାୟୋପିକ୍କୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଅନ୍ୟପଟେ କବିର ସିଂ ଫେମ୍ ସାହିଦ କପୁର ଏବେ ତାଙ୍କ ସଫଳତାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ଆଗାମୀ ପ୍ରୋଜେକ୍ଟ ପାଇଁ ସାହିଦ…
ସ୍ତ୍ରୀ ମୀରାଙ୍କୁ ଏମିତି ସର୍ପ୍ରାଇଜ ଦେଲେ ଶାହିଦ
ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା କରିବାରେ ଲାଗିଛନ୍ତି। ଏମିତି ଖାସ୍ ଦିନରେ ମୀରା ଶାହିଦଙ୍କ ସହ ଏକ ରୋମାଣ୍ଟିକ୍ ଫଟୋ…
ଅଷ୍ଟ୍ରେଲିଆରେ ଧୁମ୍ ମଚାଇଲା ‘କବିର ସିଂ’
ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ଫିଲ୍ମ…
ଏଲିଟ୍ କ୍ଲବ୍ରେ ଶାହିଦ୍ କପୁର
ମୁମ୍ବାଇ: ଆମିର, ସଲମାନ୍ ଓ ଶାହରୁଖଙ୍କ ଭଳି ଶାହିଦ୍ କପୁର ଏବେ ଏଲିଟ୍ କ୍ଲବ୍ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ ଏଭଳି ସ୍ଥିତିକୁ ଆଣିପାରିଛି। ବକ୍ସ ଅଫିସ୍ରେ ଏହି ଫିଲ୍ମ ମାତ୍ର ୧୬ ଦିନରେ ଶ୍ରେଷ୍ଠ…
କ୍ରିକେଟ ଖେଳୁଛନ୍ତି ସଲମାନ
ବଲିଉଡ ଅଭିନେତା ସଲମାନ ଖାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅନେକ ଚଳଚ୍ଚିତ୍ରରେ ଚରିତ୍ରକୁ ଦେଖି ସେ ନିଜକୁ ଫିଟ୍ କରନ୍ତି। ଓ୍ବାର୍କଆଉଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥାନ୍ତି। ନିକଟରେ…
ରୋମାନ୍ସ କରିବେନି ଜାହ୍ନବୀ
ମୁମ୍ବାଇ: ଷ୍ଟାରକିଡ୍ ଭାବେ ଶ୍ରୀଦେବୀଙ୍କ ଲାଡ୍ଲି ଜାହ୍ନବୀ କପୁର ଏବେ ବଲିଉଡ୍ରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ଏବେ ତାଙ୍କ ହାତରେ ଅଫର୍ ଉପରେ ଅଫର୍। ୨୦୦୮ରେ କରନ୍ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା’ର ସିକ୍ୟୁଏଲ ନିର୍ମାଣ ହେବାକୁ ଯାଉଛି।…
ସୁପର୍ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି
ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଲାଇମ୍ ଲାଇଟ୍ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଛି। ଆଉ ଏହାର କଲେକ୍ସନ୍ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ…
ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା
ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର କଥା ନିଶ୍ଚୟ ମନକୁ ଆସେ। ମା’କୁ ବାଦ୍ଦେଇ ପରିବାର ସମ୍ପୂର୍ଣ୍ଣ ନୁହେଁ। ସେହିଭଳି ମା’…
Archives


