ଶିକ୍ଷା ଓ ନିଯୁକ୍ତି

କେମ୍ବ୍ରିଜ୍‌ ଡିକ୍ସିନାରିରେ ଯୋଡ଼ିହେଲା ୬ ହଜାର ନୂଆ ଶବ୍ଦ

ଲଣ୍ଡନ,୧୯ା୮:କେମ୍ବ୍ରିଜ୍‌ ଡିକ୍ସିନାରି ନିଜର ଅନ୍‌ଲାଇନ ସଂସ୍କରଣରେ ୬ ହଜାର ନୂତନ ଶବ୍ଦକୁ ସ୍ଥାନିତ କରିଛି। ଏଥିମଧ୍ୟରୁ ଅନେକ ହେଉଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟବହୃତ ହେଉଥିବା ଶବ୍ଦ। ସାଧାରଣତଃ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫା ଦ୍ୱାରା ଲୋକପ୍ରିୟ...

SBI ଆଣିଛି ନିଯୁକ୍ତି ସୁଯୋଗ: ୫୦୦୦ରୁ ଅଧିକ ପଦବୀ ହେବ ପୂରଣ, ଏହି ତାରିଖ ସୁଦ୍ଧା ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୧୮ା୮: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ଯୁବକ ଯୁବତୀମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ୍‌ (ଗ୍ରାହକ ସେବା ଏବଂ ସହାୟତା) ପାଇଁ ୫୫୮୩ ପଦବୀ ପାଇଁ ନିଯୁକ୍ତି ଘୋଷଣା...

SBIର ବଡ଼ ଘୋଷଣା: ୫ହଜାରରୁ ଅଧିକ ପଦବୀରେ ନିଯୁକ୍ତି, ମିଳିବ ଏତେ ଦରମା

ନୂଆଦିଲ୍ଲୀ,୧୭।୮:ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ଯୁବପିଢିଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେଇଛି। ବ୍ୟାଙ୍କ ଜୁନିଅର ଆସୋସିଏଟ (ଗ୍ରାହକ ସେବା ଏବଂ ସହାୟତା) ପାଇଁ 5,583 ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି...

LICରେ ନିଯୁକ୍ତି ସୁଯୋଗ: AAO-AE ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଗ୍ରାଜୁଏଟ୍‌ମାନେ ଏଭଳି…

ନୂଆଦିଲ୍ଲୀ,୧୬।୮: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସହକାରୀ ପ୍ରଶାସନିକ ଅଧିକାରୀ (ଏଏଓ) ଏବଂ ସହକାରୀ ଇଞ୍ଜିନିୟର (ଏଇ) ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜି, ୧୬ ଅଗଷ୍ଟ ୨୦୨୫ରୁ...

Indian Navyରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ: ୧୨୬୬ ପଦବୀ ଲାଗି ନିଯୁକ୍ତି, ITI ପାସ୍‌ ଯୁବକ…

ନୂଆଦିଲ୍ଲୀ,୧୪।୮: ଆଇଟିଆଇ କରିଥିବା ଯୁବକଙ୍କ ଲାଗି ସରକାରୀ ଚାକିରି କରିବାରେ ବଡ଼ ସୁଯୋଗ। ଭାରତୀୟ ନୌସେନାରେ ସିଭିଲିଆନ ଟ୍ରେଡସ୍ମ୍ୟାନ ସ୍କିଲ୍ଡ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ ୧,୨୬୬ଟି ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଇଛି। ଆବେଦନ ପ୍ରକ୍ରିୟା...

ଏହି ମାସରେ ହେବ RI -AMIN ପ୍ରିଲିମିନାରୀ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୩ା୮(ସୁଚିସ୍ମିତା ସାହୁ):ଆର୍‌ଆଇ, ଏଆର୍‌ଆଇ, ଅମିନ ଏବଂ ଆଇସିଡିଏସ୍‌ ସୁପରଭାଇଜର୍‌ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍‌ଡ ନିଯୁକ୍ତି ପରୀକ୍ଷା (ସିବିଆର୍‌ଇ)...

ପାକିସ୍ତାନରେ ପରୀକ୍ଷା କେନ୍ଦ୍ର ପକାଇଲା SSC ! ଇଣ୍ଟରନେଟରେ ହଇଚଇ ସୃଷ୍ଟି କଲା…

ନୂଆଦିଲ୍ଲୀ,୮।୮: ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ଷ୍ଟାଫ ସିଲେକ୍ସନ କମିଶନ (SSC) ଷ୍ଟେନୋଗ୍ରାଫର ଗ୍ରେଡ ‘C’ ଏବଂ ‘D’ ପରୀକ୍ଷା ୨୦୨୫ ପାଇଁ ପରୀକ୍ଷା କେନ୍ଦ୍ର ପାକିସ୍ତାନରେ କରିଛି।...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୮(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୨୬ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଦୁଇ ଶ୍ରେଣୀର ବାର୍ଷିକ ବୋର୍ଡ ପରୀକ୍ଷା ଦେବା ପାଇଁ ସ୍କୁଲରେ ଛାତ୍ରୀଛାତ୍ରଙ୍କ ୭୫%...

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ନିଯୁକ୍ତ ହେବେ ୭୦,୦୦୦ CISF ଯବାନ

ନୂଆଦିଲ୍ଲୀ,୫।୮: ଭାରତର ଅର୍ଥନୈତିକ ଉନ୍ନତିକୁ ସମର୍ଥନ କରିବା ଓ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଲାଗି ଗୃହ ମନ୍ତ୍ରଣାଳୟ (ଏମଏଚଏ) ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ସଂଖ୍ୟା ୧.୬୨ ଲକ୍ଷରୁ ବୃଦ୍ଧି କରି ୨.୨ ଲକ୍ଷକୁ ଅନୁମୋଦନ କରିଛି।...

BSFରେ ଆସିଲା ବମ୍ଫର ନିଯୁକ୍ତି, ପୂରଣ ହେବ ୩୫୮୮ ପଦବୀ, ଆବେଦନ କରିବାର ସମୟସୀମା ରହିଛି…

ଭୁବନେଶ୍ୱର,୨୩।୭: ସୀମା ସୁରକ୍ଷା ବଳ (BSF)ରେ ସରକାରୀ ଚାକିରି ପାଇଁ ଅପେକ୍ଷା କରିଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। BSF କନଷ୍ଟେବଳ (ଟ୍ରାଡେସମ୍ୟାନ)ର ୩୫୮୮ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ସଂକ୍ଷିପ୍ତ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି...

ପ୍ରକାଶ ପାଇଲା OJEE ୨୦୨୫ ରେଜଲ୍ଟ: ଏହି ଲିଙ୍କରେ ଜାଣନ୍ତୁ ରାଙ୍କ

ଭୁବନେଶ୍ୱର,୧୦।୬: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି (OJEE) ଓଜେଇଇ ୨୦୨୫ ରେଜଲ୍ଟ ଘୋଷଣା କରିଛି। ଯେଉଁ ପରୀକ୍ଷାର୍ଥୀମାନେ ୨୦୨୫ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ, ସେମାନେ ଏବେ ଓଜେଇଇର ଅଫିସିଆଲ୍ ୱେବସାଇଟ୍ ojee.nic.in ରେ ସେମାନଙ୍କ...

ଅଗଷ୍ଟ ୩ରେ ନିଟ୍-ପିଜି ପରୀକ୍ଷା, ତାରିଖ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୬: ସୁପ୍ରିମକୋର୍ଟ ଗୁରୁବାର ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ (ଏନବିଇ)କୁ ନିଟ୍-ପିଜି ୨୦୨୫ ପରୀକ୍ଷା ଅଗଷ୍ଟ ୩ ତାରିଖରେ ଆୟୋଜନ କରିବାକୁ ଅନୁମତି ଦେଇଛି। ଏନବିଇର ପରୀକ୍ଷା ତାରିଖ ବୃଦ୍ଧି କରିବା ପାଇଁ କରାଯାଇଥିବା ଆବେଦନକୁ ଶୁଣାଣି କରି କୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri