ମନୋରଞ୍ଜନ

‘ତୁମେ ଫେରିଆସ ଇର୍ଫାନ’: ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାଁ ଜୀବିତ ନ ଥିଲେ ମଧ୍ୟ ଅନେକଙ୍କ ମନରେ ସେ ଆଜିବି ଜୀବିତ ହୋଇ ରହିଛନ୍ତି। ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବଲିଉଡ୍‌ ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ସଭିଙ୍କ…

ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush studyର ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ଆଧାରରେ ପ୍ରିୟଙ୍କାକୁ ୩୯ଲକ୍ଷ ଥର…

ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୁହଁରେ ମାସ୍କ ପିନ୍ଧିବା ସହ ସେ ଦୋକାନରୁ କିଣି ଜିନିଷ କିଣି ନିଜ…

ପୁଣିଥରେ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସହ ନଜର ଆସିବେ ରଣବୀର !

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ପୁଣିଥରେ ତାଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡଙ୍କ ସଙ୍ଗେ ସ୍କ୍ରିନ୍‌ ଶେୟାର କରିବେ ବୋଲି ଶୁଣିବାକୁ ମିଳିଛି। ହେଲେ କ୍ୟାଟ୍ରିନା ନୁହେଁ ବରଂ ଦୀପିକାଙ୍କ ସହ ରଣବୀର ନଜର ଆସିବେ ବୋଲି କୁହାଯାଉଛି। ମିଳିଥିବା ଖବରରୁ…

ଦିନରେ ଶୋଇ ରାତିରେ ଚେଉଁଛନ୍ତି ଗୀତିକାର ଜିପି ଗ୍ରଓ୍ବୋଲ

ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କଳାକରମାନେ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଏହିକ୍ରମରେ ଗୀତିକାର ଜିପି ଗ୍ରଓ୍ବୋଲ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। ହେଲେ ତାଙ୍କୁ ଦିନରେ ଶୋଇ ରାତିସାରା ଚେଇଁ ରହିବାକୁ…

ସଲମାନଙ୍କ ଫାର୍ମହାଉସ୍‌ରେ ଏମିତି ସମୟ ବିତାଉଛନ୍ତି ଜ୍ୟାକ୍‌ଲିନ୍‌: ଭିଡିଓ ଭାଇରାଲ

ମୁମ୍ବାଇ : ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ କାଟୁଛନ୍ତି। ବଲିଉଡ୍‌ର କିଛି ସେଲିବ୍ରିଟି ସେଲ୍‌ଫ୍‌ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ଅଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ଲକ୍‌ଡାଉନ୍‌ରେ ସେ…

କରୋନା ଉପରେ ବବିଙ୍କ ନୂଆ କବିତା: ଟୁଇଟ୍‌ କଲେ ସଲମାନ୍‌

ଲମ୍ବା ବ୍ୟବଧାନ ପରେ ବଲିଉଡ୍‌ ଅଭିନେତା ବବି ଦେଓଲ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏହି ଚର୍ଚ୍ଚାର କାରଣ ହେଉଛି ଏକ କବିତା। କରୋନାର ଏହି ଦୁଃଖଦ ସମୟରେ ବବି ଏକ ସୁନ୍ଦର କବିତା ଲେଖିଛନ୍ତି। ତାଙ୍କର ଏହି କବିତାକୁ ସମସ୍ତେ…

ସଲମାନ୍‌ଙ୍କ ପିଲାଦିନର ଫଟୋ ଭାଇରାଲ: ହ୍ୟାଣ୍ଡସମ୍‌ ହଙ୍କ୍‌ଠାରୁ କିଛି କମ୍‌ ନ ଥିଲେ ଭାଇଜାନ୍‌

ଦବଙ୍ଗ ଖାନ୍‌ ସଲମାନ ଜଣେ ସୁପରଷ୍ଟାର। ସେ ସବୁବେଳେ ନିଜ ପରିବାର ତଥା ଭାଇମାନଙ୍କ ସହ ମିଶି ରହିଥାନ୍ତି। ତେବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସଲମାନଙ୍କ ପିଲାବେଳର। ଏଥିରେ ତାଙ୍କୁ…

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର ସବୁଠୁ ଅଧିକ ଲୋକ ଦେଖୁଥିବା କାର୍ଯ୍ୟକ୍ରମ। ଏହା ଏପ୍ରିଲ ୧୬ରେ ପ୍ରସାରିତ ହୋଇଥିଲା। ଏହାକୁ…

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ ତାଙ୍କ ଗର୍ଲ ଫ୍ରେଣ୍ଡକୁ ନେଇ। ଅରବାଜଙ୍କୁ କିଛିଦିନ ହେବ ତାଙ୍କ ଗର୍ଲ ଫ୍ରେଣ୍ଡ ଜର୍ଜିଆଙ୍କ…

ଲକ୍‌ଡାଉନ ଖୋଲିଲେ କ’ଣ କରିବେ ଜରିନ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବଲିଉଡ୍‌ର ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ପରିବାର ସହ ସମୟ କାଟୁଛନ୍ତି। ବଲିଉଡ୍‌ ମୁଭି ‘ବୀର’ରେ ନଜର ଆସିଥିବା…

୨୯ ବର୍ଷ ବୟସରେ…

ଅଭିନୟରେ ଅନୁପମ ଖେର କେତେ ଦକ୍ଷ ତାହା କହିବା ବାହୁଲ୍ୟ। ଭୂମିକାଟି ଯେମିତି ହୋଇଥାଉ ନା କାହିଁକି ତାକୁ ନେଇ ଆଣି ଥୋଇବାରେ ସେ ବେଶ୍‌ ପାରଙ୍ଗମ। ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସାରାଂସ’କୁ। ଏଥିରେ ଅନୁପମ ଜଣେ ୬୦ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri