ମା’ ହେବାକୁ ଯାଉଛନ୍ତି ଦୀପିକା !
ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ବଲିଉଡ୍ ଡିଭା ଦୀପିକା ପାଦ୍ୟୁକୋନ। କଥାଟି ଆମେ କହୁନାହୁଁ, ବରଂ ଏବେ ଏପରି କିଛି ଚର୍ଚ୍ଚା ହେଉଛି। ନିକଟରେ ରଣବୀର ସିଂହ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍ ସେଶନ୍ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ…
ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍ପମ୍
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ୍ପମ୍ ପୁଣି ଥରେ ବିବାଦକୁ ଟାଣିହୋଇ ଆସିଛନ୍ତି। ଏଥର ସେ ନିଜର ଆଗାମୀ ଚଳଚ୍ଚିତ୍ର ପୋଷ୍ଟରକୁ ନେଇ ବିବାଦରେ ପଡ଼ିଛନ୍ତି। ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଯାଉଥିବା ପପୁଙ୍କର ଆଗାମୀ ସିନେମା…
ଦୀପିକାଙ୍କ ଫଟୋ ଦେଖି କ’ଣ କହୁଛନ୍ତି ଦର୍ଶକ
ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ଓ ରଣବୀର ସିଂ ବିବାହ କରିବା ପରେ ଅଧିକାଂଶ ସମୟ ରହୁଛନ୍ତି ଚର୍ଚ୍ଚାରେ। ଉଭୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଥିବା ବେଳେ ଅନେକ ସମୟରେ ଦୀପିକାଙ୍କର କିଛି କ୍ୟୁଟ ଫଟୋ ମଧ୍ୟ ଦେଖିବାକୁ…
ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। କାରଣ ୮୦ ଦଶକରେ ସେ…
‘ଦବଙ୍ଗ-୩’ର ଶୁଟିଂସେଟ୍ରେ ସଲମାନ୍
ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ‘ଦବଙ୍ଗ’ର ତୃତୀୟ ଭାଗ ଶୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ସେ ଏଠାରେ ଶୁଟିଂ ଆରମ୍ଭ କରିଛନ୍ତି। ସଲମାନ୍ ଗୁରୁବାର ‘ଦବଙ୍ଗ-୩’ର ଶୁଟିଂସେଟ୍ର ଏକ ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ଉକ୍ତ…
ବାଜି ମାରିଲା ‘ମିଶନ ମଙ୍ଗଳ’
ମୁମ୍ବାଇ: ବଲିଉଡ୍ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍ର ୨ଟି ବଡ ଫିଲ୍ମ ରିଲିଜ୍ ହୋଇଛି ଆଉ ଏହା ପ୍ରଥମ ଦିନରେ ହିଁ ବାଜି ମାରିଛି। ଅକ୍ଷୟ…
ପାକିସ୍ତାନରୁ ଫେରି ଓ୍ବାଘା ବର୍ଡରରେ ମିକାଙ୍କ ଭାରତମାତାର ଜୟଗାନ, ଟ୍ରୋଲ କଲେ ଫ୍ୟାନ୍
ବଲିଉଡ୍ ସିଙ୍ଗର ମିକା ସିଂ ପାକିସ୍ତାନରୁ ଇଣ୍ଡିଆ ଫେରିଆସିଛନ୍ତି। କେବେ ଫେରିଛନ୍ତି ସେ ସମ୍ପର୍କରେ ଜଣାନାହିଁ। ମାତ୍ର ମିକାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ମିକା ଓ୍ବାଘା ବର୍ଡରରେ ଭାରତ ମାତାର ଜୟଗାନ…
ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା
ସୈଫ୍ ଅଲ୍ଲୀ ଖାନ୍ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍ସୁର ଅଲ୍ଲୀ ଖାନ୍ଙ୍କ ପୁଅ ସୈଫ୍ ୧୬ ଅଗଷ୍ଟ ୧୯୭୦ରେ ଦିଲ୍ଲୀରେ ଜନ୍ମ ନେଇଥିଲେ। ୧୯୯୧ରେ ବଲିଉଡ୍ ଅଭିନେତ୍ରୀ ଅମୃତା ସିଂହଙ୍କୁ…
କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର
ଅମିତାଭ ବଚ୍ଚନ ଖୁବ୍ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍ ବନେଗା କରୋଡ଼ପତି’(କେବିସି) ସିଜିନ୍ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶୋ’ ସହିତ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭ। ସେ କହିଛନ୍ତି, ତାଙ୍କ…
ମୁହଁ ଖୋଲିଲେ ପ୍ରଭାସ, କହିଲେ ‘ଅନୁଷ୍କା କେବଳ ଜଣେ ବନ୍ଧୁ’
ମୁମ୍ବାଇ: ଚଳଚ୍ଚିତ୍ର ବାହୁବଳୀର ସଫଳତା ପରେ ବଢ଼ିଛି ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ଚାହିଦା। ଏଥିସହ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଅନୁଷ୍କାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଛି। ଏସବୁ ମଧ୍ୟରେ ଅନୁଷ୍କାଙ୍କୁ ନିଜର…
ପାକିସ୍ତାନୀ ଟ୍ରୋଲର୍ଙ୍କୁ ଅଦନାନ୍ଙ୍କ ଜବାବ: କଶ୍ମୀର ଭାରତର ପ୍ରମୁଖ ଅଂଶ, ଯାହା ତୁମର ନୁହେଁ ସେଥିରେ ମୁଣ୍ଡ ଖେଳାଅ ନାହିଁ
ମୁମ୍ବାଇ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି ଗାୟକ ଅଦନାନ୍ ସାମୀ। ଏହା ଭାରତର ଏକ ପ୍ରମୁଖ ଅଂଶ। ଯାହା ତୁମର ନୁହେଁ, ସେଥିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଜଣେ ପାକିସ୍ତାନୀ ଟ୍ରୋଲର୍ଙ୍କୁ ଜବାବ ଦେଇ…
ଆଇସିୟୁରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍
ମୁମ୍ବାଇ, ୧୬।୮: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମଙ୍କୁ ଆଇସିୟୁରେ ଭର୍ତ୍ତ କରାଯାଇଛି। ଫୁସ୍ଫୁସ୍ ସଂକ୍ରମଣରେ ପୀଡ଼ିତ ଖୟାମ୍ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପଦ୍ମଭୂଷଣ ଏବଂ ସଙ୍ଗୀତ ନାଟକ ଏକାଡେମୀ ଭଳି ପୁରସ୍କାର ଜିତିଥିବା ଖାୟାମ…
Archives


