କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି ଫଟୋ କ୍ୟାଟ୍ରିନା ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସମୁଦ୍ର କୂଳରେ ଠିଆ ହୋଇଥିବା ଏକ...
ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ନକଲି ପ୍ରୋଫାଇଲ
ନୂଆଦିଲ୍ଲୀ,୧୪।୭: ମାଇକ୍ରୋବ୍ଲଗିଂ ସାଇଟ୍ ଇନଷ୍ଟାଗ୍ରାମରେ ପ୍ରାୟ ୧.୬ କୋଟି ଭାରତୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆକାଉଣ୍ଟ ନକଲି ବୋଲି ଜଣାପଡିଛି। ଏହି ଆକାଉଣ୍ଟ ମାଧ୍ୟରେ ନେଣଦେଶ କାରବାର କରାଯାଉଛି। ଇ କମର୍ସ ଷ୍ଟାଟସ ‘ଏକ ଗୁଡ କମ୍ପାନୀ’ ଓ ଡାଟା ଆନାଲିଟିକ୍ସ...
ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା
ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ ଝିଅକୁ ବିବାହ ପରେ ସେ କୋଟିପତି ହେବାର ସ୍ବପ୍ନ ଦେଖେ। ଠିକ୍ ସେତିକିବେଳେ...
ଶିଶୁ କଳାକାରରୁ ହାସ୍ୟାଭିନେତା ଗୁରିଆ ସାହୁ
ଯାତ୍ରା ଜଗତର ଯୁବ ହାସ୍ୟାଭିନେତା ଗୁରିଆ ସାହୁ। ଘର ଜଗତ୍ସିଂହପୁର ଜିଲାର ରେଢୁଆ। ପିଲାଟି ବେଳରୁ କଳା ପ୍ରତି ସଉକ ଥିଲା। ଅଭିନୟ କ’ଣ ଜାଣିବା ଆଗରୁ ସେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ତେଣୁ ପଳେଇ ଆସିଲେ ଯାତ୍ରା...
ଓଡ଼ିଶା ଅପେରାରୁ ସୂର୍ଯ୍ୟମନ୍ଦିର
ଓଡ଼ିଆ ଯାତ୍ରା ଜଗତରେ ଜଣେ ପରିଚିତା ମଦର ଆର୍ଟିଷ୍ଟ (ମା’ କଳାକାର) ହେଉଛନ୍ତି ଅମିତା ସେନାପତି। ତେବେ କଳାକାରମାନଙ୍କ ନିକଟରେ ସେ ତାରିଣୀ ବୋଲି ବେଶି ପରିଚିତା। ପୁରୀ ଜିଲା ନିମାପଡ଼ାରେ ଜନ୍ମ ଏହି ଅଭିନେତ୍ରୀ ପ୍ରଥମେ ଜଣେ ନୃତ୍ୟାଙ୍ଗନା...
ପ୍ରଥମ ଦିନରେ ୧୧କୋଟି
ମୁମ୍ବାଇ: ହ୍ରିତିକ ରୋଶନ୍ଙ୍କ ଅଭିନୀତ ‘ସୁପର ୩୦’ ରିଲିଜ ଦିବସରେ ୧୧କୋଟି ଅର୍ଜନ କରିଥିବା ଟ୍ରେଡ୍ ରିପୋର୍ଟ୍ସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଫିଲ୍ମ ଗତ ଶୁକ୍ରବାର ଦେଶର ବିଭିନ୍ନ ମେଟ୍ରୋ ତଥା ସହରାଞ୍ଚଳର ପ୍ରେକ୍ଷାଳୟଗୁଡିକ (ବିଶେଷକରି ମୁମ୍ବାଇ ଓ...
କ୍ୟାଟ୍ରିନାଙ୍କ ହୃଦୟରେ ରାଜ୍ କରନ୍ତି ଜଣେ କ୍ରିକେଟର
ଅଭିନେତ୍ରୀ କ୍ୟାଟ୍ରିନାଙ୍କ ହୃଦୟରେ ଜଣେ କ୍ରିକେଟର ରାଜ୍ କରନ୍ତି। କ୍ୟାଟ୍ରିନା ସଚ୍ଚିନ, ଧୋନୀ କିମ୍ବା ବିରାଟଙ୍କୁ ପସନ୍ଦ କରନ୍ତିନି। ଏକଥା ଖୋଦ୍ କ୍ୟାଟ୍ରିନା ଏକ ସାକ୍ଷାତକାରରେ କହିଛନ୍ତି। କ୍ୟାଟ୍ରିନାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଆପଣଙ୍କ ପ୍ରିୟ କ୍ରିକେଟର କିଏ ସେ...
ସୁସ୍ମିତାଙ୍କ ଭାଉଜ ଚାରୁଙ୍କ ‘ହଳଦୀ ଉତ୍ସବ’ ଫଟୋ ଭାଇରାଲ
ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ୍ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କୁ ଦୀର୍ଘଦିନ ଧରି ଡେଟ୍ କରିବା ପରେ ନିକଟରେ ବିବାହ କରିଛନ୍ତି। ସେବେଠାରୁ ବିବାହ ଉତ୍ସବ ସମୟର ଅନେକ ଫଟୋ ଭାଇରାଲ ହେଉଛି। ଏହି କ୍ରମରେ...
ଦ ଲାୟନ କିଙ୍ଗ୍: ପୁଅ ଆର୍ଯ୍ୟନ୍ଙ୍କ ପାଇଁ ଶାହରୁଖ୍ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ
କିଙ୍ଗ୍ ଖାନ୍ ଶାହରୁଖ୍ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍ ହଲିଉଡ୍ ଫିଲ୍ମ ‘ଦ ଲାୟନ କିଙ୍ଗ୍’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର ଟିଜର୍ ମଧ୍ୟ ସମ୍ମୁଖକୁ ଆସିସାରିଛି। ହେଲେ ଫିଲ୍ମରେ ଆର୍ଯ୍ୟନ୍ଙ୍କ ସକାଶେ ଶାହରୁଖ୍ଙ୍କୁ ଗୋଟିଏ...
ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା
ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ରୋମି ଭାଟ୍ଟିଆଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ବିବାହ ପରେ ପ୍ରଥମ ଥର ପରଦାରେ...
ଚରିତ ଦେଶାଇଙ୍କୁ ନେଇ କ’ଣ କହିଲେ ପରିଣିତି
ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ତାଙ୍କ ଅପ୍କମିଂ ଫିଲ୍ମ ପାଇଁ ଖୁବ୍ ବିଜି। ସାଇନା ନେହଓ୍ବୋଲଙ୍କ ବାୟୋପିକ୍ରେ କାମ କରୁଥିବାରୁ ସେ ଏହାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ପ୍ରଥମେ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁରଙ୍କ...
ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ
ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କେବେକେବେ ସେ ତାଙ୍କ ମାତାପିତାଙ୍କ ସହ ମଧ୍ୟ...
Archives


