ମନୋରଞ୍ଜନ

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍‌ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ…

ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ର ପ୍ରଥମ ଲୁକ୍‌ ରିଲିଜ

ମୁମ୍ବାଇ: ରିଲିଜ ହୋଇଛି ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’ରେ ନାୟିକାଙ୍କର ପ୍ରଥମ ଲୁକ୍‌। ଅଭିନେତା କାର୍ତ୍ତିକ ଆର୍ୟନ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ନାୟିକା ସାଜିଛନ୍ତି ଅନନ୍ୟା ପାଣ୍ଡେ ଏବଂ ଭୂମି ପେଦନେକର। କାର୍ତ୍ତିକଙ୍କ ଚରିତ୍ରର ନାମ…

୭ବର୍ଷ ତଳର ଫଟୋ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ନିଜ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର ୭ ବର୍ଷ ତଳର ଏକ ଫଟୋ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି…

ଗଣିତ ପଢାଇବେ ବିଦ୍ୟା

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗର୍ଲ ବିଦ୍ୟା ବଲାନ ଏବେ ଗଣିତ ପଢାଇବେ ବୋଲି ଜଣାପଡିଛି। ବଲିଉଡ୍‌ ବାୟୋପିକ ମୁଭି ‘ଶକୁନ୍ତଳା ଦେବୀ‘ରେ ନଜର ଆସିଥିବା ବିଦ୍ୟାଙ୍କର ଏକ ନୂଆ ଲୁକ୍‌ ଏବେ ଦେଖିବାକୁ ମିଳିବ। ମଙ୍ଗଳବାର ଏହି ଫିଲ୍ମର ପ୍ରଥମ ମୋଶନ୍‌…

ଖୁବ୍‌ଶୀଘ୍ର ପୂରଣ ହେବ ବରୁଣଙ୍କ ସ୍ବପ୍ନ

ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ନିଜେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାରକରି ଏହା କହିଛନ୍ତି। ପ୍ରକୃତ କଥା ହେଲା ପରମବୀର ଚକ୍ରରେ ସମ୍ମାନିତ ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍‌ ହେବାକୁ ଯାଉଛି। ଏଥିରେ…

‘ଜର୍ସି’ର ହିନ୍ଦୀ ରିମେକ୍‌: କ୍ରିକେଟର ଚରିତ୍ରରେ ନଜର ଆସିବେ ଶାହିଦ

ବଲିଉଡ୍‌ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସ୍‌ର ସଫଳ ହେବା ପରେ ଅଭିନେତା ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ। ଗତ ଏପ୍ରିଲ ମାସରେ ରିଲିଜ୍‌ ହୋଇଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌…

ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ ସେ ଏବେବି ବଲିଉଡ୍‌ ନାୟିକା ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କଠାରୁ ପଛରେ ଅଛନ୍ତି…

ମୁହଁ ଖୋଲିଲେ ମୌନି

ମୁମ୍ବାଇ: ଟେଲିଭିଜନ ନାୟିକା ମୌନି ରାୟ ଦୁବଇର ଜଣେ ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କୁ ଡେଟ୍‌ କରୁଛନ୍ତି ବୋଲି କିଛିଦିନ ହେବ ଆଲୋଚନା ହେଉଥିଲା। ଏମିତିକି ମୌନି ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସୁରଜଙ୍କ ସହ ଥାଇଲାଣ୍ଡରେ ଅଛନ୍ତି ବୋଲି ଶୁଣିବାକୁ…

ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର ଆସିଛି। ଫାରୁକ କବିରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା…

ଅତି ଉତ୍ସାହିତ ହୋଇ ମୋଦିଙ୍କୁ ଫକିର ବୋଲି କହିଲେ ଅନୁପମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ସମୁଦ୍ର କୂଳରୁ ଅଳିଆ ସଫା କରୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାକୁ ଦେଖିବା ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲା। ଏହା ଦେଖିବା ପରେ ବଲିଉଡ୍‌ କଳାକାର ଅକ୍ଷୟ…

ଭାରତୀୟ ବାୟୁସେନାର ଗୌରବ କାହାଣୀ କହିବ ‘ବାଲାକୋଟ’: ବିବେକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିବେକ ଓବରଏ କହିଛନ୍ତି ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ବାଲାକୋଟ’ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରେରଣା ଯୋଗାଇବ। ଭାରତୀୟ ବାୟୁସେନା ଦ୍ୱାରା ପାକିସ୍ତାନର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସତ କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି ଫିଲ୍ମ। ତେଣୁ…

ଫିଲ୍ମକୁ ଆସିବା ପୂର୍ବରୁ ଏପରି ଦେଖାଯାଉଥିଲେ ହ୍ରିତିକ୍‌ଙ୍କ ଏହି ନାୟିକା…

ମୁମ୍ବାଇ,୧୩।୧୦: ରବିବାର ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri