ଆନନ୍ଦ ଏଲ୍ ରାୟଙ୍କ ସହ କାମ କରୁ ନାହାନ୍ତି ସଲମାନ
ମୁମ୍ବାଇ: କିଛିଦିନ ହେବ ଶୁଣିବାକୁ ମିଳିଥିଲା କି ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ସହ ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଏକ ଆକ୍ସନ୍ ଫିଲ୍ମରେ ସଲମାନ ଡବଲ ରୋଲ୍ କରିବେ ବୋଲି ନିର୍ଦ୍ଦେଶକ ଆନନ୍ଦ ଏଲ୍…
ଆଉ କମେଡି କରିବେନି କପିଲ!
ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି କପିଲ ହୁଏତ…
ମେନ୍ ଭର୍ସେସ୍ ଓ୍ବାଇଲ୍ଡର ଟିଜର ରିଲିଜ୍: ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ସାଉଥ୍ ସୁପରଷ୍ଟାର
ମୁମ୍ବାଇ: ଗତ କିଛି ଦିନରୁ ମୋଷ୍ଟ ପପୁଲାର ଶୋ’ ‘ମେନ୍ ଭର୍ସେସ୍ ଓ୍ବାଇଲ୍ଡ’ରେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଶୁଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ବହୁ ପ୍ରତିକ୍ଷୀତ ଏହି ଏପିସୋଡ୍ର ଏବେ ଟିଜର ରିଲିଜ୍ ହୋଇଛି। ଡିସକଭରି ଚ୍ୟାନେଲ ଶୋ’ର ଏହି…
ଅଧ୍ୟକ୍ଷଙ୍କ ଆକଟ ଆଶୀର୍ବାଦ ପାଲଟିଗଲା
ଓଡ଼ିଆ ସାହିତ୍ୟରେ ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ। ସାହିତ୍ୟରେ ରୁଚି ରଖୁଥିବା ପ୍ରତିଟି ଲୋକ ତାଙ୍କ ବିଷୟରେ ଅବଗତ। ରେଭେନ୍ଶା କଲେଜରେ ପାଠ ପଢ଼ୁଥିବା ସମୟକୁ ନେଇ ଡ.ରାୟଙ୍କ ଅନୁଭୂତି… ଆମ ପରିବାରର ପ୍ରାୟ ସମସ୍ତେ ରେଭେନ୍ଶା କଲେଜରେ…
ଦର୍ଶକ ମୋ ପାଇଁ ସବୁକିଛି
‘ସିନେମାଟିଏ ନିର୍ଦ୍ଦେଶନା ଦେବା ପୂର୍ବରୁ ମୁଁ ସବୁବେଳେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ। କାରଣ ଗୋଟିଏ ଚଳଚ୍ଚିତ୍ରର ଭାଗ୍ୟବିଧାତା ହେଉଛନ୍ତି ଦର୍ଶକ। ସେମାନଙ୍କୁ ବାଦ୍ ଦେଇ ସିନେମାଟି ନିର୍ମାଣ କରିବାକୁ ଚିନ୍ତା କଲେ ଫଳ ଭିନ୍ନ ହୋଇଥାଏ ବୋଲି କହନ୍ତି ନିର୍ଦ୍ଦେଶକ…
ପ୍ରଲୋଭନରେ ଅନୁବାଦ କରେନାହିଁ
ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟ ଜଗତ ପାଇଁ ତାଙ୍କ ଅବଦାନ ବେଶ୍ ଅଧିକ। କ୍ଲାସିକ୍ ସାହିତ୍ୟରୁ ଆରମ୍ଭକରି ସମକାଳୀନ ସାହିତ୍ୟ ପର୍ଯ୍ୟନ୍ତ, ସବୁ ସମୟର ଏବଂ ସବୁ ପିଢିର ସାହିତି୍ୟକଙ୍କ ସହ ସେ ପରିଚିତ। ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖାଗୁଡ଼ିକୁ…
ଟପ୍ରେ ବିଗ୍ ‘ବି’
ଅମିତାଭ ବଚ୍ଚନ ଓରଫ ବିଗ୍ ‘ବି’ଙ୍କ ଅଭିନୟ ଅନେକ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। କେବଳ ଜଣେ ନାମୀ ଅଭିନେତା ନୁହନ୍ତି, ଶୁଟିଂ ସେଟ୍ରେ ଠିକ୍ ସମୟରେ ପହଞ୍ଚତ୍ବା ତାଙ୍କର ଏକ ଅଭ୍ୟାସ। ସେ ଯେତେ ପୁରସ୍କାର ହାସଲ କରିଛନ୍ତି…
ପୂଜା ଯାହା ଚାହୁଁଥିଲେ..
ପୂଜା ହେଗେଡ୍ ଯାହା ଚାହୁଁଥିଲେ ତାହା ପୂରଣ ହୋଇଛି। ‘ହାଉସଫୁଲ-୪’ ପରେ ସାଦିଦ ନାଦିଓ୍ବାଦଓ୍ବାଲାଙ୍କ ପରବର୍ତ୍ତୀ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। କଥା କ’ଣ କି ସାଦିଦଙ୍କ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲି’ପାଇଁ ତାଙ୍କୁ ସାଇନ୍ କରାଯାଇଛି। ସୂଚନାଯୋଗ୍ୟ…
କାହାକୁ ଡରନ୍ତି ପରିଣିତି
ପରିଣିତି ଚୋପ୍ରା କାହାକୁ ଡରନ୍ତି ? ତାଙ୍କୁ ସବୁ କଥା କୁହନ୍ତୁ, ହେଲେ ସାପ ବିଷୟରେ କଥା ହେଲେ କିମ୍ବା ଦେଖିଲେ ତାଙ୍କ ମନରେ ଛନକା ପଶିଯାଏ। ଏପରି କି ପ୍ଲାଷ୍ଟିକ ସାପଟିଏ ଦେଖିଲେ ସେ ଡରିଯାଆନ୍ତି। ଆପଣ ଜାଣିଛନ୍ତି କି,…
ପେସା ଇଞ୍ଜିନିୟରିଂ ନିଶା ଯାତ୍ରା
ପେସାରେ ସେ ଜଣେ ଇଞ୍ଜିନିୟର। ହେଲେ ଯାତ୍ରା ନିଶାରେ ସେ ଏପରି ପଡିଯାଇଛନ୍ତି ଯେ ସେଥିରୁ ମୁକୁଳି ପାରୁନାହାନ୍ତି। ପିଲାଦିନେ ଛୋଟ ଭୂମିକାରେ ଅଭିନୟ କରିବା ପରେ ମଞ୍ଚ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ସ୍କୁଲ ଡ୍ରାମା ‘ଦାନବୀର ହରିଶ୍ଚନ୍ଦ୍ର’ ଏବଂ…
ଫ୍ଲପ୍ ସିନେମା
ଗୋଟିଏ ଚଳଚ୍ଚିତ୍ରର ଟାଇଟଲ କ’ଣ ‘ଫ୍ଲପ୍ ସିନେମା’ ଦିଆଯାଇପାରେ ? ଏପରି ଏକ ନକାରାତ୍ମକ ଶୀର୍ଷକକୁ ନେଇ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଓଡିଆ ସିନେମା ଜଗତର ନାୟକ-କମ୍-ଖଳନାୟକ ବବି ମିଶ୍ର। ବବି ମିଶ୍ର ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ଶୁଟିଂ…
ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା
ବମ୍ବେ: ଅଲଗା ହେବେ ବଲିଉଡ୍ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। ଉଭୟ ଛାଡ଼ପତ୍ର ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରଣବୀରଙ୍କ ସହ ଏକାଧିକ ଫିଲ୍ମରେ ଏକାଠି…
Archives


