ମୋଦିଙ୍କୁ ଟୁଇଟ୍ କରି ଚର୍ଚ୍ଚାରେ ଆମିର
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାଁ ସବୁବେଳେ ସାମାଜିକ ବିଷୟ ବସ୍ତୁକୁ ନେଇ ରିସର୍ଚ୍ଚ କରୁଥିବା ବେଳେ ଏହାକୁ ଠିକ୍ ଢଙ୍ଗରେ ଉପସ୍ଥାପନ କରିବା ଉପରେ ଗୁରୁତ୍ୱ ଦିଅନ୍ତି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିବା ଏକ ଟୁଇଟ୍କୁ…
ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍
ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସ ଏବେ ବଲିଉଡ୍ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ ପ୍ରଭାସ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିକଟରେ ଏମାନେ କପିଲ ଶର୍ମା ଶୋ’ରେ…
ମୋ ଆଚରଣ ସ୍ବାଭାବିକ: ଅନନ୍ୟା ପାଣ୍ଡେ
ମୁମ୍ବାଇ: ପ୍ରଯୋଜକ କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍ ଦି ୟର୍ ଟୁ’ରେ ଅଭିନୟ ସହ ବଲିଉଡ଼ରେ ପଦାର୍ପଣ କରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହାଦ୍ୱାରା ତାଙ୍କ ଜୀବନରେ ପରିବର୍ତ୍ତନ ଘଟିଥିଲେ ବି ତାଙ୍କର ଆଚରଣ ସ୍ବାଭାବିକ ରହିଛି ବୋଲି ସେ ପ୍ରକାଶ…
ଓ୍ବିକିପିଡିଆ ଓ୍ବେବ୍ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ
ମାର୍ଶାଘାଇ,୨୬ା୮(ଡି.ଏନ୍.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍ସାଇଟ୍ ଅନ୍ଲାଇନ୍ରେ ଲୋକପ୍ରିୟ ହୋଇପାରିଛି। ଏହି ଓ୍ବେବ୍ସାଇଟ୍ର ତାଲିକାରେ ଓଡିଆ ସଂଗୀତ ନିର୍ଦ୍ଦେଶକ ଭାବେ ପ୍ରେମାନନ୍ଦ ସାମଲ ରାଜ୍ୟର ଶ୍ରୋତା…
ରେଳଷ୍ଟେଶନରେ କାହିଁକି ଗାଉଥିଲେ ଗୀତ, ଭାବପ୍ରବଣ ହୋଇ ଏହାର ଖୁଲାସା କଲେ ରାନୁ ମଣ୍ଡଳ
ଏବେ ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ଥମୁନି ଚର୍ଚ୍ଚା। ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ…
୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ
‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା। ଏପର୍ଯ୍ୟନ୍ତ ବିଭିନ୍ନ ଅଭିନେତ୍ରୀଙ୍କ ତାଙ୍କ ନାଁ ଯୋଡା ସରିଲାଣି। କିନ୍ତୁ ସେ କାହାକୁ ବିବାହ…
ଜନ୍ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ
ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍’। ପ୍ରଥମରୁ ଉଭୟ ଭଲ ବ୍ୟବସାୟ କରିଥିବା ବେଳେ…
ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍ ଡ୍ୟାନ୍ସ କଲେ ପ୍ରଭାସ
ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍ ବଲିୟେ -୯’ରେ ସମସ୍ତଙ୍କୁ ଜଣାଇଛନ୍ତି। ଶୋ’ରେ ପ୍ରଭାସ – ରବିନାଙ୍କ ସହ ‘ଟିପ୍ ଟିପ୍…
ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍ ପଡିଲେ ଦୀପିକା, ପ୍ରିୟଙ୍କା
ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ ନାଁ ଏଥର ତାଲିକାରୁ ବାଦ୍ ପଡିଛି। ସେହିପରି ୨୦୧୮ରେ ଫୋର୍ବସର ମୋଷ୍ଟ ପାଓ୍ବାରଫୁଲ୍ ଓମେନ୍…
ଯାତ୍ରା ଏମାନଙ୍କ ପ୍ରଥମ ପ୍ରେମ
ଯାତ୍ରାକୁ ସମସ୍ତେ ଭଲପାଆନ୍ତି। ମାତ୍ର ଏମାନଙ୍କ ପରି ଯାତ୍ରାକୁ କେହି ଭଲ ପାଇ ପାରିବେ ନାହିଁ। ଏମାନେ ବର୍ଷସାରା ଯାତ୍ରା ଦେଖନ୍ତି। ରିହର୍ସାଲ ଠାରୁ ଆରମ୍ଭ ହୁଏ ଏମାନଙ୍କ ଯାତ୍ରାର ଯାତ୍ରା। ସୋସିଆଲ ମିଡିଆ ମାଧ୍ୟମରେ ଏମାନେ ଯାତ୍ରାର ଟିକିନିଖି ବିବରଣୀ…
ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି
ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା କରନ୍ତି ଯେ, ରାତି ଅନିଦ୍ରା ହେଇ ଯାତ୍ରା ଦେଖିବାକୁ ଆସୁଥିବା ଜଣେ ବି ଦର୍ଶକ…
ଏମିତି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ଅମୀରଙ୍କ ଝିଅ ଇରା
ଅମୀର ଖାନ୍ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ…
Archives


