ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ
ମୁମ୍ବଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବେ ତାଙ୍କ ଅପ୍ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ ଏହି ଫିଲ୍ମର ଶୁର୍ଟି ଚାଲିଥିବା ବେଳେ ଏଥିରୁ ଟିକେ ସମୟ ବାହାର କରି...
କାନାଡାରୁ ଭାରତ ଆସିବାବେଳେ ମାତ୍ର ୫ ହଜାର ଟଙ୍କା ଆଣି ଆସିଥିଲେ ଏହି ଅଭିନେତ୍ରୀ, ଏବେ କୋଟିପତି
କାନାଡାର ଜଣେ ଅଭିନେତ୍ରୀ ଯେତେବେଳେ ଭାରତ ଆସିଥିଲେ ସେତେବେଳେ ସାଥୀରେ ଚଳିବା ପାଇଁ କିଛି ଟଙ୍କା ଆଣିଥିଲେ। ଯେଉଁ ଟଙ୍କାରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା। କିଛିଦିନ ପରେ ସେ ବଲିଉଡ୍ ଫିଲ୍ମରେ ଅଭିନୟ କରିବା ସୁଯୋଗ ପାଇଲେ।...
‘ଓ୍ବାର’ରେ ହ୍ରିତିକ୍, ଟାଇଗର
ମୁମ୍ବାଇ: ଆଗାମୀ ଫିଲ୍ମ ‘ଓ୍ବାର’ ପାଇଁ ବଲିଉଡ ଷ୍ଟାର ହ୍ରିତିକ୍ ରୋଶନ ଏବଂ ଟାଇଗର ଶ୍ରଫ୍ଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦୃଶ୍ୟ ବେଶ୍ ଆମୋଦଦାୟକ। ଏଥି ନିମନ୍ତେ ପର୍ତ୍ତୁଗାଲର ପୋର୍ଟୋ ନଗରୀକୁ ଦୁଇଦିନ ପାଇଁ ଜନସାଧାରଣଙ୍କ ଚଳାଚଳ ବନ୍ଦ କରିଦିଆଯାଇଥିଲା।...
ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର
ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ଫିଲ୍ମ ‘ଓ୍ବାର’ର ଶୁଟିଂ ପାଇଁ...
ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ
ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ କରିବେ ନାହିଁ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ଆର୍କେ ଷ୍ଟୁଡିଓରେ ଧୁମ୍ଧାମ୍ରେ ଗଣେଶ ପୂଜାର...
ଅଭିନନ୍ଦନଙ୍କ ଉପରେ କମେଡି ଫିଲ୍ମ ନିର୍ମାଣ କରିବ ପାକିସ୍ତାନ
ମୁମ୍ବାଇ: ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସାହାସିକତା ଏବଂ ବାଲାକୋଟ ଆକ୍ରମଣକୁ ନେଇ ବଲିଉଡ ଅଭିନେତା ବିବେକ ଓବରୟ ଏକ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପାକିସ୍ତାନ ମଧ୍ୟ ଏହି କାହାଣୀ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ...
ବଲିଉଡ୍ରେ କ୍ୟାରିୟର କରି ନ ପାରି ଆତ୍ମହତ୍ୟା କଲେ ମଡେଲ ପର୍ଲ
ମଡେଲ ପର୍ଲ ପଞ୍ଜାବୀ ମୁମ୍ବାଇସ୍ଥିତ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୨୦ ବର୍ଷୀୟା ପର୍ଲ ବଲିଉଡ୍ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର...
ଦର୍ଶକଙ୍କୁ ନିରାଶ କଲା ପ୍ରଭାସଙ୍କ ‘ସାହୋ’
ମୁମ୍ବାଇ: ଚଳଚ୍ଚିତ୍ର ବାହୁବଲୀର ସଫଳତା ପରେ ସୁପରଷ୍ଟାର ପ୍ରଭାସଙ୍କଠାରୁ ଅନେକ କିଛି ଆଶା କରୁଥିଲେ ଦର୍ଶକ। ଶୁକ୍ରବାର ‘ସାହୋ’ ରିଲିଜକୁ ନେଇ ମଧ୍ୟ ଅନେକ ଉତ୍କଣ୍ଠା ଭରି ରହିଥିଲା। ହେଲେ ଶେଷରେ ଦର୍ଶକଙ୍କୁ ନିରାଶ କରିଛି ‘ସାହୋ’। ଫିଲ୍ମର କାହାଣୀ...
ଦୀପିକାଙ୍କ ଡ୍ରେସ୍ ଦେଖି ଫ୍ୟାନ୍ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…
ଦୀପିକା ପାଦୁକୋନ୍ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଦୀପିକା କପିଳ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଶୁଟିଂ...
ପ୍ରଭାସଙ୍କ ପୋଷ୍ଟରକୁ କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ
ହାଇଦ୍ରାବାଦ,୩୦।୮: ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍ ହେବା ପରେ ହାଇଦ୍ରାବାଦରେ କେତେଜଣ...
ରିିଲିଜ୍ ହେଲା ‘ସାହୋ’,ଫିଲ୍ମ ହଲ୍ରେ ଜମୁଛି ଭିଡ
ଅପେକ୍ଷାର ଅନ୍ତ ଘଟିଛି। ବାଳୁବଳୀ ଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି। ୩୫୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସଅଫିସ୍ରେ ସୁପରହିଟ୍ ହେବା ଆଶା କରାଯାଉଛି। ପ୍ରଥମ ଦିନରେ...
‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗର୍ଲ’ରେ ଜାହ୍ନବୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସରଙ୍କ ଜୀବନୀକୁ ଭିତ୍ତିକରି ଫିଲ୍ମ ନିର୍ମାଣ ହୋଇଥିବା ନିର୍ମାତା...
Archives


