ସୋନମ୍ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି
ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଜୋୟା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସୋନମ। ଗୋଟିଏ...
ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ
ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ। ହେଲେ ତାଙ୍କୁ ଦେଖିଲେ ‘ଏଜ୍ ଇଜ୍ ଜଷ୍ଟ ଏ ନମ୍ବର’ ଉକ୍ତିଟି ଫିଟ୍...
ଏକଦା ଥିଲେ ଚକୋଲେଟ୍ ହିରୋ, ଏବେ ଏତେ ବଦଳିଗଲେଣି ଅକ୍ଷୟ
ମୁମ୍ବାଇ: ଏକଦା ବଲିଉଡ୍ର ଚକୋଲେଟ୍ ହିରୋ ଥିବା ତଥା ବେବୋ(କରିନା କପୁର ଖାନ୍)ଙ୍କ କ୍ରଶ୍ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି। କଥାଟି ଆମେ କହୁନାହୁଁ। ଏପରି କିଛି ଚର୍ଚ୍ଚା ତାଙ୍କ ପ୍ରଶଂସକଙ୍କ ଗହଣରେ ହେଉଛି। ତେବେ କିଛି ମାତ୍ରାରେ ଏହା...
‘ଦ ସ୍କାଇ ଇଜ୍ ପିଙ୍କ୍’ର ଟ୍ରେଲର ରିଲିଜ୍
ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମ ଜରିଆରେ ଦୀର୍ଘ ଦିନ ପରେ ପ୍ରିୟଙ୍କା ଚୋପ୍ରା ବଲିଉଡ୍କୁ ଫେରିବା ସହ ଦମ୍ଦାର ଏଣ୍ଟ୍ରି...
ବଲିଉଡ୍ରେ ଡେବ୍ୟୁ କରିବେ ଟିକ୍ ଟକ୍ ଷ୍ଟାର
ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟ ଜଗତରେ ନିଜର ଦମ୍ଦାର ପ୍ରଦର୍ଶନ ପାଇଁ ଜଣାଯାଉଥିବା ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍ ଟକ୍ ଷ୍ଟାର ଗୌରବ ଆରୋରା ଏବେ ବଲିଉଡ୍ରେ ପାଦ ଥାପିବାକୁ ଯାଉଛନ୍ତି। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ ଜୋୟା...
କଂଗ୍ରେସ ଛାଡିଲେ ଉର୍ମିଳା
ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍କା। ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା...
ପ୍ରେମରେ ପଡିଲେ ହୁମା
ମୁମ୍ବାଇ: ବଲିଉଡ୍ ପ୍ରେମ କାହାଣୀ ସବୁବେଳେ ଥାଏ ଚର୍ଚ୍ଚାରେ। ଏବେ ପୁଣି ଏକ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଯୋର ଧରିଛି। କାରଣ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶି ଏବେ ଜଣେ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଥିବା କୁହାଯାଉଛି। ସେ ହେଉଛନ୍ତି...
୧୧ମାସ ୧୧ଦିନ ପରେ ଘରକୁ ଫେରିଲେ ରିଷି
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ଦୀର୍ଘ ୧୧ ମାସ ୧୧ ଦିନ ପରେ ମୁମ୍ବାଇ ଫେରିଥିବା ଜଣାପଡିଛି। ୬୭ ବର୍ଷୀୟ ଏହି ଅଭିନେତା ମଙ୍ଗଳବାର ସକାଳୁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଦୀର୍ଘ ୧୧ ମାସ ହେବ ସେ...
ନେକ୍ସଟ ଏ କମେଡିରେ ମୃଣାଳ
ମୁମ୍ବାଇ: ଉମେଶ ଶୁକ୍ଲା ନିର୍ଦ୍ଦେଶିତ ‘ନେକ୍ସଟ ଏ କମେଡି’ରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ମରାଠି ଓ ହିନ୍ଦୀ ଫିଲ୍ମରେ ନିଜର କମାଲ୍ ଦେଖାଇ ସାରିଥିବା ମୃଣାଳ କମେଡି ଫିଲ୍ମ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ଏଥିରେ...
‘ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରଥମ ପୋଷ୍ଟର ରିଲିଜ୍
ମୁମ୍ବାଇ: ବଲିଉଡ୍ ବକ୍ସ ଅଫିସ୍ରେ ପ୍ରାୟ ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲଙ୍କ ପୁଣି ଏଣ୍ଟ୍ରି ହୋଇଛି। ପ୍ରିୟଙ୍କା ଚୋପ୍ରାଙ୍କ ଅପ୍ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ପ୍ରଥମ ପୋଷ୍ଟର ସୋମବାର ରିଲିଜ୍ ହୋଇଛି। ପୋଷ୍ଟର ସହ...
ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ
ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍ରେ ସେ ଶାର୍ଟ ଲେସ୍ ଅନ୍ଦାଜରେ ନଜର ଆସିବେ। ଏଥିପାଇଁ ସେ ଜିମ୍ରେ ପ୍ରବଳ ଝାଳ ବୁହାଉଛନ୍ତି। ଚଳିତ...
ରାନୁ ମଣ୍ଡଳଙ୍କ ପରେ ଏବେ ଭାନୁ ମଣ୍ଡଳଙ୍କ ଗୀତ ‘ଓ ମେରେ ଦିଲ୍ କି ଚୈନ୍’ ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ,୯।୯: ପଶ୍ଚିମବଙ୍ଗର ରେଳ ଷ୍ଟେଶନ୍ରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ସୋସିଆଲ୍ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ହିମେଶ୍ ରେଶମିଆ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଏବେ ଫେସ୍ବୁକ୍ର...
Archives


