ରାଜନୀତିରେ ଯୋଗଦେବେନି ସଞ୍ଜୟ ଦତ୍ତ
ମୁମ୍ବାଇ: ନିକଟରେ ରାଜନୀତିରେ ଯୋଗ ଦେଉ ନାହାନ୍ତି ବୋଲି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ଏହାସହ ଚଳିତ ଲୋକ ସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କରାଯାଉଥିବା...
ରାମନବମୀରେ ଘୋଷଣା ହେବ ‘ରାମାୟଣ’!
ମୁମ୍ବାଇ: ଆସନ୍ତା ରାମନବମୀରେ ଘୋଷଣା ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ରାମାୟଣ। ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ଏହି ବିଗ୍ ବଜେଟ୍ର ଫିଲ୍ମ ନିର୍ମାଣ ହୋଇପାରେ। ଏଥିରେ ଲିଡ୍ ରୋଲରେ ରଣବୀର କପୁର, ସାଇପଲ୍ଲବୀ ଓ ୟଶଙ୍କୁ ଦେଖିବାକୁ ମିଳିପାରେ।...
ଖାଲି ପୁଷ୍ପା ନୁହେଁ, ଅଲ୍ଲୁ ଅର୍ଜ୍ଜୁନଙ୍କ ଏହି ୮ ଫିଲ୍ମ ବି ହୋଇଛି ହିଟ୍
ମୁମ୍ବାଇ: ତେଲ୍ଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ଅର୍ଥାତ୍ ଏପ୍ରିଲ ୮ରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଆଜିର ଏହି ଖାସ୍ ଦିନରେ ତାଙ୍କର କିଛି ଫିଲ୍ମ ଉପରେ ନଜର ପକାଇବା। ଯାହା ତାଙ୍କୁ ସାରା...
ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର
ଚେନ୍ନାଇ: ସୋମବାର ଅର୍ଥାତ୍ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ ।...
ହେମାମାଳିନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ମୁମ୍ବାଇ,୭।୪:ଭାଜପା ଏମ୍ପି ତଥା ମଥୁରା ପ୍ରାର୍ଥୀ ହେମାମାଳିନୀ ୧୪୧.୪୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ତାଙ୍କର ୧୨୯ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ୧୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି। ଏଥିରେ...
ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା
କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍ ଯୋଗ...
ଦେବଦାସର ଶୁଟିଂ ସମୟରେ ସତକୁ ସତ ମଦ ପିଉଥିଲେ ଶାହାରୁଖ, ମନା କରିବାରୁ…
ମୁମ୍ବାଇ: ୨୦୦୨ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ବ୍ଲକବଷ୍ଟର ବଲିଉଡ ମୁଭି ଦେବଦାସରେ ଶାହରୁଖ ଖାନ,ଐଶ୍ୱର୍ଯ୍ୟା ରାୟ ଏବଂ ମାଧୁରୀ ଦୀକ୍ଷିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ନଜର ଆସିଥିଲେ। ଏହି ଆଇକନିକ ମୁଭିରେ ଶାହାରୁଖ ଏମିତି ଜଣେ ବ୍ୟକ୍ତିଙ୍କ...
ଯେତେବେଳେ ନିର୍ବାଚନ ଲଢିଥିଲେ ମହାନାୟକ, ବାଲାଟ ପେପରରେ ଲିପଷ୍ଟିକର ଛାପ ଛାଡିଥିଲେ ମହିଳା
ମୁମ୍ବାଇ,୭।୪: ଭାରତର ସ୍ବାଧୀନତା ସହିତ ୧୯୫୧-୫୨ରେ ଦେଶରେ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନିର୍ବାଚନ ପ୍ରଚାର, ଭୋଟ ଏବଂ ଭୋଟ ଗଣନା ସହିତ ଜଡିତ ଅନେକ କାହାଣୀ ଅଛି ଯାହା...
ମିର୍ଜାପୁର-୩ ରେ ନଜର ଆସିବେନି ମୁନ୍ନାଭାଇ ଫେମ୍ ଦିବ୍ୟେନ୍ଦୁ, କହିଲେ-‘ବ୍ୟକ୍ତିଗତ ଚରିତ୍ରରେ ପକାଉଛି ପ୍ରଭାବ’
ମୁମ୍ବାଇ: ଲୋକପ୍ରିୟ ୱେବସିରିଜ ‘ମିର୍ଜାପୁର’ରେ ମୁନ୍ନା ଭାଇ ଭୂମିକା ପାଇଁ ପରିଚିତ ଅଭିନେତା ଦିବ୍ୟେନ୍ଦୁ ଘୋଷଣା କରିଛନ୍ତି ଯେ ସେ ସୋ’ର ତୃତୀୟ ସିଜିନରେ ତାଙ୍କ ଭୂମିକାରେ ଅଭିନୟ କରିବେ ନାହିଁ। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ...
କୁଶାଲଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶିବାଙ୍ଗୀ !
ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ। ଅଭିନେତା କୁଶାଲ ଟଣ୍ଡନଙ୍କୁ ସେ ଡେଟ୍ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି। ନିକଟରେ କୁଶାଲଙ୍କ ଜନ୍ମଦିନରେ ଲମ୍ବା ଚଉଡ଼ା ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ ଶିବାଙ୍ଗୀ। ଏବେ କୁଶାଲ...
ବିବାହ ପାଇଁ ମନ ବଳାଇଲେଣି ସୁସ୍ମିତା
ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍। ଏବେ ତାଙ୍କୁ ୪୮ ବର୍ଷ। ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ...
‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ
ଥିରୁଭାନନ୍ଥପୁରମ୍,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ...
Archives


