ସମ୍ପାଦକୀୟ/ ନାଟକ ବୁଝାପଡ଼ିଲାଣି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନାକେତେ କହୁଥିଲେ, ଭାରତ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେବା ଦରକାର। କିନ୍ତୁ ତାହା ଏଭଳି ବିରାଟକାୟ ଦେଶ ପାଇଁ ଅତ୍ୟନ୍ତ ଅବାଞ୍ଛିତ। ପିଲାଟିଏ ସ୍କୁଲକୁ ଗଲେ ବର୍ଷକ ମଧ୍ୟରେ ତାକୁ ସର୍ବନିମ୍ନ ଦୁଇଟି ପରୀକ୍ଷା…
ସ୍ମାର୍ଟଫୋନ୍ ପରିବାର ଉଜାଡ଼ିଦେଲା
ସହଦେବ ସାହୁ ମୋବାଇଲ ଫୋନ୍ ପରିବାରକୁ ନଷ୍ଟ କରିଦେଲା। ଆଗର ଭୂଇଁ ସହ ଲାଖି ରହିଥିବା ଫୋନ୍ ଯାହାକୁ ଆମେ ଲ୍ୟାଣ୍ଡ୍ ଲାଇନ୍ କହୁଛୁ, ତାହା ସାରା ପରିବାରକୁ ଯୋଡ଼ି ରଖୁଥିଲା। ଫୋନ୍ ବାଜିଲା କ୍ଷଣି ବାପା କି ମା’ ଝିଅକୁ…
ମଦ ଓ ଜୀବନ
ଡ. ଭାରତ ଭୂଷଣ ରଥ ଅମୂଲ୍ୟ ମାନବ ଜୀବନ। ଜନ୍ମରୁ ମୃତ୍ୟୁ ଯାଏ ମଣିଷ ତା’ର ଲକ୍ଷ୍ୟପଥ ଦେଇ ଦିନ ପରେ ଦିନ ଆଗେଇଯାଏ। ମଣିଷ ଯଦି ଏକ ପୂର୍ଣ୍ଣାଙ୍ଗ ଜୀବନାବଧିକୁ ପ୍ରାପ୍ତ ହୁଏ ତେବେ ଅନେକ ବର୍ଷ ଧରି ଏ…
ଏଇ ଭାରତରେ
ମାଓବାଦୀଙ୍କ ପ୍ରଭାବରେ ୨୦୦୫ରୁ ଭିଟାମାଟି ଛାଡି ଆସିଥିବା ୧୧ଟି ପରିବାର ଛତିଶଗଡ଼ ଦାନ୍ତଓ୍ବୋଡାର ଜୁଡୁମପାରା ବସ୍ତିରେ ରହି ଏବେ ମାଓବାଦ ବିରୋଧରେ ଲଢେଇ କରୁଛନ୍ତି। ଏହି ପରିବାରରେ ଜଣେ ଜଣେ ଏସ୍ପିଓ (ସ୍ବତନ୍ତ୍ର ପୋଲିସ ଅଧିକାରୀ) ରହିଛନ୍ତି। ଏଣୁ ଏହାକୁ ଏସ୍ପିଓ…
କିଏ ଖୁସି ହେବ
ତଥାଗତ ସତପଥୀ ତଥ୍ୟ ବା ଡାଟା ଏବେ ଦେଶ ଦୁନିଆକୁ ପରିଚାଳନା କରୁଛି। ସେଥିପାଇଁ ସରକାରୀ, ଘରୋଇ ସଂସ୍ଥାଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରେ ତଥ୍ୟକୁ ଗୁରୁତ୍ୱ ଦିଆଯାଉଛି। ଡାଟାବେସ୍ ବା ତଥ୍ୟାବଳୀ ପ୍ରସ୍ତୁତ କରି ତାହାକୁ ଦଲିଲଭୁକ୍ତ ବା ଡକ୍ୟୁମେଣ୍ଟେଶନ…
କାଠଗଡ଼ାରେ କୁକୁଡ଼ା
ତୁଳସୀଦାସ ମିଶ୍ର ଗତ ଦଶହରା ସମୟରେ ଅଭିଯୋଗକାରୀଙ୍କୁ ସେବାର ପ୍ରତିଦାନରେ ଜଣେ ପୋଲିସ ବାବୁ କୁକୁଡ଼ା ଏବଂ ଅଣ୍ଡା ଦେବାକୁ କହିବାରୁ ତାଙ୍କ ମୁଣ୍ଡରେ ଖଣ୍ଡା ଖସିଛି। ତାଙ୍କ ଉପରିସ୍ଥ ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଏ ଖବର ଶୁଣି ଏବଂ…
ଏଇ ଭାରତରେ
ଗଣତନ୍ତ୍ର ରାଷ୍ଟ୍ରରେ ଯଦି କେଉଁଠି ତୋଗଲକି କଟକଣା ଲଗାଇବା ଦେଖିବାକୁ ମିଳେ ତାହା ହେଉଛି ହରିୟାଣାର ଖାପ୍ ପଞ୍ଚାୟତ। ଭିନ୍ନ ଜାତିରେ ବିବାହ ଓ ପ୍ରେମ ବିବାହକୁ ଏହା ବିରୋଧ କରେ। ଏମିତି କି ଅନର କିଲିଂ ଭଳି ପରିସ୍ଥିତି ସାମ୍ନାକୁ…
ମଦରୁ ମୁକ୍ତି କେବେ
ସୁଧିରାଜ ରାଉତ ଏକ ଘରୋଇ ସ୍କୁଲର ସାଂସ୍କୃତିକ ଉତ୍ସବକୁ ଅତିଥି ହୋଇ ଯାଇଥାଏ। କାର୍ଯ୍ୟକ୍ରମ ଆରମ୍ଭ ହୋଇ ନ ଥାଏ। ଦୁଇଟି ଶିଶୁ ଖୁବ୍ ଦୁଷ୍ଟାମି କରୁଥାନ୍ତି। ସମସ୍ତଙ୍କ ବାରଣ ସତ୍ତ୍ୱେ ଦୌଡ଼ାଦୌଡ଼ିରେ ମାତିଥାନ୍ତି। ସେ ଦୁହିଁଙ୍କୁ ନିକଟକୁ ଡାକି କହିଲି,…
ବଡ଼ବଡ଼ିଆଙ୍କ ଉତ୍ପାତ
ଡ. କୁଳାଙ୍ଗାର ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ ମୁଁ ଏତେ ବର୍ଷ ବୟସ୍କ ତେଣୁ ମୁଁ ବଡ଼। କିଏ କହେ ମୋର ଚେହେରା…
ପ୍ରତିବାଦ କାହିଁକି
ଆକାର ପଟେଲ ସାରା ଭାରତରେ ତୀବ୍ର ପ୍ରତିବାଦର ସ୍ବର ଉଠିବା ଓ ବିଶ୍ୱର ଗଣମାଧ୍ୟମରେ ପ୍ରଦର୍ଶିତ ହେବାର କାରଣ ବିଷୟରେ ଆମେ ଅନୁଧ୍ୟାନ କରିବା ଆବଶ୍ୟକ। ସରକାର କହୁଛନ୍ତି ଯେ, ପ୍ରତିବାଦକାରୀମାନେ ନାଗରିକତା ଆଇନ ବିଷୟରେ ଠିକ୍ଭାବେ ଜାଣିନାହାନ୍ତି ଏବଂ ଦ୍ୱନ୍ଦ୍ୱରେ…
ଈଶ୍ୱର ଭରସା
ପ୍ରକାଶ ତ୍ରିପାଠୀ ”ଆମ ଝିଅମାନେ ଆଉ ଅଧିକ ପାଠପଢ଼ିବା ଦରକାର ନାହିଁ କି ପୁରୁଷଙ୍କ ସହ ସମାସ୍କନ୍ଦ ହେବାର ଆବଶ୍ୟକତା ନାହିଁ। ଚାକିରି ବାକିରି କରି ସ୍ବାବଲମ୍ବୀ ହେବା ପରକଥା, ପ୍ରଥମେ ସେମାନେ ବଞ୍ଚିକି ରୁହନ୍ତୁ, ଭଲରେ ରୁହନ୍ତୁ“- କ୍ଷୋଭଭରା କଣ୍ଠରେ…
ସାମ୍ବାଦିକରୁ ସାହିତ୍ୟିକ
ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ସାଧନାର ସ୍ବାଦ ସେ ହିଁ ପ୍ରାପ୍ତ କରନ୍ତି ଯେତେେବେଳ ସମାଜ ଦିଏ ତାଙ୍କୁ ଏକ ସ୍ବତନ୍ତ୍ର ସ୍ବୀକୃତି। ସେହି ସ୍ବୀକୃତି ପ୍ରେରଣା ଯୋଗାଏ ଏକ ଜାଗାକୁ ଖେଦିଯିବାକୁ, ନିଜ ଭାବନାକୁ ଆହୁରି ଅଧିକରୁ ଅଧିକ ପରିପୁଷ୍ଟ କରିବାକୁ,…
Archives


