‘ଲଭ୍ ଆଜ କଲ୍’ ପ୍ରଥମ ଦିନରେ ଆୟ କଲା ୧୨ କୋଟି
ମୁମ୍ବାଇ: ଭାଲେଣ୍ଟାନ୍ନନ୍ସ ଡେ’ରେ ରିଲିଜ୍ ହୋଇଥିବା ଇମତିଆଜ ଅଲ୍ଲିଙ୍କ ଫିଲ୍ମ ‘ଲଭ୍ ଆଜ କଲ୍’ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ସାରା ଅଲି ଖାଁ ଓ କାର୍ତ୍ତକ ଆର୍ଯ୍ୟନଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ଡବଲ ଡିଜିଟ୍…
ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା
ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି। କଳ୍କି କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ…
ମନମୋହିଲା ପ୍ରଭୁଙ୍କ ଫାଷ୍ଟ ଲୁକ୍
ମୁମ୍ବାଇ: ସାଉଥ୍ ସହ ହିନ୍ଦୀ ଫିଲ୍ମରେ ପ୍ରଭୁଦେବାଙ୍କ ବହୁ ନାଁ ରହିଛି। ଡ୍ୟାନ୍ସରୁ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ସମୟକ୍ରମେ ଅଭିନୟ ଓ ନିର୍ଦ୍ଦେଶନାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇତିମଧ୍ୟରେ ପ୍ରଭୁଦେବାଙ୍କ ଆଉ ଏକ ସାଉଥ ଫିଲ୍ମ ‘ବଘୀରା’…
ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କଲେ ଗୋବିନ୍ଦା
ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ ଦେଇ ନିଜକୁ ଡିଜିଟାଲ କରିଛନ୍ତି ଗୋବିନ୍ଦା। ବର୍ତ୍ତମାନ ତାଙ୍କ ହାତରେ କୌଣସି ଫିଲ୍ମ ନ…
ଟିମ୍ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ
ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ‘ହାପି ବାର୍ଥ ଡେ’ ବୋଲି ଲେଖିଛନ୍ତି। ଏଥିପାଇଁ ସେ ସମସ୍ତ…
ନିଜ ଗୁରୁଙ୍କ ଫଟୋ ଶେୟାର କରି ଭାବୁକ ହେଲେ ନଓ୍ବାଜୁଦ୍ଦିନ
ମୁମ୍ବାଇ: ବଲିଉଡ୍ରେ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି। ହେଲେ ସେ କାହାଠାରୁ ଅଭିନୟ ଶିକ୍ଷା କରିଛନ୍ତି ଏକଥା ହୁଏତ କେହି ଜାଣି ନାହାନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ…
ଲାକ୍ମୀ ଫ୍ୟାଶନ ଉଇକ୍ରେ ମଲାଇକାଙ୍କ କ୍ରେଜ୍
ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍ରେ ବଲିଉଡ୍ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍ କରିଥିଲେ। ତାଙ୍କ ସହ ସଈ ମଞ୍ଜରେକର ମଧ୍ୟ ନଜର ଆସିଥିଲେ। ମଲାଇକା ବରୁଣ ଚକ୍କିଲମଙ୍କ…
ପ୍ରେମଦିବସରେ ରୋମାଣ୍ଟିକ ହେଲେ ସୋନମ-ଆନନ୍ଦ
ବମ୍ବେ: ଭ୍ୟାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମଦିବସକୁ ନେଇ ଯୁବପୀଢ଼ୀଙ୍କ ମଧ୍ୟରେ ଭିନ୍ନ କ୍ରେଜ। ଏଥିରୁ ବା ବଲିଉଡ ଅଭିନେତା/ଅଭିନେତ୍ରୀ ବାଦ ପଡ଼ିବେ କିଭଳି। ନିଜ ନିଜ ଜୀବନସାଥୀଙ୍କ ସଭିଏ ନିଆରା ଭାବେ ମନକଥା କହୁଛନ୍ତି। ଠିକ୍ ଏଭଳି ସୋନମ କପୁର ସ୍ବାମୀ…
ନାଲି ଶାଢ଼ୀରେ ମରାଠୀ ଲୁକ୍ରେ ନଜର ଆସିଲେ ଫାତିମା
ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖ୍ଙ୍କ ଏବେ ଅପ୍ କମିଂ ଫିଲ୍ମ ଆସିବାକୁ ଯାଉଛି। ଫାତିମାଙ୍କ ଅପ୍ କମିଂ…
କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଓ୍ବିଶ୍ କଲେ ଅମୀର
ମୁମ୍ବାଇ : ଆଜି ସମଗ୍ର ବିଶ୍ୱରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ। ବଲିଉଡ୍ କଳାକାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। କିଏ ବିଦେଶରେ ପାର୍ଟନରଙ୍କ ସହ ଛୁଟି ମନାଉଛନ୍ତି ତ ଆଉ କିଏ ନିଜର କାମ ପାଇଁ ଯୋଜନା କରୁଛନ୍ତି। ଏହି…
ଦୀପିକାଙ୍କୁ ଗାଳି ଦିଅନ୍ତି ଶଶୁର, ଜାଣନ୍ତୁ କାହିଁକି
ବଲିଉଡ୍ର ଆଗଧାଡିର ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ବିବାହ ପରେ ଆସିଥିବା ପରିବର୍ତ୍ତନକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ‘ବିବାହ ପରେ ପର୍ସନଲ ଓ ପ୍ରୋଫେସନାଲ ଲାଇଫରେ କିଛି ବି…
୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍ଙ୍କୁ ଭେଟିଲେ ପ୍ରଶଂସକ
ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ୍ର ଅନ୍ୟ…
Archives


