ସମ୍ପାଦକୀୟ

ଦେଶର ନାଗରିକତ୍ୱ ବିଦେଶୀର ହକ୍‌ କି

ଡ. ଇନ୍ଦୁଲତା ଦାସ ଗୋଟିଏ ଘର ସେହି ଘରର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ତା’ ଭିତରେ ଯେ କୌଣସି ବାହାର ଲୋକ ପଶି ରହିପାରେ ନାହିଁି। ସେହିପରି ଗୋଟିଏ ଦେଶ ତାହାର ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଦେଶ ତାହାର ନାଗରିକର ସୁଖ-ସୁବିଧାର…

ଜିଏସ୍‌ଟିର ସମୀକ୍ଷା ଲୋଡ଼ା

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଦେଶରେ ଜିଏସ୍‌ଟି ଲାଗୁହେବା ପରେ ପ୍ରଥମ ପାଞ୍ଚବର୍ଷ ପାଇଁ ରାଜ୍ୟଗୁଡିକ ଯଦି ଜିଏସ୍‌ଟି କମ୍‌ ପାଆନ୍ତି ତେବେ କେନ୍ଦ୍ର ତାହା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ପ୍ରତିବର୍ଷ ଜିଏସ୍‌ଟି ୧୪ ପ୍ରତିଶତ ବୃଦ୍ଧିହେବ ବୋଲି କେନ୍ଦ୍ର ମଧ୍ୟ ଆଶା…

ଏଇ ଭାରତରେ

ଛତିଶଗଡ଼ ପତ୍ରାର ଏକ ସରକାରୀ ସ୍କୁଲ୍‌ ପିଲାମାନଙ୍କ ଭବିଷ୍ୟତ ନିଆରା ଢଙ୍ଗରେ ଗଢୁଛିି। ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ଆମତ୍ବିଶ୍ୱାସ ବଢାଇବା ଲାଗି ଖୋଲା ଆଲୋଚନା କରୁଛନ୍ତି। ଭାଷଣ ଦେଉଛନ୍ତି ଓ ବିତର୍କ ମଞ୍ଚର ମଧ୍ୟ ଆୟୋଜନ କରୁଛନ୍ତି। ଛତିଶଗଡ଼ରେ କେବଳ…

ସମ୍ପାଦକୀୟ/୨୦୨୦

ପିଲାବେଳେ ଶୁଣିଥିଲୁ ‘ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି’। ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍‌ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ ପଦବୀରେ ଥିବା…

ପ୍ଲାଷ୍ଟିକ୍‌ ଦିଅ, ଟଙ୍କା ନିଅ

ସୌମ୍ୟା ପରିଡ଼ା ପିଲାଦିନେ ବର୍ଷେ ଦୁଇ ବର୍ଷ ଓଡ଼ିଶୀ ନାଚ ଶିଖୁଥିଲି। ଘରଠୁ ତିନି କିଲୋମିଟର ସାଇକେଲ୍‌ରେ ଯିବାକୁ ପଡ଼ୁଥିଲା। ସପ୍ତାହକୁ ବୋଉ ପାଖରୁ ପାଞ୍ଚ ଟଙ୍କା ମିଳୁଥିଲା। ଅଧିକାଂଶ ସମୟରେ ସେ ପାଞ୍ଚ ଟଙ୍କିଆ ନୋଟ୍‌ଟା ମୋର ମୃଦୁପାନୀୟ ପିଇବାରେ…

ମୁଆଁ ଖାଇବାକୁ ମନ

ସଂଗ୍ରାମ କେଶରୀ ପୃଷ୍ଟି ମୁଆଁ ପ୍ରସଙ୍ଗରେ ମନେ ପଡ଼ିଯାଏ, ପିଲାଦିନେ ଶୁଣିଥିବା ଗୋଟିଏ ପଦ, ଯାହାର କି ତିନି ପ୍ରକାରର ଅର୍ଥ ବାହାରିଥାଏ। ତାହା ହେଲା ମା’ ମୁଁ ଆଁ କରିଛି। ମାମୁ ଆଁ କରିଛି। ମା’ ମୁଆଁ କରିଛି। ଗୁଡ଼…

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ କରିଛନ୍ତି। କ୍ରମାଗତ ଭାବେ ଚାଷରେ କ୍ଷତି ସହି ଆସୁଥିଲେ ବି ବବ୍‌ଲୁ ଏଥର ପିଆଜ…

ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ କେରଳ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ତେଲଙ୍ଗାନା…

ଏସିଆର ଆଗାମୀ ଦଶନ୍ଧି

ଶରତ ଚନ୍ଦ୍ର ମିଶ୍ର ଗତ କେତେବର୍ଷ ହେଲା ଏସିଆରେ ଅଭୂତପୂର୍ବ ପ୍ରଗତି ଘଟିଛି। ପ୍ରାୟ ୬୦୦ ନିୟୁତ ବ୍ୟକ୍ତିଙ୍କୁ ଗୋଟିଏ ପିଢ଼ିରେ ଦାରିଦ୍ର୍ୟରୁ ରକ୍ଷା କରିବାରେ ଚାଇନାର ସଫଳତା, ଚାଇନା ଓ ଜାପାନର ଅର୍ଥନୈତିକ ସଫଳତା, ଆମେରିକାର ସମାସ୍କନ୍ଦ ହେବା ଲାଗି…

ମୁଁ ଓଡ଼ିଶାକୁ ଜଗିଛି

ଦିଲୀପ ଦାଶଶର୍ମା ୧୯୦୩ ମସିହା ଆଜିର ଦିନରେ ମୋର ଜନ୍ମ ହୋଇଥିଲା। ମୋ ଜନ୍ମର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ସୁନ୍ଦର ଓଡ଼ିଶା ପ୍ରଦେଶ ଗଠନ କରିବା। ମୋ ଜନ୍ମ ଓ ଲାଳନ ପାଳନରେ…

ଏଇ ଭାରତରେ

ସମାଜରେ କିଛି ଲୋକ ସାମାନ୍ୟ ବିଫଳତାରେ ଭାଙ୍ଗି ପଡୁଥିବାବେଳେ କିଛି ଲୋକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଥାନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ହିନ୍ଦୁପୁରରେ ଜନ୍ମିତ ଏମ.କେ. ଶ୍ରୀଧର ଜଣେ। ପିଲାବେଳୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ୬୫…

ଅବସର ପରେ

ଭାରତବର୍ଷରେ କୌଣସି ବ୍ୟକ୍ତି ପଦପଦବୀ ହାସଲ କଲା ପରେ ତାଙ୍କ ଦୃଷ୍ଟି ଅବସର ପରବର୍ତ୍ତୀ ସମୟ ଉପରେ ପଡ଼ିଥାଏ। ସେଥିପାଇଁ ଅନେକ ନ୍ୟାୟାଧୀଶ ନିଜ କର୍ମମୟ ଜୀବନ ଭିତରେ ସେହି ସମୟର ସରକାରଙ୍କୁ ସୁହାଇଲା ଭଳି ରାୟ ଦେଇ କ୍ଷମତାର ନିକଟତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri