ମନୋରଞ୍ଜନ

ଉଚ୍ଚ ଶିକ୍ଷିତା ପରିଣିତି

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ ଅଧିକ ବୋଲି କୁହାଯାଏ। କେେବେବି ଅଭିନୟ କରିବା କଥା ଚିନ୍ତା କରି ନ ଥିବା…

ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ

‘ଲଗାନ୍‌’ ଏବଂ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଗ୍ରେସୀ ୨୦୧୫ରେ ଛୋଟ ପରଦାରୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସେ ସନ୍ତୋଷୀ ମା’…

ପରଦାକୁ ଆସୁଛି ‘ଇଣ୍ଡିଆନ୍‌-୨’

ସୁପରଷ୍ଟାର କମଲ ହାସନ ନିଜ ଆଗାମୀ ଫିଲ୍ମ ଇଣ୍ଡିଆନ୍‌-୨କୁ ନେଇ ବ୍ୟସ୍ତ ଅଛନ୍ତି। ପାଖାପାଖି ୪୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମର ଶୁଟିଂ ଏବେ ଭୋପାଳରେ ଚାଲିଛି। ଫିଲ୍ମଟି ଆକ୍ସନ ଥ୍ରୀଲର୍‌ ଉପରେ ଆଧାରିତ ହୋଇଛି। ଫିଲ୍ମରେ ଅଭିନେତା ଅନିଲ…

ତନୁଶ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡ୍‌ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ଅମିତାଭ ତାଙ୍କ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ମାଧ୍ୟମରେ ତନୁଶ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଘଟଣା ହେଲା ‘କୌନ ବନେଗା କରୋଡପତି’ କାର୍ଯ୍ୟକ୍ରମରେ ଜଣେ…

୩ଶହ କୋଟି କ୍ଳବରେ ସାମିଲ ହେଲା ‘ଓ୍ବାର’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଓ୍ବାର’ ବକ୍ସ ଅଫିସରେ ବେଶ୍‌ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ଏବେ ୩ଶହ କୋଟି କ୍ଲବରେ ସାମିଲ ହୋଇଛି। ୨୦୧୯ର ଏହା ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ବୋଲି କୁହାଯାଉଛି। ଏହି ଆକ୍ସନ ଡ୍ରାମା ଫିଲ୍ମ ‘ଓ୍ବାର’କୁ…

ଟଙ୍କା ପାଇଁ ଆଇଟମ୍‌ ଗାର୍ଲ ସାଜିଥିଲେ ହେଲେନ୍‌

ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ବଲିଉଡ୍‌ରେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲେ। ବଲିଉଡ୍‌ରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ…

ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା’ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ…

ଦୀପିକାଙ୍କଠାରୁ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଶିଖୁଛନ୍ତି ରଣବୀର୍‌

ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର…

ରିଲିଜ୍‌ ହେଲା ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର

ମୁମ୍ବାଇ: ପୁଣି ଥରେ ବଡ ପରଦାରେ କାଜଲ ଓ ଅଜୟ ଦେବଗନଙ୍କ ଯୋଡି ଦେଖିବାକୁ ମିଳିବ। ଅଜୟ ଦେବଗନ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଦ ଅନସଙ୍ଗ ଓ୍ବାରିୟର’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ଓମ ରାଉତ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ…

ବଡ ପରଦାରେ ରୋମାନ୍ସ କରିପାରନ୍ତି ଅନୁଷ୍କା-ହ୍ରିତିକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ବେଶ୍‌ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ବେଳେ ଏବେ ପୁଣିଥରେ ସେ ଫେରିବେ ବୋଲି ଶୁଣିବାକୁ ମିଳୁଛି। ବଲିଉଡ୍‌ରେ ଏବେ ରିମେକର ଜମାନା ଚାଲିଥିବା ବେଳେ ୧୯୮୨ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ…

ବଙ୍କିମଙ୍କ ନୂଆ ମିଶନ

କିଛି ନୂଆ କଥା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏନା। ସେଥିପାଇଁ ଦରକାର ଦୁଃସାହସ, ଅଙ୍ଗୀକାରବଦ୍ଧତା ତଥା ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମିତି ଜଣେ ମଣିଷ ହେଉଛନ୍ତି ନାଟ୍ୟକାର ତଥା ନାଟ୍ୟ ପରିଚାଳକ ବଙ୍କିମ ସ୍ବାଇଁ। ମନେ ପକାନ୍ତୁ ନବେ…

ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିବା ଅଭିନେତା ରୋହନ୍‌ ଓରଫ୍‌ ଈଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri