ମୁଣ୍ଡରେ ଗାମୁଛା ବାନ୍ଧି, କୋଦାଳ ଧରି କ୍ଷେତରେ କାମ କରୁଛନ୍ତି ଏହି ଅଭିନେତା
କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବର୍ତ୍ତମାନ ନିଜ ସହର ବୁଢାନାରେ ରହୁଛନ୍ତି। ନଓ୍ବାଜ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ…
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା
ମୁମ୍ବାଇ, ୨୩।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ ବଲିଉଡ୍ରେ ଜାରି ରହିଥିବା ବଂଶବାଦ ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଉଛି। ସୋସିଆଲ୍ ମିଡ଼ିଆରେ ସୁଶାନ୍ତଙ୍କୁ…
ଟ୍ୟୁଶନ ପଢ଼ାଇ ବାଇକ୍ କିଣିଥିଲେ ସୁଶାନ୍ତ ସିଂ ରାଜପୁତ
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାନ୍ତି । ୩୪ ବର୍ଷୀୟ ଏହି ଅଭିନେତା ଜୁନ ୧୪ ତାରିଖ ଦିନ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପ୍ରଶଂସକ ଏବଂ…
ରାଗିଲେ ସୋନା
ମୁମ୍ବାଇ: ବଲିଉଡ୍ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍…
ହୋମ୍ କ୍ୱାରାଣ୍ଟାଇନ୍ରେ ସଲମାନଙ୍କ ଭଉଣୀ!
ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର ମଣ୍ଡିକୁ ଗସ୍ତ କରିଛନ୍ତି। ମଣ୍ଡି ପହଞ୍ଚିବା ପରେ ଅର୍ପିତା ଓ ତାଙ୍କ ପରିବାରକୁ ହୋମ୍…
ସୁଶାନ୍ତଙ୍କ ପରିବାର କଲେ ପ୍ରେୟାର ମିଟ୍ର ଆୟୋଜନ : ଭାଇରାଲ ହେଉଛି ଫଟୋ
ପାଟନା,୨୨।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁର ଗତ ୧୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଏବେବି ବିଚଳିତ କରେ ତାଙ୍କ ପ୍ରଶଂସକଙ୍କୁ। ଆଉ ଏହି ଖବର ତାଙ୍କ ପରିବାର…
ପ୍ରଥମ ସ୍କ୍ରିନ୍ ଟେଷ୍ଟରେ ବିଫଳ ହୋଇଥିଲେ ଏହି ସଫଳ କଳାକାର
ବଲିଉଡ୍ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଅମରେଶ ପୁରୀ। ଜୁନ୍ ୨୨, ୧୯୩୨ରେ ପଞ୍ଜାବର ନବାଶହରରେ ଜନ୍ମଗ୍ରହଣ କରିଥିବା ଅମରେଶଙ୍କର ଆଜି ହେଉଛି ୮୮ତମ ଜନ୍ମ ବାର୍ଷିକୀ। ସେ ୪…
ଗାଉଁଲି ଝିଅ ବିବାହ କରିବେ କି ପ୍ରଶ୍ନରେ କ’ଣ କହିଥିଲେ ସୁଶାନ୍ତ
ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ।…
ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଲେ କଣ୍ଠଶିଳ୍ପୀ ମୈଥିଲି: ବଲିଉଡ୍ ପାଇଁ ଆଉ କେବେ ଗାଇବେ ନାହିଁ ଗୀତ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଖବର ଚଳଚ୍ଚିତ୍ର ଜଗତ ସହ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କୁ ମନେପକାଇ ପ୍ରଶଂସକମାନେ ସେମାନଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଇତିମଧ୍ୟରେ ଏକ ସପ୍ତାହ ହୋଇଯାଇଥିଲେ…
ଏହି ଅଭିନେତାଙ୍କ ଭାନିଟି ଭ୍ୟାନର ଦାମ୍ ଶୁଶିଲେ ଉଡିଯିବ ହୋସ୍
ମୁମ୍ବାଇ: ବି-ଟାଉନରେ ବିଳାସମୟ ଜୀବନ ବିତାଉଥିବା ସେଲିବ୍ରିଟିଙ୍କ ମଧ୍ୟରୁ କମେଡି ପାଇଁ ଜଣାଶୁଣା କପିଲ ଶର୍ମା ହେଉଛନ୍ତି ଅନ୍ୟତମ। ଯାହାଙ୍କ ଲାଇଫ୍ ଷ୍ଟାଇଲ୍କୁ ସମସ୍ତେ ଅନୁକରଣ କରିବାକୁ ଚାହାନ୍ତି। ତେବେ ତାଙ୍କର ଏହି ଲାଇଫ୍ ଷ୍ଟାଇଲ୍ କଠିନ ପରିଶ୍ରମ ଓ ଦୃଢ଼…
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଫିଲ୍ମ ‘ବନ୍ଦେ ଭାରତମ୍’ର ପ୍ରଥମ ପୋଷ୍ଟର
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପରିବାର ତଥା ବନ୍ଧୁବର୍ଗକୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଶଂସକମାନେ ସେମାନଙ୍କ ପୁରୁଣା ସ୍ମୃତି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁଶାନ୍ତଙ୍କ ହଠାତ୍ ମୃତ୍ୟୁ ପରେ ସେ ସାଇନ୍…
ଗୋଟିଏ ସମୟରେ ଦୁଇ ହାତରେ ଲେଖିପାରୁଥିଲେ ସୁଶାନ୍ତ
ନୂଆଦିଲ୍ଲୀ- ବଲିଉଡ୍ର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରସ୍ଥିତ ନିଜ ବାସଭବନରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ବିହାରର ଏହି ଯୁବ ଅଭିନେତାଙ୍କ ମୃତ୍ୟୁ ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍ର ଅନେକ…
Archives


