ନିର୍ବାଚନ

ଆନନ୍ଦପୁରରେ ୫ମ ରାଉଣ୍ଡରେ ବିଜେଡି ଆଗରେ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୧୩୬୮୯ଖଣ୍ଡ, ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୮୧୯ ଖଣ୍ଡ ଏବଂ ଭାଜପା ପ୍ରାର୍ଥୀ…

ଟ୍ରେଣ୍ଡ୍‌ରେ ମ୍ୟାଜିକ୍‌ ନମ୍ବର ଛୁଇଁଲା ଭାଜପା

ଭୁବନେଶ୍ୱର,୪ା୬: ମଙ୍ଗଳବାର ସାରା ରାଜ୍ୟରେ ଭୋଟ୍‌ ଗଣତି ଜାରି ରହିଛି। ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୭୪ ହୋଇଥିବା ବେଳେ ଭାଜପା ଟ୍ରେଣ୍ଡ୍‌ରେ ଏହି ସଂଖ୍ୟା ଛୁଇଁଛି। ଭାଜପା ୭୪ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ୫୦, କଂଗ୍ରେସ ୧୨ ଏବଂ…

କଟକ-ବାରବାଟୀରେ ସୋଫିଆ-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର

ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୭୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ରେ ରହିଛି। ତେବେ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୩୦୬୨ ଆସନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଶ ୩୦୬୦ ଆସନରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ…

ଆନନ୍ଦପୁରରେ ବିଜେଡି ଆଗୁଆ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିକୁ ୭୪୩୦ଖଣ୍ଡ, କଂଗ୍ରେସକୁ ୬୮୮୫ ଖଣ୍ଡ ଏବଂ ଭାଜପାକୁ ୫୩୫୩ ଖଣ୍ଡ ଭୋଟ୍‌ ମିଳିଛି। ଏଠାରେ ୨୯୧ଟି ଭୋଟ୍‌ କେନ୍ଦ୍ରରେ ଭୋଟ୍‌ ଗ୍ରହଣ…

ବରଗଡ଼ ବିଧାନସଭା: ୪ର୍ଥ ରାଉଣ୍ଡରେ ଭାଜପାକୁ ପଛରେ ପକାଇଲା ବିଜେଡି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍‌ ଗଣତି ଜାରି ରହିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାକୁ ପଛରେ ପକାଇଛି। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ୧୯ହଜାର ୨୨ଖଣ୍ଡ…

କେନ୍ଦ୍ରାପଡ଼ାରେ ଏମ୍‌ପିରେ ଭାଜପା, ବିଧାନସଭାରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲାର ଏମ୍‌ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।…

ବରଗଡ଼ ବିଧାନସଭା: ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଗଣତି ଚାଲିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡରେ ଭାଜପା ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ଅଶ୍ବିନୀ କୁମାର ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ଅଶ୍ବିନୀଙ୍କୁ ୫୫୧୪ ଭୋଟ୍‌ ମିଳିଥିବା ବେଳେ…

ବିଧାନସଭାରେ ଆଗୁଆ ଚାଲିଛି ଭାଜପା

ଭୁବନେଶ୍ୱର,୪ା୬: ରାଜ୍ୟରେ ମଙ୍ଗଳବାର ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ ଓଡ଼ିଶା ବିଧାନସଭାର ୧୪ଟି ଆସନରେ ଭାଜପା ଆଗୁଆ ଥିବା ବେଳେ ବିଜେଡି ୯ଟି ଆସନରେ ଆଗୁଆ ରହିଛି।

ବାଙ୍କୀରେ ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଟକର ବାଙ୍କୀ ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ବାଙ୍କୀ ବିଜେଡିକୁ ୪୦୭୧, ଭାଜପା ୩୫୫୨, କଂଗ୍ରେସ ୨୯୨୭ ଭୋଟ ମିଳିଛି। ପ୍ରଥମ ରାଉଣ୍ଡରେ ବିଜେଡି…

କଳାହାଣ୍ଡିରେ ମାଳବିକା ଆଗୁଆ

ଭବାନୀପାଟଣା,୪ା୬(ଉତ୍ତମ କୁମାର ଦାଶ): ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏହି କ୍ରମରେ କଳାହାଣ୍ଡିରେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ବାଲଟ ଗଣତିରେ କଳାହାଣ୍ଡି ଏମ୍‌ପି ପ୍ରାର୍ଥିନୀ ମାଳବିକା କେଶରୀ ଦେଓ ଆଗୁଆ…

ନିର୍ବାଚନ ଫଳ ପୂର୍ବରୁ ବଡ଼ ଆକ୍ସନ, ୫ କଂଗ୍ରେସ ନେତା ନିଲମ଼୍ବିତ

ନୂଆଦିଲ୍ଲୀ,୪୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବଡ଼ ଆକ୍ସନ ନେଇଛି | ଚଣ୍ଡିଗଡ଼ରେ ଦଳର ୫ ନେତାଙ୍କୁ ୬ ବର୍ଷ ପାଇଁ ନିଲମ଼୍ବିତ କରାଯାଇଛି| ଏଥିସହିତ ସେମାନେ ରହିଥିବା ପଦପଦବୀରୁ ମଧ୍ୟ ତାଙ୍କୁ ବରଖାସ୍ତ କରାଯାଇଛି| କୁହାଯାଉଛି କି…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଲୋକ ସଭାରେ ଏନ୍‌ଡିଏ ଆଗରେ ରଚିଥିବାବେଳେ ଇଣ୍ଡିଆ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ବିଧାନସଭାରେ ବିଜେଡି ଗୋଟିଏ ଆସନରେ ଆଗୁଆ ଥିବା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?