ମନୋରଞ୍ଜନ

ସା ରେ ଗା ମା ପା ଲିଟିଲ ଚ୍ୟାମ୍ପସ୍‌ରେ ଏକତ୍ର ନଜର ଆସିବେ ସଙ୍ଗୀତର ‘ତ୍ରିଦେବ’

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ବିଜେତାଙ୍କ ନାମ ଆସନ୍ତା ରବିବାର ଘୋଷଣା କରାଯିବ। ଏହା ପରେ ଆଉ ଏକ ସଙ୍ଗୀତ ରିଆଲିଟି ଶୋ’ ସା ରେ ଗା ମା ପା ଲିଟିଲ ଚ୍ୟାମ୍ପ୍‌ସ ଆରମ୍ଭ ହେବ।…

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ମାତ୍ର ସବୁଠାରୁ…

ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା ସେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦ୍ୱିତୀୟଥର ମା’ ହୋଇଛନ୍ତି। ସୋସିଆଲ ମିଡିଆରେ ଶିଳ୍ପା ଏହି ସୂଚନା ଦେଇଛନ୍ତି। ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି। ଏହାସହ ଝିଅର ହାତ ସେ ଇନଷ୍ଟାଗ୍ରାମରେ ଶେୟାର…

ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢ଼ା…

ମ୍ୟାନ ଭର୍ସେସ ଓ୍ବାଇଲ୍ଡ: ବିୟର ଗ୍ରିଲସ୍‌ଙ୍କ ସହ ନଜର ଆସିଲା ରଜନୀକାନ୍ତଙ୍କ ମୋଶନ ପୋଷ୍ଟର

ନୂଆଦିଲ୍ଲୀ,୨୦।୨: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କର ଶୋ’ ମ୍ୟାନ ଭର୍ସେସ ଓ୍ବାଇଲ୍ଡର ମୋଶନ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମଥର ଆସିଥିବା ଏହି ମୋଶନ ପୋଷ୍ଟର ଦେଖିବା ପରେ ଦର୍ଶକେ ଏହାର ପ୍ରସାରଣକୁ…

ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ, ମିକେଲା ପର୍ନଷ୍ଟାରରୁ କୁଆଡେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏକ ସାକ୍ଷାତ୍‌କାରରେ ମିକେଲା…

ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା । ଗୁନୀତ କମ୍‌ ବଜେଟର ବଡ ଫିଲ୍ମ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ…

ଅମିତାଭଙ୍କ ଫଟୋ ଦେଖି ରେଖା କହିଲେ ଡେଞ୍ଜର ଜୋନ୍‌: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ନାୟିକା ରେଖା ଓ ନାୟକ ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ଏମାନଙ୍କ ପ୍ରେମ, ବିବାହର ରୂପ ନେଇପାରି ନ ଥିବା ବେଳେ ଏବେବି ଏହା କେବେ କେବେ ଆଲୋଚନାର ପରିସରକୁ ଚାଲିଆସିଥାଏ। ଏବେ…

ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି ଏମନ ଖୋଜୁ ଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଏପରି ଏକ ଦମ୍‌ଦାର ଭୂମିକା ପାଇବା ପରେ ସେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ପ୍ରସନ୍ନ ପୃଷ୍ଟିଙ୍କ ଆଗାମୀ ଅନଟାଇଟଲ୍‌ଡ ଫିଲ୍ମରେ ତାଙ୍କୁ…

ପୁଷ୍ପା ଆଇ ହେଟ୍‌ ଟିୟର୍ସ

ଓଡିଆ ପ୍ରଯୋଜକ ଅମୂଲ୍ୟ କୁମାର ଦାସଙ୍କ ଦ୍ୱିଭାଷୀ ଫିଲ୍ମ ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’ ଚଳିତ ମାସ ୨୮ରେ ପରଦା ଉପରକୁ ଆସୁଛି। ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଚର୍ଚ୍ଚିତ ଡାଏଲଗ (ଅମର ପ୍ରେମ) ‘ପୁଷ୍ପା ଆଇ ହେଟ୍‌ ଟିୟର୍ସ’କୁ ଆଧାର କରି…

ଚିକି ଚିକି ମୋର ଚିକିଣି ଗାଲ..

‘ଚିକି ଚିକି ମୋର ଚିକିଣି ଗାଲ, ରଙ୍ଗବତୀ ରସବତୀ ଜାଇଫୁଲ’। ଏପରି ଏକ ଆଇଟମ୍‌ ଗୀତକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଡ. ନିର୍ମଳ ନାୟକଙ୍କ ରଚିତ ଏବଂ ଅମରେନ୍ଦ୍ର ମହାନ୍ତିଙ୍କ ସ୍ବର ସଂଯୋଜିତ ଏହି ଗୀତଟି ପାଇଁ କଣ୍ଠଦାନ…

ତାପସଙ୍କ ସଜବାଜ

ଜଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ତାପସ ସ୍ବାଇଁ। ଚଳିତବର୍ଷ ତାଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ସେହି ଭଦ୍ରକିଆ ଟୋକା (ରଙ୍ଗମହଲ) ଖଣ୍ଡଗିରି ଅପେରା ମେଳାରେ ବାଜିମାତ କରିଛି। ଅନ୍ୟପକ୍ଷରେ ଆସନ୍ତା ଯାତ୍ରା ସିଜନକୁ ନେଇ ଏବେଠାରୁ ଅଣ୍ଟା ଭିଡିଲେଣି ସେ। ଆସନ୍ତାବର୍ଷ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri