ଇନ୍ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ
ମୁମ୍ବାଇ: ସୋସିଆଲ ପ୍ଲାଟ୍ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। କରୀନା ତାଙ୍କ ପ୍ରୋଫାଇଲ୍ରେ ପିଲାଦିନର ଏକ ଫଟୋ ରଖିଥିଲେ। ମାତ୍ର ଗୋଟିଏ ଦିନ ପୂର୍ବରୁ...
କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ
ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା ବନ୍ଦ କରିଦେଇଛନ୍ତି। ସଲମାନ୍ ଖାନ୍ ମଧ୍ୟ କରୋନା ଭୟରେ ନିଜ ଶୁଟିଂ ବନ୍ଦ...
କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ
ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ(ଆଇଫା) ଆଓ୍ବାର୍ଡକୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ଭାଇରସକୁ ଦେଖି ମହାରାଷ୍ଟ୍ର ସରକାରଙ୍କ...
ରିଲିଜ୍ ହେଲା ‘ଅଂଗ୍ରେଜୀ ମିଡିୟମ୍’ର ଗୀତ ‘କୁଡି ନୁ ନଚାନେ ଦେ’: ଏଥିରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ୍
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍। ଏହା ମାଧ୍ୟମରେ ସେ ବଲିଉଡ୍ ଫିଲ୍ମ, ଗୀତ ଏବଂ କଳାକାରଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ଏବେ ସେ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି। ନିକଟରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍’ର ଏକ...
ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍ଟକ୍ କଳାକାର
ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର। ସେଭଳି ଏକ ପ୍ଲାଟଫର୍ମ ହେଉଛି ‘ଟିକ୍ଟକ୍’। ଘରେ ଘରେ ପରିଚିତ ଏହି ସୋସିଆଲ...
ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍ରେ। ଇଣ୍ଡିଆନ୍ ଆଇଡଲ୍ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା ପରେ ଏବେ ଏକୁଟିଆ ଛୁଟି ମନାଇବାକୁ ବାହାରିଛନ୍ତି। ଏହି ସମୟର କିଛି ଫଟୋ...
ବଜାରରେ ଦୀପିକାଙ୍କ ପଦ୍ମାବତୀ ଲୁକ୍ର କଣ୍ଢେଇ, ଭାଇରାଲ ହେଉଛି ଫଟୋ
ବମ୍ବେ: ଚଳଚ୍ଚିତ୍ର ‘ପଦ୍ମାବତ୍’ରେ ରାଣୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ମହାରାଓ୍ବଲ ରତନ ସିଂଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ରୂପରେ ବେଶ୍ ଭାଇରାଲ ହୋଇଥିଲା ତାଙ୍କ ଲୁକ୍। ଏବେ ଏହି ଲୁକ୍ର କିଛି କଣ୍ଢେଇ ବଜାରକୁ ଆସିଛି। ସୋସିଆଲ...
ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ
ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ ରିୟା ଜଣେ ନିର୍ମାତା ସହ ଫ୍ୟାଶନ ଷ୍ଟାଇଲିଷ୍ଟ। ଭଉଣୀ ସୋନମଙ୍କ ସହ ମିଶି...
ପତ୍ନୀଙ୍କ ପୁରୁଣା ଫଟୋ ଶେୟାର କଲେ ଅମିତାଭ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କ ଟୁଇଟର ଓ ଇନଷ୍ଟାଗ୍ରାମରେ ଯାହା ଶେୟାର କରନ୍ତି ତାହା ଆସିଯାଇଥାଏ ଚର୍ଚ୍ଚାକୁ। ନିକଟରେ ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ...
‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଶେୟାର କଲେ କ୍ୟାଟ୍ରିନା
ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଅପ୍ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ଗୁରୁବାର ଶେୟାର କରିଛନ୍ତି ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାକୁ ଶେୟାର କରିଛନ୍ତି। ଏଥିରେ ବଲିଉଡ୍ ଖିଲାଡି ବୟ ପୋଲିସ ପୋଷାକରେ...
ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ଆରମ୍ଭ: ୨୦୨୧ ଭାଲେଣ୍ଟାଇନ୍ରେ ରିଲିଜ୍ ହେବ
ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ଅଭିନେତା ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଯାଇଛି। ନିର୍ମାତା ଭୂଷଣ କୁମାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟକରି ଏହି ସୂଚନା...
ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ
ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍। ଆଉ ବ୍ଲଗର୍ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ ଶୋ’ ‘ଦିଲ୍ ୟେ ଜିଦ୍ଦି ହୈ’ର ମୁଖ୍ୟ ନାୟିକା। ପ୍ରକୃତି ମିଶ୍ରଙ୍କ ପରେ...
Archives


