ବଲିଉଡରେ ମୋତେ ଆଉ କାମ ମିଳୁନାହିଁ: ନାଶିରୁଦ୍ଦିନ ଶାହ
ବଲିଉଡର ପ୍ରସିଦ୍ଧ କଳାକାର ନାଶିରୁଦ୍ଦିନ ଶାହଙ୍କୁ ଆଉ ସେଠାରେ କାମ ମିଳୁନାହିଁ, ଏକଥା ସେ ନିଜେ ସ୍ବୀକାର କରିଛନ୍ତି। ଦୁଇବର୍ଷ ହେବ ଏକ ଓ୍ବେବ୍ ସିରିଜ୍ ଏବଂ ବଙ୍ଗଳା ଫିଲ୍ମ ଛାଡିଦେଲେ ତାଙ୍କୁ କୌଣସି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଏନେଇ…
ବନ୍ୟାଘେରରୁ ଉଦ୍ଧାର ହେଲେ ମାଲାୟାଲମ ଅଭିନେତ୍ରୀ
ଶିମ୍ଲା,୨୦।୮: ଦେଶର ବହୁ ରାଜ୍ୟ ଏବେ ବନ୍ୟା ଘେରରେ ରହିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫଶି ରହିଥିବା ମାଲାୟାଲମର ଜଣାଶୁଣା ଅଭିନେତ୍ରୀ ମଞ୍ଜୁ ଓ୍ବାରିୟର, ନିର୍ଦ୍ଦେଶକ ଓ ତାଙ୍କର କିଛି ସାଥୀଙ୍କୁ ମଙ୍ଗଳବାର ଅପରାହ୍ନରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା…
ବିନା ମେକ୍ଅପ୍ର ଫଟୋକୁ ଦେଖି କ’ଣ କହିଲେ ୟୁଜର୍ସ
ମୁମ୍ବାଇ: ନିଜର ସୋନ୍ଦର୍ଯ୍ୟ ଓ ଜିରୋ ଫିଗର ପାଇଁ ବି ଟାଉନରେ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍ର ବେବୋ ଏବେ ୟୁଜର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି। କିଏ ତାଙ୍କୁ ବୁଢ଼ୀ କହିଥିବା ବେଳେ କିଏ ତାଙ୍କୁ ଆଣ୍ଟି ବୋଲି ସମ୍ବୋଧନ କରି…
ବଲିଉଡ୍ରେ ଡେବ୍ୟୁ କରିବାକୁ ଖୁବ୍ ଉତ୍ସାହିତ କିର୍ତ୍ତି
ମୁମ୍ବାଇ: ସାଉଥ୍ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ରେ କିର୍ତ୍ତି ବଲିଉଡ୍ ଏଣ୍ଟ୍ରି ମାରିବେ। ନିକଟରେ ଏହାର ପୋଷ୍ଟର ରିଲିଜ୍ ହୋଇଥିବା…
ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ତାଙ୍କର ଦାନ ଦେଖିଲେ ସେ କେତେ…
କଳାକାରଙ୍କ ପାଇଁ ନିଜ ଧନସମ୍ପତ୍ତି ଦାନ କରିଦେଇଥିଲେ ଖାୟାମ୍
ଦିଲ୍ କ୍ୟା ଚିଜ୍ ହୈ ଆପ୍ ମେରି ମାନ୍ ଲିଜିୟେ..(ଉମରାଓ ଜାନ୍), ସିନେ ମେ ଜଲନ୍ ଆଁଖୋ ମୈ ତୁଫାନ୍ ସା(ଗମନ) ଭଳି ଶହ ଶହ ସଙ୍ଗୀତର ସ୍ରଷ୍ଟା ଖାୟମ୍ ଆଉ ନାହାନ୍ତି। ୯୨ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି।…
ବିଗ ବି’ଙ୍କ ଲିଭରର ୭୫ ପ୍ରତିଶତ କାମ କରୁ ନାହିଁ
ମୁମ୍ବାଇ: ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍କୁ ନେଇ ଚର୍ଚ୍ଚାରେ ରହିଥିବା ବିଗ ବି ଏବେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରୁଛନ୍ତି। ସବୁବେଳେ ଫିଟ୍ ଓ ଆକ୍ଟିଭ୍ ଦେଖାଯାଉଥିବା ୭୬ ବର୍ଷୀୟ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଜୀବନର…
ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ରୟ କପୁର
ବଲିଉଡର ଆଉ ଜଣେ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶିକ୍-୨ ଫେମ୍ ଆଦିତ୍ୟ ରୟ କପୁର ଗର୍ଲଫ୍ରେଣ୍ଡ୍ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…
ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର
ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍ ମଙ୍ଗଲ’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏନେଇ ଅକ୍ଷୟ କହିଛନ୍ତି, ନାରୀକୈନ୍ଦ୍ରୀକ ଫିଲ୍ମ…
କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍ଙ୍କ ପରଲୋକ
ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍ମି ସୋମବାର ଏକ ଘରୋଇ ହସ୍ପିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ ହୋଇଥିଲା। ସେ ସଙ୍ଗୀତ ଦୁନିଆରେ ଖାୟମ୍ ଭାବେ ସୁପରିଚିତ। ବଲିଉଡ୍ ଶାସ୍ତ୍ରୀୟ ସଙ୍ଗୀତଭିତ୍ତିକ ‘କଭି…
ପିଲାଦିନେ ଫ୍ରିଜ୍ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର
ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ। ପିଲାଦିନେ ଏମିତି ଦୁଷ୍ଟ ଥିଲେ କେହି ଗାଳି ଖାଇଲେ ଫ୍ରିଜ୍ ଭିତରେ ଲୁଚି ଯାଉଥିଲେ।…
ଭାଇରାଲ ହେଉଛି ଅନୁଷ୍କାଙ୍କ ସୋସିଆଲ ମିଡିଆ ଫଟୋ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ଯୋଡିଙ୍କୁ ଅନେକ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଆଉ ଏମାନେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ। ଏବେ ଅନୁଷ୍କା ଶେୟାର କରିଥିବା ତାଙ୍କର ଏକ ବିକିନି…
Archives


