ମନୋରଞ୍ଜନ

ବୟଫ୍ରେଣ୍ଡଙ୍କ ସହ ସ୍କୁଟିରେ ବୁଲୁଛନ୍ତି ଶ୍ରଦ୍ଧା

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଫଳରେ ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାସହ ସୋସିଆଲ ମିଡିଆରେ ବି ସେଲିବ୍ରିଟିମାନେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ବୟଫ୍ରେଣ୍ଡ ରୋହନ…

ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି ଆଶ୍ଚର୍ଯ୍ୟଜନକ ନୁହେଁ। ମୁମ୍ବାଇ ପୋଲିସର ସୂଚନାନୁସାରେ, ସୁଶାନ୍ତ ଗତ କିଛି ଦିନ ହେବ ଚାପଗ୍ରସ୍ତ…

ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟକୁ ନେଇ ଏପରି କିଛି କହିଥିଲେ ଦୀପିକା ପାଦୁକୋନ୍‌

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଶଂସକମାନେ ସେମାନଙ୍କର ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହି ସମୟରେ ଦୀପିକା ପାଦୁକୋନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି,…

ଦୁରଦର୍ଶନରେ ‘ଓମ୍‌ ନମଃ ଶିବାୟ’ର ପୁନଃ ପ୍ରସାରଣ, ଦର୍ଶକଙ୍କୁ ମୁଗ୍ଧ କରିଥିଲା ଧାରାବାହିକରେ ଥିବା ୫୨ ଗୀତ

ବମ୍ବେ: ସାରାଦେଶରେ ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଥିଲା। ଏହି ସମୟରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ଦୁରଦର୍ଶନ। ନବେ ଦଶକରେ ଜନ୍ମିତ ପିଲାଦିନକୁ ମନେପକାଇ ଦେଇଥିଲା। ଫଳରେ ଚ୍ୟାନେଲର ଟିଆର୍‌ପି ଶୀର୍ଷରେ ରହିଥିଲା। ଇତିମଧ୍ୟରେ ଚ୍ୟାନେଲ୍‌ରେ ‘ରାମାୟଣ’, ‘ମହାଭାରତ’ର…

ସୋନାକ୍ଷୀଙ୍କ ପରେ ଟୁଇଟର ଛାଡିଲେ ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଜଣକ ପରେ ଜଣେ ଟୁଇଟର ଆକାଉଣ୍ଟରୁ ଦୂରେଇ ଯାଉଥିବା ଦେଖାଯାଇଛି। କିଛିଦିନ ତଳେ ନାୟିକା ସୋନାକ୍ଷୀ ସିହ୍ନା ଟୁଇଟରକୁ ବାଏ ବାଏ କହିଥିବା ବେଳେ ଏବେ ଅଭିନେତା ସକିବ ସଲିମ, ଜାହିର ଇକବାଲ ଓ ସଲମାନ…

କରଣ ଜୋହରଙ୍କ ଫିଲ୍ମ ଅଫରକୁ ପ୍ରତ୍ୟାଖାନ କରିଥିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚନ୍ଦ୍ରଚୂଡ଼ ସିଂ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ସମ୍ପର୍କରେ କିଛି କଥା ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏକ ସାକ୍ଷାତକାରରେ ଚନ୍ଦ୍ରଚୂଡ଼ କହିଛନ୍ତି, କରଣ ତାଙ୍କୁ ଶାହାରୁଖ୍‌ ଖାଁ, ରାଣୀ ମୁଖାର୍ଜୀ ଏବଂ କାଜଲଙ୍କ…

‘ଗୀଥା ଗୋବିନ୍ଦମ’ରେ ଅଭିନୟ କରିବାକୁ ପ୍ରଥମେ ଅରାଜି ଥିଲେ ବିଜୟ

‘ଗୀଥା ଗୋବିନ୍ଦମ୍‌’ ଟଲିଉଡ୍‌ର ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ବିଜୟ ଦେବରାକୋଣ୍ଡା ଓ ରଶ୍ମୀକା ମନ୍ଦାନ୍ନା। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ କରିଥିଲା। ହେଲେ କ’ଣ ଆପଣ ଜାଣନ୍ତି, ବିଜୟ ପ୍ରଥମେ ଫିଲ୍ମଟିକୁ…

ଅନ୍ତର୍ଜାତୀୟ ଯୋଗ ଦିବସ: ଯୋଗରେ ନିମଗ୍ନ ବଲିଉଡ୍‌ର କିଛି ସେଲିବ୍ରିଟି

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସାଧାରଣତଃ ଲୋକେ ସୁସ୍ଥ ରହିବାକୁ ଯୋଗ କରିଥାନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ସୁସ୍ଥ ଏବଂ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିଥାନ୍ତି। ଜାଣନ୍ତୁ ଏପରି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ… ଉର୍ବଶୀ ରୌତେଲା:…

ନିଜ ପ୍ରଶଂସକଙ୍କୁ ସଲମାନଙ୍କ ଅପିଲ୍‌: ଦୁଃଖ ସମୟରେ ସୁଶାନ୍ତଙ୍କ ପରିବାର-ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କୌଣସି ଥ୍ରିଲର ଫିଲ୍ମଠାରୁ କମ୍‌ ନୁହେଁ। କ’ଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ଚର୍ଚ୍ଚା ହୋଇ ଆସୁଛି। ‘ନେପୋଟିଜିମ୍‌’ ଅଥବା ବଂଶବାଦ କାରଣରୁ ସେ ଭାଙ୍ଗି…

ସୁଶାନ୍ତଙ୍କୁ ଜୀବନ ଅପେକ୍ଷା ମୃତ୍ୟୁ ଲାଗିଲା ସହଜ: ବଲିଉଡ୍‌ର ୧୦ କ୍ୟାମ୍ପ୍‌ ସ୍ଥିର କରୁଥିଲେ କିଏ ହେବ ହିରୋ ଅବା ଜିରୋ

ମୁମ୍ବାଇ, ୨୧।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଫିଲ୍ମ ଦୁନିଆରେ ଚାଲିଥିବା ବଂଶବାଦର ଖିଅ ଖୋଲିବାରେ ଲାଗିଛି। କିଭଳି ବଲିଉଡ୍‌ର ୧୦ ପ୍ରମୁଖ କ୍ୟାମ୍ପ୍‌ କିଏ ହିରୋ ଅବା ଜିରୋ ହେବ ତାହା ସ୍ଥିର କରିଥାନ୍ତି ଏନେଇ ଏବେ…

‘ପାନି’ରୁ ସୁଶାନ୍ତଙ୍କୁ କାଢ଼ିଥିଲା ୟଶରାଜ ଫିଲ୍ମସ୍‌, ଏବେ ମୁମ୍ବାଇ ପୋଲିସ ହାତରେ ଦସ୍ତାବିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ପୋଲିସ ଯାଞ୍ଚ ଜାରି ରଖିଛି। ସମସ୍ତ ଦିଗରୁ ପୋଲିସ ଏହି ଯାଞ୍ଚ କରୁଛି। ସୁଶାନ୍ତଙ୍କ କ୍ୟାରିୟରକୁ ନେଇ ମଧ୍ୟ ପୋଲିସ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ାଇଛି। ଏହି ଯାଞ୍ଚରେ…

ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ ଯଦି ତାଙ୍କୁ ଜୀବନସାଥି ଖୋଜିବାକୁ ପଡ଼େ ସେ ବାହାର ଦୁନିଆ ଅପେକ୍ଷା ବଲିଉଡ୍‌ରେ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri