ନିର୍ବାଚନ

ପାରାଦୀପରେ ବିଜେଡିର ହ୍ୟାଟ୍ରିକ୍‌

ପାରାଦୀପ,୨୪।୫(ସ୍ବ.ପ୍ର.): ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହେବା ପରଠାରୁ ଏହାକୁ ମିଶାଇ ବିଜେଡିର ହ୍ୟାଟ୍ରିକ ବିଜୟ ହୋଇଛି। ୨୦୦୯ ଓ ୨୦୧୪ରେ ତତ୍କାଳୀନ…

ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୁଭିଛି ଶଙ୍ଖ ନାଦ। ଜଗତ୍‌ସିଂହପୁର ଏମ୍‌ପି ହୋଇଛନ୍ତି ଡା. ରାଜଶ୍ରୀ ମଲ୍ଲିକ।…

ନବରଙ୍ଗପୁର ଜିଲାର ୪ ନିର୍ବାଚନମଣ୍ଡଳୀ:ବିଜେଡିକୁ ୩, ଭାଜପାକୁ ଗୋଟିଏ

ନବରଙ୍ଗପୁର,୨୪-୫(ବି.ପ୍ର):୨୦୧୯ ସାଧାରଣ ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ରାଜନୀତି ବିଶେଷଜ୍ଞଙ୍କ ଅଙ୍କକଷା କେଉଁଠି ଠିକ ହୋଇଛି ତ ଆଉ କେଉଁଠି ଭୁଲ ହୋଇଛି ା ଫଳାଫଳକୁ ନେଇ ଏବେ ଦଳ, ପ୍ରାର୍ଥୀ ଓ ସମର୍ଥକ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି। ବିଜୟୀ…

ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ

ଭଦ୍ରକ ଅଫିସ,୨୪।୫: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ୫ ବିଧାନସଭା ଆସନ ମଧ୍ୟରୁ ଭଦ୍ରକ ସଦର, ଚାନ୍ଦବାଲି ଏବଂ ଭଣ୍ଡାରିପୋଖରୀ ଆସନର ଫଳାଫଳ ପ୍ରକାଶ ପାଇଛି। ଭଦ୍ରକ ସଦରରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଡ.…

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଏହି ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରିପଦା, ବାଙ୍ଗିରିପୋଷି, ମୋରଡା,…

ହିଞ୍ଜିଳିରେ ନବୀନଙ୍କ ଦମ୍‌ଦାର ବିଜୟ

ହିଞ୍ଜିଳିକାଟୁ,୨୩।୫(ଡି.ଏନ୍‌.ଏ.): ୨୦୧୯ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଲଗାତାର ପଞ୍ଚମ ଥର ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ବିଧାନସଭାରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଠାରୁ…

ମୋହନାରେ ଜିତିଲା କଂଗ୍ରେସ

ମୋହନା,୨୪।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ୫୩,୭୦୫ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ପୂର୍ଣ୍ଣବାସୀ ନାୟକ ୫୧,୩୫୧ ଭୋଟ ପାଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ଭାଜପା ପ୍ରାର୍ଥୀ…

ଛେଣ୍ଡିପଦାରେ ସୁଶାନ୍ତ ବିଜୟୀ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)- ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ବିଜୟୀ ହୋଇଛନ୍ତି। ପ୍ରାୟ ୫ ହଜାରରୁ ଅଧିକ ଭୋଟରେ ସେ ଭାଜପା ପ୍ରାର୍ଥୀ ଅଗସ୍ତୀ ବେହେରାଙ୍କୁ ପରାସ୍ତ କରିଛନ୍ତି।

ଅନୁଗୋଳରେ ରଜନୀକାନ୍ତ ବିଜୟୀ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ଥର ପାଇଁ ବିଜୟ ଲାଭ କରିଛନ୍ତି ବିଜେଡିର ରଜନୀକାନ୍ତ ସିଂ। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ସିଂ ଜିତିଛନ୍ତି। ଏଥିପାଇଁ ସେ ଅନୁଗୋଳବାସୀଙ୍କୁ…

ଅନୁଗୋଳରେ ରଜନୀକାନ୍ତ ୬୫୪୯ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୬୫୪୯ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ଆଗରେ ରହିଛନ୍ତି। ରଜନୀକାନ୍ତ ୫୯୬୭୭ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୫୩୧୨୮ ଖଣ୍ଡ…

ଢେଙ୍କାନାଳରୁ ସୁଧୀର ବିଜୟୀ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୨୦ହଜାର ୭୫୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ପୋଷ୍ଟାଲ ବାଲଟ୍‌କୁ ମିଶାଇ ସୁଧୀର ୮୮ହଜାର…

ତାଳଚେରରେ ବ୍ରଜକିଶୋର ବିଜୟୀ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ବିଜୟୀ ହୋଇଛନ୍ତି। ମୋଟ୍‌ ୨୯ ରାଉଣ୍ଡ ଗଣନା ହୋଇଥିବା ବେଳେ ବିଜେଡିର ବ୍ରଜକିଶୋର ପ୍ରଧାନ ୨୪୦୦୮ ଖଣ୍ଡ ଭୋଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?