ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା
ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ ମୋଡ଼ ନିଏ। ଓଡ଼ିଆ ଯାତ୍ରା ଜଗତର ଅନ୍ୟତମ ଚୁଲ୍ବୁଲି ନାୟିକା ତଥା ପୋଖତ ଅଭିନେତ୍ରୀ…
‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍
ମୁମ୍ବାଇ: ଦ କପିଲ ଶର୍ମା ଶୋ’ର ଆକର୍ଷଣ ସାଜିଥିବା କ୍ରିଷ୍ଣା ଅଭିଶେକଙ୍କ ଅଭିନୀତ ଫିଲ୍ମ ‘ମରନେ ଭି ଦୋ ୟାରୋ’ର ଆଉ ଏକ ପୋଷ୍ଟର ରିଲିଜ୍ ହୋଇଛି। ନିକଟରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଏହାକୁ ବେଶ୍…
ବଲିଉଡ୍ର ‘ବ୍ୟାଡ୍ମ୍ୟାନ୍’ ଗୁଲ୍ଶନ: ପିଲାବେଳେ ବିକୁଥିଲେ ଲୁଗାସଫା ପାଉଡର
ମୁମ୍ବାଇ: ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ…
ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ
ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି ଅନ୍ୟର ଜୀବନକୁ ଆଲୋକିତ କରିବା ଲାଗି ସଚେତନ କରାଯାଉଥିବା ବେଳେ ଏବେ ଶରୀର ଦାନ…
ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ଭାବେ ବେଶ୍ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍ ପସନ୍ଦ…
କରିନାଙ୍କୁ ପସନ୍ଦ ନ ଥିଲେ ବିବାହିତ ପୁରୁଷ
ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୦ ସେପ୍ଟେମ୍ବର ୨୧ରେ ମାୟାନଗରୀରେ ଜନ୍ମନେଇଥିବା ଏହି ନାୟିକା ବେବୋ ନାଁରେ ବେଶ୍ ପରିଚିତ। କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଏହି ନାୟିକାଙ୍କର ବଡ ପରଦାରେ ରହିଛି…
ସ୍ତ୍ରୀଙ୍କ ସହ ମନଖୋଲି ନାଚିଲେ ଗୋବିନ୍ଦା
ମୁମ୍ବାଇ: ବଲିଉଡ୍ ଡ୍ୟାନ୍ସ କିଙ୍ଗ ଗୋବିନ୍ଦାଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଗୋବିନ୍ଦା ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ମନ ଖୋଲି ନାଚୁଥିବା ଦେଖିବାକୁ ମିଳିଛି। ପ୍ରକୃତ ଘଟଣା ହେଲା ନିକଟରେ ଗୋବିନ୍ଦାଙ୍କ ଝିଅ ଟିନା…
ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା
ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍ ପିନ୍ଧିଥିଲେ। ନିଜ ଗ୍ଲାମରସ୍ ଲୁକ୍ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହି…
ତୃତୀୟ ଥର ଲାଗି ଆର୍ମୀ ଅଫିସର ଭୂମିକାରେ ବିକ୍କି
ମୁମ୍ବାଇ: ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍, ‘ରାଜି’, ‘ମଶାନ୍’ ପରି ହିଟ୍ ଚଳଚ୍ଚିତ୍ର ଦେବା ପରେ ଏବେ ଅଭିନେତା ବିକ୍କି କୌଶଲଙ୍କ ନିକଟରେ ପ୍ରଯୋଜକଙ୍କ ଲମ୍ବା ଲାଇନ। ଖୁବ୍ ଶୀଘ୍ର ବିକ୍କିଙ୍କ ‘ଭୂତ-ପାର୍ଟ ଓ୍ବାନ: ହଣ୍ଟେଡ୍ ସିପ୍୍’, ସର୍ଦ୍ଦାର ଉଦ୍ଧମ ସିଂ…
ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା
ମୁମ୍ବାଇ: ବଲିଉଡ୍ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି ଦେଖାଯିବା ଓ ତାଙ୍କ ଚରିତ୍ରକୁ ଆପଣାଇବାକୁ ସେ ବହୁ ପରିଶ୍ରମ କରୁଛନ୍ତି। ଏଥିପାଇଁ ସେ…
ପାଚିକା ଜିତିଲେ ଏକ କୋଟି
ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍ ୧୧ରେ ଭାଗ ନେଇ ଜଣେ ପାଚିକା ଏକ କୋଟି ଟଙ୍କା ଜିତିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ଆଲୋଚନା ହେଉଛି। ମହାରାଷ୍ଟ୍ରର…
ଆୟୁଷ୍ମାନ୍ଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ ନୂଆ ଅଭିନେତ୍ରୀ ଏଣ୍ଟ୍ରି ମାରିବାରେ ଲାଗିଛନ୍ତି। କିଛିଦିନ ତଳେ ଛୋଟପରଦାରୁ ଆସି ବଡ଼ପରଦାରେ ସାଇନ୍ କରିଛନ୍ତି ଅଭିନେତା ଲକ୍ଷ୍ୟ। କରଣ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା -୨’ରେ ସେ ସାଇନ୍ କରିଛନ୍ତି। ଏବେ ଏହି ତାଲିକାରେ…
Archives


