ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍ ଯତ୍ନଶୀଳ ହେଉ: ସ୍ବରା ଭାସ୍କର
ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି। ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ଶିର କୋର୍ମା’ର ପୋଷ୍ଟର ଲଞ୍ଚ ଅବସରରେ…
ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମୀଷା ପଟେଲ
ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏକ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଅମୀଷା ଏବଂ ତାଙ୍କ ବନ୍ଧୁ କୁନାଲ ଘୁମର ରାଞ୍ଚିର ଫିଲ୍ମ ନିର୍ମାତା ଅଜୟଙ୍କୁ ୩ କୋଟି ଟଙ୍କାର ଏକ ଚେକ୍…
ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ
ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ ହେବ ଶ୍ରୁତି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ। ନିକଟରେ ଶ୍ରୁତି ଏମିତି କିଛି…
ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେଠାରୁ ତାଙ୍କ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ ରିଲିଜ୍ ହେବା ପରେ ପରେ ସେ ୟୁଏସ୍ ଚାଲି ଯାଇଥିବା ଜଣାପଡିଛି।…
ନୂଆ ଘରକୁ ସିପ୍ଟ କରିବେ ସଲମାନ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଥିବା ବେଳେ ଏବେ ସେ ଏକ ନୂଆ ଘରକୁ ସିପ୍ଟ କରିବେ ବୋଲି ଜଣାପଡିଛି।…
ଜାହ୍ନବୀଙ୍କ ଜିମ୍ ଲୁକ୍
ଜିମ୍ ସେଣ୍ଟର ବାହାରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ସ୍ପଟ୍ କରାଯାଇଛି। ସେ ଧଳା ରଙ୍ଗର ଏକ କ୍ରପ୍ ଟପ୍ ଏବଂ ଛୋଟ ପ୍ୟାଣ୍ଟ ପିନ୍ଧିଛନ୍ତି। ଜାହ୍ନବୀଙ୍କ ଏହି ଜିମ୍ ଲୁକ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି। ତାଙ୍କର ଏହି ହଟ୍ ଲୁକ୍ର…
ବିକ୍ରି ହେଲା ଦୀପିକାଙ୍କ ଡ୍ରେସ୍
ମୁମ୍ବାଇ: ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋନ୍ ରିଲ୍ ଲାଇଫ୍ରେ ନିଜ ଅଭିନୟ ଏବଂ ରିୟଲ୍ ଲାଇଫ୍ରେ ନିଜ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଆଉ ଦୀପିକାଙ୍କ ଟ୍ରେଣ୍ଡି ଲୁକ୍ସ ପାଇଁ ବିଶେଷକରି ଯୁବତୀମାନେ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି। ତେବେ…
କେଆଇଏଫ୍ଏଫ୍ରେ ପ୍ରଦର୍ଶିତ ହେବ ‘ପାଟଣାଗଡ଼’
ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ବହୁଭାଷୀ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ସମଗ୍ର ବିଶ୍ୱରେ ରିଲିଜ ହେବ। ଏହାସହ ଫିିଲ୍ମଟି ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ…
ଚର୍ଚ୍ଚାରେ ମଧୁବାଲାଙ୍କ ପରି ଦେଖାଯାଉଥିବା ଏହି ଅଭିନେତ୍ରୀ
ସେଲିବ୍ରିଟି ତଥା କଳାକାରଙ୍କ ଅବିକଳ ନକଲ ଦେଖାଯାଉଥିବା ବ୍ୟକ୍ତି ଅଥବା ମହିଳାଙ୍କ ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ। ଏବେ ବଲିଉଡ୍ର ସବୁଠାରୁ ସୁନ୍ଦର ଅଭିନେତ୍ରୀ କୁହାଯାଉଥିବା ମଧୁବାଲାଙ୍କ ହମ୍ସକଲ୍ ସମ୍ମୁଖକୁ ଆସଛନ୍ତି। ମଧୁବାଲାଙ୍କ ଭଳିକ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଭିଡିଓ…
ରବିନାଙ୍କୁ ଦେଖି ନିଜକୁ ହଜାଇ ଦେଲେ ରାଜକୁମାର
ମୁମ୍ବାଇ: ବଲିଉଡ୍ ନାୟିକା ରବିନା ଟଣ୍ଡନ ଏବେ ଆଉ ବଡ ପରଦାରେ ନଜର ଆସୁ ନାହାଁନ୍ତି। ହେଲେ ଟେଲିଭିଜନ ରିୟଲିଟି ଶୋ’ ‘ନଚ ବଲିୟେ’ରେ ରବିନାଙ୍କୁ ଦେଖିବାକୁ ମିଳିଛି। ନିକଟରେ ‘ନଚ ବଲିୟେ-୯’ର ଶୁଟିଂ ସମୟରେ ଏମିତି ଏକ ଘଟଣା ଶେୟାର…
ମା’ ଶର୍ମିଳାଙ୍କ ସହ ର଼୍ୟାମ୍ପ୍ରେ ଚାଲିଲେ ସୋହା
ମୁମ୍ବାଇ: ମା’ ଶର୍ମିଳା ଟାଗୋରଙ୍କ ସହ ର଼୍ୟାମ୍ପରେ ଚାଲିଲେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍। ଲୋଟସ୍ ଫ୍ୟାଶନ୍ ଉଇକ୍-୨ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋହା ମଧ୍ୟ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏହା…
ସିଲେଇ କରୁଥିବା ବ୍ୟକ୍ତିକୁ ବିବାହ କରିଥିଲେ ଏହି ଅଭିନେତ୍ରୀ
ଭାରତୀୟ ସିନେ ଜଗତରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଜଣେ ଅଭିନେତ୍ରୀ ହେଉଛନ୍ତି ଦୀନା ପାଠକ। ଆଜି ଅର୍ଥାତ୍ ଅକ୍ଟୋବର ୧୧ ହେଉଛି ତାଙ୍କର ୧୭ତମ ଶ୍ରାଦ୍ଧବାର୍ଷିକୀ। ୨୦୦୨ ମସିହାରେ ହୃଦ୍ଘାତରେ ଦିନାଙ୍କର ପରଲୋକ ଘଟିଥିଲା।…
Archives


