ଫିଲ୍ମ ପାଇଁ ଅଫର ପ୍ରେରଣାଦାୟୀ: ତବୁ
ମୁମ୍ବାଇ: ଫିଲ୍ମ ପାଇଁ ଅଫର ମିଳିବା ପ୍ରେରଣାଦାୟକ ବୋଲି ବଲିଉଡ୍ ଅଭିନେତ୍ରୀ ତବୁ ପ୍ରକାଶ କରିଛନ୍ତି। ସେ ଅଧିକ ଆଶା କରୁ ନ ଥିଲେ ମଧ୍ୟ ବର୍ତ୍ତମାନ ଯେଉଁ କାର୍ଯ୍ୟ ମିଳିଛି ସେଥିରେ ସେ ଖୁସି ଥିବା କହିଛନ୍ତି। ଭବିଷ୍ୟତ ପାଇଁ…
ଘରେ ଗଣେଶ ଚତୁର୍ଥୀ ପାଳନ କରି ଭାବୁକ ହେଲେ ସୋନାଲି
ମୁମ୍ବାଇ: ସାରା ଦେଶରେ ଗଣେଶ ଚତୁର୍ଥୀ ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଉଥିବା ବେଳେ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଗଣପତି ବାପ୍ପାଙ୍କୁ ଖୁବ୍ ଆଗ୍ରହ ସହକାରେ ନିଜ ନଜ ଘରକୁ ନିମନ୍ତ୍ରଣ କରିଛନ୍ତି। ଆଉ ଏଥିରୁ ବାଦ୍ ଯାଇ ନାହାଁନ୍ତି ବଲିଉଡ୍ ନାୟିକା…
ମୋ ଜୀବନ ଶେଷ ହୋଇଗଲା: ରାକ୍ଷୀ
ମୁମ୍ବାଇ: ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତଙ୍କର ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ୍ ଜୋରରେ କାନ୍ଦିବା ସହ ଜୀବନ ଶେଷ ହୋଇଗଲା ବୋଲି କହୁଥିବା ଦେଖାଯାଇଛି। ହେଲେ ଏମିତି କହିବା ପଛରେ କିଛି କାରଣ…
ନିଆରା ଢଙ୍ଗରେ ଗଜାନନଙ୍କ ପୂଜା କରୁଛନ୍ତି ଶିଳ୍ପା
ବଲିଉଡ୍ ସେଲିବ୍ରିଟିମାନେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରୁଛନ୍ତି। ସେଲିବ୍ରିଟିଙ୍କ ମଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୂର୍ବବର୍ଷ ଅପେକ୍ଷା ଏବର୍ଷ ଟିକେ ନିଆରା ଢଙ୍ଗରେ ପୂଜା କରୁଛନ୍ତି। ୧୦ ବର୍ଷ ଧରି ଶିଳ୍ପା ନିଜ ଘରେ ଧୂମ୍ଧାମରେ…
ମା’ଙ୍କ ନାଁରେ କ୍ୟାନସର୍ ହସ୍ପିଟାଲ୍ ନିର୍ମାଣ କରିବାକୁ ଚାହୁଁଛନ୍ତି ଏହି ଅଭିନେତା
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଉତ୍ତରପ୍ରଦେଶର ପ୍ରୟାଗରାଜ୍ସ୍ଥିତ ନିଜ ଗ୍ରାମରେ ଏକ କ୍ୟାନସର୍ ହସ୍ପିଟାଲ୍ ମା’ ନର୍ଗିଶଙ୍କ ନାମରେ ଖୋଲିବାକୁ ଚାହୁଁଛନ୍ତି। ନିଜ ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍’ର ଶୁଟିଂବେଳେ ସେ ଏକଥା କହିଛନ୍ତି। ଏହାସହ ପ୍ରସିଦ୍ଧ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍ର…
୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ
ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍ପିକୁ ନେଇ ବେଶ୍ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’। ନିକଟରେ ଅଗଷ୍ଟ ୩୦ରେ ଏଥିରେ ଭାଗ ନେଇଥିଲେ ଜଣେ ଗଣିତ ଶିକ୍ଷୟିତ୍ରୀ। ଗ୍ରେଟର ନଏଡାର…
ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ୧୮ ଦିନରେ ୯ ଶହ କିମି ଚାଲି ମୁମ୍ବାଇରେ ପହଞ୍ଚିଲେ ଯୁବକ: ସୋସିଆଲ୍ ମିଡ଼ିଆରେ ଫଟୋ ଶେୟାର
ମୁମ୍ବାଇ,୧।୯: ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଛନ୍ତି। ଖିଲାଡ଼ି କୁମାର ଯୁବକଙ୍କ ସହିତ ସେଲ୍ଫି ନେଇ ଏହାକୁ ସୋସିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି।…
ବିୟୁଟି, ବ୍ରେନ୍ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ
ମୁମ୍ବାଇ: ବଲିଉଡ୍ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ ବୋଲି କୁହାଯାଉଛି। କାବ୍ୟା ବିଶେଷ ଭାବେ ପ୍ରିଣ୍ଟ ଆଡ୍ରେ…
‘ଆର୍ଏକ୍ସ ୧୦୦’ର ହିନ୍ଦୀ ରିମେକ୍ ଅକ୍ଟୋବରରେ: ତାରା
ମୁମ୍ବାଇ: ବଲିଉଡ୍ ନାୟିକା ତାରା ସୁତାରିୟା ଏବେ ତାଙ୍କ ଅପ୍କମିଂ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି। ଏବେ ସେ ତେଲଗୁ ହିଟ୍ ଫିଲ୍ମ ‘ଆର୍ଏକ୍ସ ୧୦୦’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏକ ଷ୍ଟୋର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ…
ବ୍ରେକ୍ଅପ୍ର ୩ ବର୍ଷ ପରେ ଏକାଠି ହେଲେ କ୍ୟାଟ୍ରିନା-ରଣବିର
ବଲିଉଡ୍ରେ ଏମିତି କିଛି ଯୋଡ଼ି ଅଛନ୍ତି ଯେ କି, ବ୍ରେକ୍ଅପ୍ ପରେ ପୁଣି ଏକାଠି ହୋଇଛନ୍ତି। ସେ ରିଲ୍ରେ ହେଉ କି ରିୟଲରେ। ଏହି ଯୋଡ଼ିଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍-ରଣବିର କପୁର ଅନ୍ୟତମ। ରଣବିର ପୂର୍ବରୁ କ୍ୟାଟ୍ଙ୍କ ସହ ପ୍ରେମସମ୍ପର୍କ ଥିବାବେଳେ…
ଲଭ୍ ଟ୍ବିଷ୍ଟରେ ନବାଗତ ଯୋଡି ‘ଦେବ୍-ମନସ୍ମିତା’
ପ୍ରେମର ରାସ୍ତାରେ ଚାଲିବା ଏତେ ସହଜ ନୁହେଁ। ଏହି ରାସ୍ତା ଅନେକ ଜାଗାରେ କଣ୍ଟକିତ। ପ୍ରେମ କରିବା ସମୟରେ କେତେବେଳେ ମନରେ ଖୁସିର ମାହୋଲ ସୃଷ୍ଟି ହୁଏ ତ ପୁଣି କେତେବେଳେ ଦୁଃଖ ଅବସାଦର କଳା ବାଦଲ ହଠାତ୍ ମାଡିଆସିଥାଏ। ସେପରି…
ଓଡ଼ିଆ ଯାତ୍ରା ଜଗତର ଦୁଇ ଅରୁଣ: ନାଟକ ଲେଖିବା ଯାହାଙ୍କ ନିଶା
ଓଡ଼ିଆ ଯାତ୍ରା ଜଗତର ଦୁଇ ସ୍ବନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଓ ଅରୁଣ ନାୟକ। ନାଟକ ଲେଖିବା ଏମାନଙ୍କର ପ୍ରାୟତଃ ଏକ ନିଶା। ପ୍ରତିବର୍ଷ ଏମାନେ ଶବ୍ଦରେ ଦର୍ଶକଙ୍କ ମନୋରଞ୍ଜନ କରନ୍ତି। କୁଳାଙ୍ଗାର, ଘୁଙ୍ଗୁର କାନ୍ଦୁଛି, କହଲୋ ବଉଳ କିଏ ତୋ…
Archives


