ମନୋରଞ୍ଜନ

ନେକ୍ସଟ ଏ କମେଡିରେ ମୃଣାଳ

ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍‌ ଦେଖାଇ ସାରିଥିବା ମୃଣାଳ କମେଡି ଫିଲ୍ମ ନେଇ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି। ଏଥିରେ ତାଙ୍କ…

‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ପ୍ରାୟ ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲଙ୍କ ପୁଣି ଏଣ୍ଟ୍ରି ହୋଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଅପ୍‌ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍‌ ହୋଇଛି। ପୋଷ୍ଟର ସହ ଫିଲ୍ମର…

ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌ ଅନ୍ଦାଜରେ ନଜର ଆସିବେ। ଏଥିପାଇଁ ସେ ଜିମ୍‌ରେ ପ୍ରବଳ ଝାଳ ବୁହାଉଛନ୍ତି। ଚଳିତ ବର୍ଷ…

ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍‌ କି ଚୈନ୍‌’ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍‌ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍‌ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍‌ ରେଶମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଏବେ ଫେସ୍‌ବୁକ୍‌ର ମାଇଁ…

ଆଈ ହେବେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ତାଙ୍କ ପାଳିତା କନ୍ୟା ଛାୟା ଏବେ ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି। ମାତ୍ର…

ଗ୍ଲାସେ ଉଷୁମ ପାଣିରୁ ଆରମ୍ଭ ହୁଏ ଐଶ୍ୱର୍ଯ୍ୟାଙ୍କ ଦିନ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍‌ ସମ୍ପର୍କରେ ଜାଣିବାକୁ ଫ୍ୟାନ୍‌ମାନଙ୍କର ଇଚ୍ଛା ଥାଏ। ତେବେ ଆସନ୍ତୁ ଜାଣିବା ଫିଟ୍‌ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ ସବୁ କରିଥାନ୍ତି। ତାଙ୍କର ସକାଳ ଆରମ୍ଭ ହୁଏ ଲେମ୍ବୁ ଏବଂ ଗ୍ଲାସେ ଉଷୁମ ପାଣିରୁ।…

ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି। ସ୍ବାମୀ ଜଣେ ଅଣଭାରତୀୟ ହୋଇଥିବା ବେଳେ ତାଙ୍କ ନାମ ରିତେଶ। ଏହି ନିକଟରେ ରାକ୍ଷୀଙ୍କ…

ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ ଆଜି ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା। ଅକ୍ଷୟଙ୍କ ପୁରା ନାଁ ରାଜୀବ ହରିଓମ୍‌ ଭାଟିଆ।…

ଅଭିନେତା ଭୀରୁ କ୍ରିଷ୍ଣନ୍‌ଙ୍କ ଦେହାନ୍ତ

ମୁମ୍ବାଇ,୮ା୯(ପି.ଟି.): ଇସ୍କ, ହମ୍‌ ହୈ ରାହି ପ୍ୟାର କେ, ରାଜା ହିନ୍ଦୁସ୍ଥାନୀ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ତଥା କଥକ ନୃତ୍ୟଶିଳ୍ପୀ ଭୀରୁ କ୍ରିଷ୍ଣନଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କର ଶେଷକୃତ୍ୟ ସାନ୍ତାକ୍ରୁଜ୍‌ସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି।…

ଚନ୍ଦ୍ରଯାନ -୨କୁ ନେଇ ଅନୁଷ୍କା କରିଥିଲେ ଟ୍ବିଟ୍‌, ଏହାର ଉତ୍ତର ରଖିଲେ ମୋଦି

ଭାରତର ‘ଚନ୍ଦ୍ରଯାନ -୨’ ମିଶନ ବିଫଳ ହୋଇଛି। ଲ୍ୟାଣ୍ଡ୍‌ର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କିମି ଦୂରତା ଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିରେ ସମଗ୍ର ଭାରତବାସୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା…

ଗଣେଶ ପୂଜାରେ ସିଗାରେଟ୍‌ ଟାଣି ଟ୍ରୋଲ୍‌ ହେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଯାହା କଲେ ତାଙ୍କ ପ୍ରଶଂସକଙ୍କ ନଜରକୁ ଆସନ୍ତି। ଏଥର କିନ୍ତୁ ସଲମାନଙ୍କର କିଛି କାମ ତାଙ୍କ ଫ୍ୟାନମାନଙ୍କୁ ଆଦୌ ପସନ୍ଦ ଆସିନାହିଁ। ନିକଟରେ ସଳମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ ଶ୍ରମିକ ବୋଲି କହିଲେ ତା’ର ମଧ୍ୟ ଉତ୍ତର ରଖିଛନ୍ତି। ହ୍ରିତିକ କହିଛନ୍ତି କ୍ୟାଟ୍ରିନା ବୋଲ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri