ମନୋରଞ୍ଜନ

କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କୁ ଏହି ସାଂଘାତିକ ମହାମାରୀ ପ୍ରତି ସଜାଗ କରାଉଥିବା ଦେଖିବାକୁ ମିଳିଛି। ନିକଟରେ…

ଅନୁଷ୍କାଙ୍କୁ ପ୍ରଶଂସା କଲେ ବିରାଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଦମ୍‌ଦାର ଅଭିନୟ ବଳରେ ଆଜି ବଲିଉଡ୍‌ରେ ଜଣେ ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଉଛନ୍ତି। ସେ ଜଣେ ଭଲ ଅଭିନତ୍ରୀ ଓ ଜଣେ କେୟାରିଂ ଲାଇଫ୍‌ ପାର୍ଟନର ବୋଲି କହିକ କ୍ରିକେଟର ବିରାଟ…

ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମରେ କାମ କରିବାକୁ ଚାହାନ୍ତି ଭୂମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମୀ ପେଡେନେକର ‘ଦମ ଲଗାକେ ହୈସା’ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମେ ସେ ସାମାଜିକ ବାର୍ତ୍ତା ଦେଉଥିବା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ବୋଲି କୁହାଯାଏ। ଯାହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହାପରେ ଏବେ ଭୂମୀ…

କାର୍ଡ ବଣ୍ଟା ସରିଥିଲା, ମୁଡ୍‌ ନ ଥିବାରୁ ବାହା ହେବାକୁ ମନା କରିଥିଲେ ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବିବାହକୁ ନେଇ ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ଥାନ୍ତି। ରିଲ୍‌ରେ ଅନେକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସଲମାନ୍‌ ରିୟଲ ଲାଇଫ୍‌ରେ କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ୟାଚଲର୍‌ ଅଛନ୍ତି। ସଲମାନ୍‌ ବିବାହ ପାଇଁ ମନସ୍ଥ କରିଥିଲେ।…

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ ବନ୍ଧୁ ଡିଜେ ସେଲ୍‌ଫଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି। ସୋସିଆଲ ମିଡିଆ…

ଏହି ଅଭିନେତାଙ୍କୁ ଲୋକେ ସ୍ବୟଂ ଭଗବାନ ଭାବି କରୁଥିଲେ ପୂଜା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଟିଭିରେ ପ୍ରସାରିତ ହେଉଛି। ଏଥିରେ କୁଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧ୍ୟ ‘ଶ୍ରୀକୃଷ୍ଣ’ ସିରିଏଲରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ଅଭିନେତାଙ୍କ ନାମ ସ୍ବପ୍ନିଲ୍‌ ଯୋଶୀ। ତାଙ୍କ ଚେହେରା ଏତେ…

୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍‌ର ଅନେକ ସେଲିବ୍ରିଟି ଏ ଦିଗରେ ସହଯୋଗର ହାତ ବି ବଢାଇଛନ୍ତି। ନିକଟରେ ମିଳିଥିବା ଖବର ଅନୁଯାୟୀ, ବଲିଉଡ୍‌ ଦେଶୀ ଗର୍ଲ…

ଅଜୟଙ୍କ ନୂଆ ବଡିଗାର୍ଡକୁ ପ୍ରଶଂସା କଲେ ମୋଦି, ଶାହା

ମୁମ୍ବାଇ: ବିଭିନ୍ନ ସମୟରେ ନିଜ ଅଭିନୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟକ ଅଜୟ ଦେବଗନ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ତାଙ୍କର ନୂଆ ବଡିଗାର୍ଡକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଇଏ ଏମିତି ବଡିଗାର୍ଡ ଯାହାକୁ ଦେଶର ପ୍ରଧାନମନ୍ତ୍ରୀ…

ରାମାୟଣରେ ଦଶରଥ, କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ ଏହି ଯୋଡ଼ି, ବାସ୍ତବ ଜୀବନରେ ସ୍ବାମୀ-ସ୍ତ୍ରୀ

ମୁମ୍ବାଇ: ୩୩ ବର୍ଷ ପରେ ପୁଣି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପ୍ରସାରିତ ହେଉଛି। ଏଥିରେ ଅଭିନୟ କରିଥିବା ଏକ ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦଶରଥ ଏବଂ କୌଶଲ୍ୟାଙ୍କ କଥା କହୁଛୁ। ରାମାୟଣରେ ଦଶରଥ ଭୂମିକାରେ…

ଚିତ୍ର ଆଙ୍କୁଛନ୍ତି ସୈଫ-ତୈମୁର

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତିି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଲିଉଡ କଳାକାରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ରହି ସମୟ ବିତାଉଛନ୍ତି। ଏଣୁ ଅନେକ ସମୟ ମିଳୁଥିବାରୁ ବଲିଉଡ କଳାକାରମାନେ ବିଭିନ୍ନ କାର୍ଯ୍ୟ କରି ଟାଇମ୍‌ପାସ୍‌…

ଉର୍ବଶୀ ମନେପକାଇଲେ ପୁରୂଣାଦିନର ସ୍ମୃତି

ନୂଆଦିଲ୍ଲୀ: ନିଜର ସୁନ୍ଦରତାକୁ ନେଇ ବହୁ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ଲକ୍‌ଡାଉନ୍‌ରେ ମଧ୍ୟ ସେ ତାଙ୍କ ଫ୍ୟାନମାନଙ୍କ ମନକୁ ଜମା ନିରାଶ କରୁ ନାହାନ୍ତି। କିଛି…

‘ଗଲି ବୟ’ ଫିଲ୍ମର ପୋଷ୍ଟର ଶେୟାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ଏକ ପୋଷ୍ଟର ମୁମ୍ବାଇ ପୋଲିସ ଦ୍ୱାରା ମଙ୍ଗଳବାର ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଦେଖାଯାଇଛି। ଏହି ପୋଷ୍ଟର ମାଧ୍ୟମରେ ଲକ୍‌ଡାଉନ ସମୟରେ ଲୋକଙ୍କୁ ଘରେ ରହିବାକୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?