ମନୋରଞ୍ଜନ

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ହେଲେ ଏମାନଙ୍କ ବିବାହର ରହସ୍ୟ ଏ ପର୍ଯ୍ୟନ୍ତ କେତେକଙ୍କୁ ଅଜଣା କହିଲେ…

ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ ପୁଣି ଜଣେ ନବାଗତାଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ଦବଙ୍ଗ ୩ରେ ସେ ମହେଶ ମଞ୍ଜେରକରଙ୍କ ଝିଅ ସାଇଙ୍କ ସହ ରୋମାନ୍ସ କରିବାର ନଜର ଆସିବେ। ଫିଲ୍ମରେ ସଲ୍ଲୁଙ୍କ ପ୍ରେମିକା ହେବେ…

ଅକ୍ଟୋବର ୨ରେ ‘ଓ୍ବାର’ ରିଲିଜ

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ ସମ୍ଭାବନା ଅଛି ବୋଲି ଏହାର ନିର୍ମାତା ସୋମବାର ଘୋଷଣା କରିଛନ୍ତି। ୟଶରାଜ ଫିଲ୍ମସ ବ୍ୟାନରରେ…

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ ରିଲିଜ୍‌ ହୋଇଛି। ଆଉ ଏହାକୁ ନେଇ ରିଷି ଖୁବ୍‌ ରାଗି ଯାଇଛନ୍ତି। କାରଣ ଏହାକୁ…

ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ଏବେ ତା’ର ଅନ୍ତ ଘଟିଛି। ସୋମବାର ୟଶରାଜଙ୍କ ଅପ୍‌ କମିଂ ଫିଲ୍ମ ‘ଓ୍ବାର’ର ଟିଜର…

ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ କିନ୍ତୁ ଉଭୟ…

‘କବୀର ସିଂ’କୁ ପଛରେ ପକାଇଲା ହ୍ରିତିକଙ୍କ ‘ସୁପର ୩୦’

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ମୁକ୍ତିଲାଭର…

କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ। ସେ କୁଆଡେ କ୍ରିକେଟକୁ ଭଲ ପାଆନ୍ତି ନାହିଁ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି। ଓ୍ବାର୍ଲଡ…

‘ଥାପ୍ପଡ୍‌’ରେ ନଜର ଆସିବେ ତାପସୀ

ବଲିଉଡ଼ରେ ଖୁବ୍‌ କମ ଦିନରେ ନାଁ କମାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁଙ୍କ ନାମ ସର୍ବାଗ୍ରେ ଆସେ। ସେ କଷ୍ଟକର ଅଭିନୟ କରିବାକୁ ପସନ୍ଦ କରିଥାନ୍ତି। ସବୁ ଫିଲ୍ମରେ ତାଙ୍କ ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥାଏ। ଗତ ବର୍ଷ…

ଆସନ୍ତା ବର୍ଷ ପରଦାକୁ ଆସିବ ‘ସତ୍ୟମେବ ଜୟତେ ୨’

ମୁମ୍ବାଇ: ଗତବର୍ଷ ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ବେଳେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏବେ ଏହାର ସିକ୍ୟୁଏଲ ତିଆରି ହେବାକୁ ଯାଉଛି। ଆସନ୍ତା ଅଗଷ୍ଟରେ ଜନ୍‌ଙ୍କ ଅଭିନୀତ ଫିଲ୍ମ ‘ବାଟଲା…

‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ କରାଯାଉଛି। ତେବେ ୨୦୦୭ରେ ପରଦାକୁ ଆସିଥିବା ହରର କମେଡି ଫିଲ୍ମ ‘ଭୁଲ ଭୁଲେୟା ୨’…

ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..

ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍‌ଙ୍କ ଫ୍ୟାଶନ୍‌ ସେନ୍ସ ବାରି ହୋଇପଡେ। ସବୁବେଳେ କିଛି ନୂଆ ଲୁକ୍‌ରେ କ୍ୟାମେରାରେ କଏଦ ହେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri