ମନୋରଞ୍ଜନ

ଶୁକ୍ରବାର ପରଦାକୁ ଆସିବ ‘ବାଲା’: ଫିଲ୍ମ ଲାଗି ଓଜନ କମାଇବା ସହ ଲୁକ୍‌ ବଦଳାଇଛନ୍ତି ଆୟୁଷ୍ମାନ

ବମ୍ବେ: ସିନେମାରେ ଅଭିନୟ କରିବା ପୂର୍ବରୁ ଅଭିନେତା ଅଥବା ଅଭିନେତ୍ରୀ ନିଜକୁ ଉକ୍ତ ଭୂମିକାରେ ଢାଳିବାକୁ ଚେଷ୍ଟା କରିଥାନ୍ତି। ଫିଲ୍ମ ‘ପା’ରେ ବିଗ୍‌ ବି ଅମିତାଭ ବଚ୍ଚନ ଜଣେ ବାର ବର୍ଷୀୟ ବାଳକ ଭୂମିକାରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ।…

କଳାରଙ୍ଗକୁ ନେଇ ପକ୍ଷପାତିତାର ଶିକାର ହୋଇଥିଲେ ମଲାଇକା

ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଅରୋରା ଇତିମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୧ ବର୍ଷ ପୂରଣ କରିସାରିଛନ୍ତି। ଫିଲ୍ମ ‘ଦିଲ୍‌ ସେ’ର ‘ଛଇଁୟା ଛଇଁୟା’ ଗୀତରୁ ସେ ଇଣ୍ଡଣ୍ଟ୍ରିରେ ପାଦ ରଖିଥିଲେ। ପରେ ‘ଢୋଲ୍‌ନା’, ‘ମାହି ବେ’, ‘ଅନାରକଲି ଡିସ୍କୋ ଚଲି’ ଗୀତରେ…

ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା। ଏଥିରେ ଆହତ ହୋଇ ସେ ଲହୁ ଲୁହାଣ ହୋଇଥିଲେ। ହେଲେ ତାକୁ ଖାତିର ନ…

ଅଭିନେତ୍ରୀ ପୂର୍ବରୁ ଯୋଗ ଶିଖାଉଥିଲେ ଅନୁଷ୍କା

ଫିଲ୍ମ ‘ବାହୁବଳୀ-୨’ ସୁପରହିଟ୍‌ ହେବା ପରେ ‘ଦେବସେନା’ ଅର୍ଥାତ୍‌ ଅନୁଷ୍କା ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ହେଲେ ଫିଲ୍ମରେ ନାୟକ ସାଜିଥିବା ଅଭିନେତା ପ୍ରଭାସଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଅନୁଷ୍କା ସାଉଥ୍‌ ସିନେମାରେ କାମ…

ମର୍ଡର ମିଶନ ଅନ୍ତରାଳେ

‘ହଁ.. ହଁ.. ମୁଁ ଅବିନାଶ, ମୋର ଆରମ୍ଭ ନାହିଁ କି ନାହିଁ ଶେଷ। ମୁଁ ଖୁସି ଥିଲେ ବିନ୍‌ଦାସ ବିଗିଡି ଗଲେ ଖଲାସ..।’ ଏପରି ଏକ ମାନିଆ ଡାଏଲଗ ଏବେ ଜଲିଉଡ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅବିନାଶ ଜଣେ ସାଇକୋ।…

ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ। ହେଲେ ବଲିଉଡ୍‌ରେ ଏପରି କିସ୍‌ ଶଟ୍‌ ପ୍ରଥମେ କେବେ ନିଆଯାଇଥିଲା, ଯାହାର ରେକର୍ଡ ଏବେ…

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର ଗତିରେ ଭାଇରାଲ ହେଉଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ…

ଦିନେ ଥିଲେ ବଲିଉଡ୍‌ ଷ୍ଟାର୍‌: ଏବେ ଜୀବନ ବିତୁଛି ପାଗଳଖାନାରେ !

ମୁମ୍ବାଇ,୭।୧୧: ଦିନେ ବଲିଉଡ୍‌ରେ ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ୍‌ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍‌ଙ୍କ ପୂରା ନାମ ରାଜ କିରନ୍‌ ମହାତାନି। ବଲିଉଡ୍‌ରେ ୩୬ରୁ ଅଧିକ ଫିଲ୍ମରେ ଅଭିୟନ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ସେ…

ରାତିତମାମ୍‌ ଭିଜିଥିଲୁ

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାରଙ୍କୁ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ପ୍ରଥମ ଥର ପାଇଁ ନାୟିକା ସାଜିଥିବା ନିକିତା। ଉକ୍ତ ଫିଲ୍ମରେ ଏହି ଯୋଡ଼ିକୁ ନେଇ ଏକ ବର୍ଷାଭିଜା ଗୀତ-…

ମାଲ୍‌ ମହୁ ଜୀବନ ମାଟି

ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ପରଦା ଉପରକୁ ଆସୁଛି ଦ୍ୱିଭାଷୀ-ଓଡ଼ିଆ-ଛତିଶଗଡ଼ୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’। ଚଳଚ୍ଚିତ୍ରଟି ଚଳିତ ମାସ ୮ରେ ରିଲିଜ ହେଉଛି। ଖାସ୍‌ କଥା ହେଲା, ଏଥିରେ ଦର୍ଶକ ସବ୍ୟସାଚୀଙ୍କୁ ଏକ ଭିନ୍ନ ଭୂମିକାରେ…

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ରିଲିଜ୍‌ ହୋଇଥିଲା। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନ ଥିଲେ।…

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ଜଗତରେ ‘ସେହନସାହ’ ନାମରେ ପରିଚିତ ଅମିତାଭ ବଚ୍ଚନ। ଦୀର୍ଘ ୫୦ ବର୍ଷ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri