ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ
ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ ମାମୁଁ ଅଭିଷେକ ବଚ୍ଚନ ଇନ୍ଷ୍ଟାଗ୍ରାମରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖି ଶୁଭେଚ୍ଛା…
ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହେଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୬।୧୨: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଡିସେମ୍ବରରେ ପ୍ରଶଂସା ସାଉଁଟି ଚାଲିଛନ୍ତି। ୟୁନିସେଫ୍ ଦ୍ୱାରା ଗତ ମଙ୍ଗଳବାର ଡାନି କାୟେ ହ୍ୟୁମାନିଟାରିୟାନ ଆଓ୍ବାର୍ଡ ପାଇଥିବା ପ୍ରିୟଙ୍କା ପୁଣିଥରେ ଗୁରୁବାର ୨୦୧୯ର ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ହୋଇଛନ୍ତି। ଚଳଚ୍ଚିତ୍ରରେ ଅତୁଳନୀୟ…
ଗୋଟିଏ ଘଣ୍ଟା ଲାଇଭ୍ ଶୋ’ ପାଇଁ ଉର୍ବଶୀ ନିଅନ୍ତି ଏତିକି ଟଙ୍କା
ଫିଲ୍ମ ‘ପାଗଲପନ୍ଥି’ରେ ଅଭିନୟ କରିଥିବା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଦାମ୍ ଏବେ ଖୁବ୍ ବଢ଼ିଯାଇଛି। ବିଦେଶରେ ପ୍ରୋଗ୍ରାମ ପାଇଁ ବି ନୁହଁ। ଭାରତରେ ହିଁ ଉର୍ବଶୀଙ୍କୁ ଏହି ଟଙ୍କା ଗୋଟିଏ ଘଣ୍ଟାର ଲାଇଭ୍ ଶୋ’ ପାଇଁ ମିଳିବ। କିନ୍ତୁ ଏହି ପ୍ରୋଗ୍ରାମ…
ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର: ବଲିଉଡ ଅଭିନେତା କହିଲେ, ‘ଜୟ ହୋ’
ମୁମ୍ବାଇ, ୬।୧୨:ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ହାଇଦ୍ରାବାଦ୍ ପୋଲିସକୁ ସମସ୍ତେ ଧନ୍ୟବାଦ…
ଭାଇରାଲ ହେଉଛି ସୁମୋନାଙ୍କ ଦେଶୀ ଲୁକ୍
ବମ୍ବେ: ଦେଶୀ ଅବତାରରେ ସୁମୋନା ଚକ୍ରବର୍ତ୍ତୀ। କଥାଟି ଆମେ ମନରୁ କହୁନାହୁଁ ବରଂ ସୋସିଆଲ ମିଡିଆରେ ସେ ଶେୟାର କରିଥିବା କିଛି ଫଟୋରେ ତାଙ୍କର ଦେଶି ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସେ ଜଣେ ବନ୍ଧୁଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ…
ସଞ୍ଜୟଙ୍କ ଖଳନାୟକ ଭୂମିକାକୁ ବେଶ ପସନ୍ଦ କରନ୍ତି ଦର୍ଶକ, ‘ପାନିପତ୍’ରେ ସେମିତି କିଛି ରୂପରେ ଆସିବେ ନଜର
ବମ୍ବେ: ଦର୍ଶକଙ୍କୁ ସଞ୍ଜୟଙ୍କ ଖଳନାୟକ ଭୂମିକା ବେଶ୍ ପସନ୍ଦ ଆସିଥାଏ। ବିଗତ ଦିନରେ ରିଲିଜ ହୋଇଥିବା ଫିଲ୍ମ ‘ଖଳନାୟକ’, ‘କାରତୁସ୍’, ‘ବାସ୍ତବ’, ‘କାଣ୍ଟେ’, ‘ପ୍ଲାନ୍’, ‘ମୁସାଫିର’ , ‘ଅଗ୍ନିପଥ’ ଆଦି ସିନେମାରେ ସଞ୍ଜୟଙ୍କ ଅଭିନୟକୁ ଏବେ ବି ଦର୍ଶକେ ମନେ ରଖିଛନ୍ତି।…
ରାଗିଗଲେ ନେହା କକ୍କର
ବଲିଉଡ୍ର ଲୋକପ୍ରିୟ ସିଙ୍ଗ୍ର୍ ନେହା କକ୍କର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ…
କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ
ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ ନିଜ କାମକୁ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି। ଆପଣ ଭାବୁଥିବେ ଆହତ ପାଇଁ ଏତେ ଚର୍ଚ୍ଚା କାହିଁକି।…
ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ। ବୈଜ୍ଞାନିକ ତଥ୍ୟ ଅନୁସାରେ ଆଖିର ରଙ୍ଗ ଆଇରିସ୍ରେ ଥିବା ମେଲାନିନ୍ ଉପରେ…
ପିଲାଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ: ରିଷି କପୁର
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁ ପୋଷ୍ଟରେ ସେ ଲେଖିଛନ୍ତି ମାତାପିତା ପିଲାମାନଙ୍କ ନିକ୍ ନେମ୍ ରଖିବା ଠିକ୍ ନୁହେଁ। ଏହାସହ…
ଚାଇନାରେ କମାଲ୍ କରିବ ଗୋଲ୍ଡ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଗୋଲ୍ଡ’ ରିଲିଜ୍ ହେବା ପ୍ରାୟ ବର୍ଷେ ହେଲାଣି। ଏବେ ଏହା ଚାଇନାରେ ରିଲିଜ୍ ହେବ ବୋଲି ଅକ୍ଷୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି। ଏଥିରେ ସେ ଚାଇନାରେ…
ଚୁଜି ହେଲେଣି ଦିଶା
ଏଣିକି ଦିଶା ପଟାନି ବଲିଉଡ୍ରେ ଦେଖି ଚାହିଁ ପାଦ ପକାଇବେ। ତାଙ୍କ ଅଭିନୀତ କେତୋଟି ସିନେମା ହିଟ୍ ହେବା ପରେ ସେ ନିଜ କ୍ୟାରିୟରକୁ ହାଲ୍କା ଭାବରେ ନେବାକୁ ଚାହାନ୍ତି ନାହିଁ ବୋଲି ସେ କହନ୍ତି। ଚଳିତବର୍ଷ ତାଙ୍କ ଅଭିନୀତ ‘ଭାରତ’…
Archives


