ନିର୍ବାଚନ

କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର ସେଠୀ…

ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି ଅମିତ୍‌ ଶାହା

ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନ ଗଣତି ଚାଲୁ ରହିଛି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ୍‌ ଶାହା ରେକର୍ଡ ଦିଗରେ ଅଗ୍ରସର ହେଉଛନ୍ତି। ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ…

ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ

ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍‌ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ ରାଜ୍ୟର…

ବାଲିଗୁଡାରେ ବିଜେଡି ଆଗୁଆ

ବାଲିଗୁଡ଼ା, ୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୯୪୧ ଭୋଟରେ ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁରଙ୍କ ସପକ୍ଷରେ ୧୮ ହଜାର ୩୬୯…

କଟକ ଲୋକ ସଭା ଆସନରେ ଭାଜପା ଆଗୁଆ

କଟକ,୪ା୬(କାର୍ତ୍ତିକ ସାହୁ): କଟକ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ୮ମ ରାଉଣ୍ଡ ସୁଦ୍ଧା ୧,୩୫,୫୬୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ୧ ୨୪,୦୦୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ…

ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଭାଜପା ଆଗୁଆ

ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଚାଲିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ରାଉଣ୍ଡ ସୁଦ୍ଧା ଭାଜପା ୭୩୮୩ ଭୋଟ୍‌ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ୨୪ହଜାର ୯୫୯ ଖଣ୍ଡ ଭୋଟ୍‌…

ଆନ୍ଧ୍ର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ

ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶରେ ଟିଡିପି-ଭାଜପା ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଭୋଟ ଗଣତିରେ ଏନ୍‌ଡିଏ ଆଗରେ ରହିଛି । ଟିଡିପି-ଭାଜପା ମେଣ୍ଟ ୧୩୧ ଆସନରେ ଆଗୁଆ ରହିଥିବା ବେଳେ ଜଗମୋହନ ରେଡ୍ଡିଙ୍କ…

ଉତ୍ତର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ

ନୂଆଦିଲ୍ଲୀ,୪୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ଗଣତି ଜାରି ରହିଛି ବିଜେପି-ଇଣ୍ଡି ମିିଳିତ ମଞ୍ଚ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିିଳିଛି| ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଲକ୍ଷ୍ନେରୁ ରାଜନାଥ ସିଂ ଆଗରେ ରହିଛନ୍ତି | ଆମେଠିରୁ ନିର୍ବାଚନ ଲଢ଼ୁଥିବା ସ୍ମୃତି…

କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ଆଗରେ

କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲାର ଏମ୍‌ପି ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ଅଛନ୍ତି। ତେବେ ଦ୍ୱାଦଶ ରାଉଣ୍ଡ…

ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ଆଗୁଆ

ଛତ୍ରପୁର,୪ା୬: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଜାରି ରହିଛି। ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୮୦,୧୯୭୩ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର…

ଆନନ୍ଦପୁରରେ ୫ମ ରାଉଣ୍ଡରେ ବିଜେଡି ଆଗରେ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୧୩୬୮୯ଖଣ୍ଡ, ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୮୧୯ ଖଣ୍ଡ ଏବଂ ଭାଜପା ପ୍ରାର୍ଥୀ…

ଟ୍ରେଣ୍ଡ୍‌ରେ ମ୍ୟାଜିକ୍‌ ନମ୍ବର ଛୁଇଁଲା ଭାଜପା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସାରା ରାଜ୍ୟରେ ଭୋଟ୍‌ ଗଣତି ଜାରି ରହିଛି। ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୭୪ ହୋଇଥିବା ବେଳେ ଭାଜପା ଟ୍ରେଣ୍ଡ୍‌ରେ ଏହି ସଂଖ୍ୟା ଛୁଇଁଛି। ଭାଜପା ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦, କଂଗ୍ରେସ ୧୨ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri