ଶିକ୍ଷା ଓ ନିଯୁକ୍ତି

Board Exam 2024: ଡାଇବେଟିସରେ ପୀଡ଼ିତ ଥିବା ଛାତ୍ରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲା CBSE

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଏହି ଖବର ବିଶେଷତଃ ସେହି ଛାତ୍ରମାନଙ୍କ ପାଇଁ, ଯେଉଁମାନଙ୍କର ଟାଇପ୍‌ ୧ ଡାଇବେଟିସ୍‌ ଅଛି । ବୋର୍ଡ ଏହାର ନୀତିରେ ଏକ ପ୍ରମୁଖ ପରିବର୍ତ୍ତନରେ କରି…

ଅଗ୍ନିବୀର ନିଯୁକ୍ତି ୨୦୨୪ ପଞ୍ଜୀକରଣ ଆରମ୍ଭ; ସିଧାସଳଖ ଅନଲାଇନ୍ ଲିଙ୍କରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୯/୨: ଭାରତୀୟ ସେନାରେ ଏଗ୍ନିଭର୍ ୨୦୨୪ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି। ଭାରତୀୟ ସେନା ଗୁରୁବାର ଅଫିସିଆଲ୍ ୱେବସାଇଟ୍- joinindianarmy.nic.in ରେ ଆଜିନିଭର୍ ରିକ୍ରୁମେଣ୍ଟ ୨୦୨୪ ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ କରିଛି। ଭାରତୀୟ ସରକାର ଅଗ୍ନିବୀର ଯୋଜନା ମାଧ୍ୟମରେ ଭାରତର ଯୁବକମାନଙ୍କ…

ସରକାରୀ ନିଯୁକ୍ତି ପରୀକ୍ଷାରେ ଠକିଲେ ଛାତ୍ରୀଛାତ୍ରଙ୍କୁ ହେବ ୧୦ ବର୍ଷ ଜେଲ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୯।୨: ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ, ଜାଲ ଓ୍ବେବ୍ସାଇଟ ଭଳି ଅସାଧୁ କାର୍ଯ୍ୟ ରୋକିବା ପାଇଁ ଲୋକ ସଭାରେ ଆଣ୍ଟି-ଚିଟିଂ ବି୍‌ଲ ପାରିତ ହୋଇଛି। ବାକି ବ୍ୟବସ୍ଥା ବ୍ୟତୀତ, ଏହି ଦୁଇଟି ମୁଖ୍ୟ ପଏଣ୍ଟ ଯାହା ଏହି ବିଲ ଆଗତ…

CUET PG 2024: ଏହି ତାରିଖ ଯାଏ ବୃଦ୍ଧି ହେଲା ସିୟୁଇଟି ପିଜି ପାଇଁ ପଞ୍ଜୀକରଣ, ଆବେଦନ କରିନଥିଲେ ଶୀଘ୍ର କରିନିଅନ୍ତୁ

ନୂଆଦିଲ୍ଲୀ,୮।୨: କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ଫେବୃଆରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନରୁ ମାଷ୍ଟର୍ସ କରିବାକୁ ଚାହୁଁଥିବା ଛାତ୍ରମାନେ ଏହା ପାଇଁ ଆବେଦନ କରିପାରିବେ। ଆବେଦନ…

CBSE Dress Code: ୟୁନିଫର୍ମ ଅବା କାଜୁଆଲ, ହେୟାର ଷ୍ଟାଇଲ କିପରି, ମୁଦି ପିନ୍ଧି ହେବ ନା ନାହିଁ? ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ଡ୍ରେସ କୋଡ ଜାରି…

ନୂଆଦିଲ୍ଲୀ,୮।୨ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୫ ଫେବୃଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି। ପରୀକ୍ଷା ଆରମ୍ଭ ପୂର୍ବରୁ ସିବିଏସଇ ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି। ପରୀକ୍ଷାରେ ଛାତ୍ରୀଛାତ୍ରମାନେ କ’ଣ…

ଆଉ ଚଳିବନି ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା: ମେଡିକାଲ ପରୀକ୍ଷା ଉପରେ ଦିଲ୍ଲୀରୁ ରହିବ କଡ଼ା ନଜର: ଏନଏମସି ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୨ : ଏମବିବିଏସ ପରୀକ୍ଷାରେ ମୁନ୍ନା ଭାଇ ଏମବିବିଏସ ଭଳି ପାଠପଢ଼ା ଉପରେ କଟକଣା ଲଗାଇବାକୁ ଜାତୀୟ ମେଡିକାଲ ସାଇନ୍ସ କମିଶନ (ଏନଏମସି) ଏକ ବଡ ନିଷ୍ପତ୍ତି ନେଇଛି। ଏନଏମସି ସମସ୍ତ ମେଡିକାଲ କଲେଜକୁ ଏମବିବିଏସ ପରୀକ୍ଷା ସମୟରେ ଭିଡିଓ ରେକର୍ଡିଂ…

ଆଇକନିକ୍‌‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୭ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ଠାରେ ଆଇକନିକ୍‌‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍‌‌ଘାଟନ କରିଛନ୍ତି। ଏହାକୁ ରାଜ୍ୟର ଯୋଗ୍ୟ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଗୁଣାତ୍ମକ…

ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୮୦ ପ୍ରତିଶତ ବୃଦ୍ଧି ପାଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୭ା୨: ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…

ପରୀକ୍ଷା ଖାତା ଦେଖାରେ ଭୁଲ କରିଛନ୍ତି ୯୨୧୮ ଶିକ୍ଷକ, ୧.୫୪ କୋଟି ଜରିମାନା ଅସୁଲ…

ଅହମଦାବାଦ,୭।୨ : ଗୁଜରାଟରେ ପିଲାମାନଙ୍କର ପରୀକ୍ଷା ଖାତା ଯାଞ୍ଚ ଦାୟିତ୍ୱରେ ଥିବା ଶିକ୍ଷକମାନେ ବିଫଳ ହୋଇଛନ୍ତି। ବାସ୍ତବରେ ଗୁଜରାଟରେ ଚାଲିଥିବା ବିଧାନସଭା ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବିଫଳ ଶିକ୍ଷକମାନଙ୍କର ପିଲାମାନଙ୍କର ଉତ୍ତର ସିଟ ଯାଞ୍ଚ କରିବାର ଦାୟିତ୍ୱ…

RRB Recruitment: ରେଳବାଇରେ ଅନେକ ପଦବୀ ଲାଗି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା, ସବିଶେଷ ସୂଚନା ଜାଣନ୍ତୁ…

ଭୁବନେଶ୍ୱର,୭।୨: ରେଳବାଇରେ ଚାକିରି ଆଶାୟୀଙ୍କ ଲାଗି ଭଲ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ଏଏଲ୍‌ପି(ALP), ଟେକ୍ନିସିଆନ, ଅଣ ଟେକ୍ନିସିଆନ, ଜେଇ(JE) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଏହାର ନିଯୁକ୍ତି ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଆଶାୟୀମାନେ ଆର୍‌ଆର୍‌ବିର ଅଫିସିଆଲ ୱେବସାଇଟ…

ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍‌ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହିତ ୧ କୋଟି ଜରିମାନା: ବିଲ୍‌ ଲୋକସଭାରେ ପାରିତ…

ନୂଆଦିଲ୍ଲୀ,୬।୨ : ସରକାରୀ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଏବଂ ନକଲି ୱେବସାଇଟ ଭଳି ଅନିୟମିତତା ବିରୋଧରେ ବିଲ୍‌ ଲୋକସଭାରେ ମଙ୍ଗଳବାର ପାରିତ ହୋଇଛି। ଲୋକସଭାରେ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର…

CBSE Exam: ସିବିଏସ୍‌ଇ ଦଶମ, ଦ୍ୱାଦଶ ଆଡ୍‌ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…

ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍‌ଇ ଅଫିସିଆଲ ୱେବ୍‌ସାଇଟ cbse.gov.inରେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri