ଜିଆ ଖାଁଙ୍କ ସୁଇସାଇଡ୍ ମିଷ୍ଟ୍ରିକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟାରୀ
ମୁମ୍ବାଇ: ବଲିଉଡ୍ ତା’ର ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ। ତେବେ ବଲିଉଡ୍ର ଏମିତି ଏକ ବହୁ ଚର୍ଚ୍ଚିତ କଣ୍ଟ୍ରୋଭର୍ସିକୁ ନେଇ ଏବେ ତିଆରି ହେବାକୁ ଯାଉଛି ଡକ୍ୟୁମେଣ୍ଟାରୀ। ଅଭିନେତ୍ରୀ ଜିଆ ଖାଁଙ୍କ ସୁଇସାଇଟ୍ ମିଷ୍ଟ୍ରି…
ଭୁଲ ଭୁଲେୟା-୨ର ପ୍ରଥମ ପୋଷ୍ଟର ରିଲିଜ୍
ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସୁପରହିଟ ଫିଲ୍ମ ‘ଭୁଲ ଭୁଲେୟା’ର ୧୨ ବର୍ଷ ପରେ ରିମେକ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି। ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ମୋ…
ଦମ୍ ଦେଖାଇଲେ ଟାଇଗର ଶ୍ରଫ୍
ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଶ୍ରଫ୍ ନିଜର ଶାରୀରିକ୍ ଫିଟ୍ନେସ୍ ପାଇଁ ବେଶ୍ ଭଲଭାବେ…
ପୁଣି ‘ଆକ୍ସନ’ ଅବତାରରେ କଙ୍ଗନା
‘ମଣିକର୍ଣ୍ଣିକା, ଦି କ୍ୱିନ୍ ଅଫ୍ ଝାନ୍ସୀ’ ହେଉ ବା ‘ଜଜ୍ମେଣ୍ଟାଲ ହେ କ୍ୟା’ ହେଉ, ଭଳି ଫିଲ୍ମରେ ଅଭିନୟ କରିଥିବା ବଲିଉଡର ହଟ୍କେ ଗାର୍ଲ କଙ୍ଗନା ରାଣାୱତ ପୁଣି ଏକ ଆକ୍ସନ୍ ଥ୍ରିଲର୍ରେ ନଜର ଆସିବେ। ତାଙ୍କ ଆଗାମୀ ଫିଲ୍ମର ‘ଧକଡ’ରେ…
ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି
ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଭେଟିଛନ୍ତି। ଲତାଙ୍କ ଘରକୁ ଯାଇ ରାଷ୍ଟ୍ରପତି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ…
‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଆରମ୍ଭରୁ ହିଁ ଦେଖାଇଥିଲା କମାଲ୍। ପ୍ରଥମ ୨ ଦିନରେ ପାଖାପାଖି ୪୦…
ଏଥର ବାୟୋପିକ୍ରେ ଅରିନ୍ଦମ୍
ନାୟକ ଅରିନ୍ଦମ୍ଙ୍କର ଖୁସି କହିଲେ ନ ସରେ। କାରଣ ନିଜ ଓଲିଉଡ୍ କ୍ୟାରିୟରରେ ସେ ପ୍ରଥମଥର ପାଇଁ ଏକ ବାୟୋପିକ୍ରେ ଅଭିନୟ କରୁଛନ୍ତି। ଏହି ଓଡ଼ିଆ ସିନେମାର ଟାଇଟଲ ରହିଛି ‘ବାବୁ ଭାଇଜାନ୍’। ଏହାର ଟାଇଟଲ ଭୂମିକାରେ ଦେଖାଦେବେ ଅରିନ୍ଦମ୍। ଫିଲ୍ମଟିର…
ଏକ ରୁଗ୍ଣ ସମାଜର ପ୍ରତିନିଧି ଶେଖର
ଶେଖର ଜଣେ ସଂଘର୍ଷ କରୁଥିବା ଯୁବକ। ସେ ଏକ ରୁଗ୍ଣ ସମାଜର ପ୍ରତିନିଧି। ସେ ସଂଗ୍ରାମ କରୁଛି ଦାରିଦ୍ର୍ୟ ବିରୋଧରେ। ନିଜେ ବଞ୍ଚତ୍ବ। ଗୋଟିଏ ବୋଲି ଭଉଣୀକୁ ବଞ୍ଚେଇବ। ଚାକିରି ମିଳୁନି। ରୋଜଗାର ନାହିଁ। ନିଜର ବୟସ ଗଡ଼ି ଯାଉଛି। ସାନଭଉଣୀର…
ରିଟର୍ଣ୍ଣ ଅଫ୍ ରାଇମୋହନ
ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ କି ପିଚ୍ରେ ତାଙ୍କର ଡାଏଲଗ୍ ଉଚ୍ଚାରଣ – ସବୁଦୃଷ୍ଟିରୁ ଭିନ୍ନ ହେଉଛନ୍ତି ରାଇମୋହନ। ତାଙ୍କୁ…
ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ
ବି-ଟାଉନ୍ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍ ଲାଇଫ୍ ନୁହେଁ ରିୟଲ ଲାଇଫ୍ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି ଯାଇଥିବାବେଳେ ଆଉ କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ…
ବାହା ହେବେ କି ସଲମାନ!
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ଓ୍ବାଣ୍ଟେଡ୍ ବ୍ୟାଚେଲର ସଲମାନ ଖାଁଙ୍କୁ ନିଜର କରିବାକୁ ଅନେକ ଯୁବତୀ ସ୍ବପ୍ନ ଦେଖନ୍ତି। ହେଲେ ଏହି ନାୟକ ଏବେବି ବିବାହ ନ କରିବା ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଅତିତରେ ସଲମାନଙ୍କ ନାଁକୁ ଐଶ୍ୱର୍ଯ୍ୟା ରାଏଙ୍କଠାରୁ…
‘କୁଛ୍ କୁଛ୍ ହୋତା ହୈ’ ରିମେକ୍ ହେଲେ ନଜର ଆସିବେ ଏହି ଅଭିନେତ୍ରୀ, ଅଭିନେତା
ବଲିଉଡ୍ରେ ଏମିତି କିଛି ଫିଲ୍ମ ଅଛି, ଯାହା ସବୁ ସମୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛି। ଏମିତି ଏକ ଲୋକପ୍ରିୟ ଫିଲ୍ମ ହେଉଛି ‘କୁଛ୍ କୁଛ୍ ହୋତା ହୈ’। କରଣ ଜୋହରଙ୍କ ନିର୍ଦ୍ଦେଶନାରେ ୧୯୯୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରାଣୀ…
Archives


