ଏଇ ଭାରତରେ
ମାନବ ସେବା ହିଁ ଈଶ୍ୱର ସେବା। ଏହା ଉପଲବ୍ଧି କରିଛନ୍ତି ଲଦାଖର ଜଣେ ବୌଦ୍ଧ ସନ୍ନ୍ୟାସୀ ଲୋବଜାଙ୍ଗ ଜୋଟ୍ପା। ସେ ସେନାର ଅଦରକାରୀ ପାରାଶୁଟ୍ ବ୍ୟବହାର କରି ଆରମ୍ଭ କରିଥିବା ଇଂଲିଶ ମାଧ୍ୟମ ସ୍କୁଲରେ ଏଯାବତ୍ ହଜାର ହଜାର ପିଲାଙ୍କ ଜୀବନ…
କେହି ମିଳିଲେ ନାହିଁ
ସମ୍ପାଦକୀୟ/ତଥାଗତ ସତପଥୀ ବ୍ରାଜିଲ୍ ରାଷ୍ଟ୍ରପତି ଜେୟାର ବୋଲ୍ସୋନାରୋ ଆସନ୍ତା ୨୬ରେ ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ବିଦେଶରୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମାରୋହକୁ ନିମନ୍ତ୍ରଣ କରାଯିବାର ପରମ୍ପରା ରହିଆସିଛି। କିନ୍ତୁ ବୋଲ୍ସୋନାରୋ ଜଣେ…
ବଜେଟରେ କ’ଣ ଗୁରୁତ୍ୱ ପାଇବା ଉଚିତ
ଡ. ସନ୍ତୋଷ କୁମାର ମହାପାତ୍ର ବଜେଟ କେବଳ ଆୟବ୍ୟୟର ବାର୍ଷିକ ଅଟକଳ ନୁହେଁ, ସରକାର ଅର୍ଥନୀତିକୁ କିପରି ପରିଚାଳନା କରିବାକୁ ଚାହାନ୍ତି, କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବେ, କିପରି ସମ୍ବଳ ସଂଗ୍ରହ କରିବେ ଓ ବଣ୍ଟନ କରିବେ, ତାହା ବଜେଟରେ…
ପରିବେଶ, ପ୍ରଗତି ଓ ଗାନ୍ଧୀବାର୍ତ୍ତା
ଦିଲୀପ କୁମାର ଦାଶ ଜାତିସଂଘର ୨୦୧୯ ଜଳବାୟୁ କ୍ରିୟାନୁଷ୍ଠାନ ସମ୍ମିଳନୀ ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିଲା। ସେଠାରେ ଭାରତର ପ୍ରଧାନମନ୍ତ୍ରୀ ଅଙ୍ଗାରକାମ୍ଳ ନିର୍ଗମନ ରୋକିବା ଏବଂ ଥରେ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ପାଇଁ ବିଶ୍ୱକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀରେ ଘଟିଥିବା ଆଉ…
ବାପାଙ୍କ ସାଙ୍ଗ ଓ ମୁଁ
ଡା. ସୁରେନ୍ଦ୍ର ନାଥ ପତି ପ୍ରାତଃଭ୍ରମଣ ସମୟରେ ମୋ ବାପାଙ୍କର ସାଙ୍ଗ ଦିନେ କହିଲେ, ”ବାବା, ତମ ବାପା ୪୫ ବର୍ଷ ବୟସରେ ବୁଢ଼ା ପରି ଦିଶୁଥିଲେ। ତୁମକୁ ପ୍ରାୟ ୬୦ ବର୍ଷ ହେବଣି, କାହିଁ ବୁଢ଼ା ପରି ଲାଗୁନ? ମୁଁ…
ଏଇ ଭାରତରେ
ବେଙ୍ଗାଲୁରୁର କେତେଜଣ ଯୁବକଙ୍କ ସେବା ମନୋଭାବ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ୨୨ ବର୍ଷୀୟ ଆଣ୍ଡ୍ରିିୟୁ ବାପଟିଷ୍ଟ୍ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଦୀର୍ଘ ୪ ବର୍ଷ ହେବ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟୁଛନ୍ତି। ଆଣ୍ଡ୍ରିୟୁ ୨୦୧୬ରେ ବେଙ୍ଗାଲୁରୁର ସେଣ୍ଟ୍ ଷ୍ଟିଫେନ୍ସ…
ଆନୁଗତ୍ୟ ବୋହୁଛି
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ସ୍ଥାପନ ପାଇଁ ଭାରତରେ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରାଯାଇଥାଏ। ହେଲେ ଦେଖାଯାଉଛି କେତେକ ରାଜ୍ୟପାଳ ସାମ୍ବିଧାନିକ ସୀମା ଅତିକ୍ରମ କରି ନିର୍ବାଚିତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ସେଥିଲାଗି ସେମାନଙ୍କ ଭୂମିକା ନେଇ…
ଦିଅଁ ଗଢୁ ଗୁଢୁ ମାଙ୍କଡ଼
ବୈକୁଣ୍ଠନାଥ ମିଶ୍ର ଲିଓ ଟଲଷ୍ଟୟଙ୍କର କ୍ଷୁଦ୍ରଗଳ୍ପ ‘ହାଓ ମଚ୍ ଲ୍ୟାଣ୍ଡ ଡଜ୍ ଏ ମ୍ୟାନ୍ ନିଡ୍’ର ମୁଖ୍ୟ ନାୟକ ପାହୋମ୍କୁ କୁହାଯାଇଥିଲା, ସୂର୍ଯ୍ୟାସ୍ତ ପୂର୍ବରୁ ସେ ଯେତେ ଜମି ଭ୍ରମଣ କରି ମୂଳ ସ୍ଥାନରେ ଆସି ପହଞ୍ଚିବ, ସେସବୁ ତା’ର ହୋଇଯିବ।…
ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା
ଡ. ଶରତ ଚନ୍ଦ୍ର ରଥ ଶାନ୍ତି, ସନ୍ତୋଷ ଓ ସହିଷ୍ଣୁତା- ପ୍ରତ୍ୟେକର ବ୍ୟାବହାରିକ ଉପଯୋଗିତା ରହିଛି। ମନରେ ଶାନ୍ତି ଥିଲେ ପରିବେଶରେ ଶାନ୍ତି ଥିବା ପରି ଲାଗେ, ମନରେ ଅଶାନ୍ତି ନ ଥିଲେ ଚାରିଆଡ଼ ବିଷାକ୍ତ ଲାଗେ। ଏହି ଶାନ୍ତି ବସ୍ତୁର…
ଏଇ ଭାରତରେ
ଜଣେ ଉତ୍ତମ ଶିକ୍ଷକ ହିଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପିକା ଚିତ୍ରଲେଖା ମଲ୍ଲିକ। କୋଲକାତା ନିବାସୀ ମଲ୍ଲିକ ନିଜ ସୁଖ ତ୍ୟାଗକରି ଶିକ୍ଷାର ପରିବର୍ତ୍ତନ ପାଇଁ ତାଙ୍କ ଦରମା ଓ…
ଭୁଲ୍ ସମୟ, ଭୁଲ୍ କଥା
ସୁପ୍ରିମକୋର୍ଟର ଜଣାଶୁଣା ଓକିଲ ତଥା ମାନବ ଅଧିକାର କର୍ମୀ ଇନ୍ଦିରା ଜୟସିଂ ଏକ ଟୁଇଟ୍ ମାଧ୍ୟମରେ ନିର୍ଭୟାର ମା’ ଆଶା ଦେବୀଙ୍କୁ ବଳାତ୍କାରୀ ହତ୍ୟାକାରୀଙ୍କୁ କ୍ଷମା ଦେବା ପାଇଁ ନିବେଦନ କରିଛନ୍ତି। ଉଦାହରଣ ଭାବେ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ପୂର୍ବତନ…
ଅବିଦ୍ୟାର ଅନ୍ଧାରରେ ବିଦ୍ୟାର ଆରାଧନା
ଡ. ପ୍ରଫୁଲ୍ଲ କୁମାର ସାହୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରେ ଶିକ୍ଷା ହେଉଛି ମଣିଷର ଚତୁର୍ଥ ଆବଶ୍ୟକତା। ଶିକ୍ଷାର ବିକାଶ ଉପରେ ନିର୍ଭର କରେ ଦେଶର ସର୍ବାଙ୍ଗୀଣ ଉନ୍ନତି। ମାର୍ଟିନ୍ ଲୁଥର କହିଥିଲେ, କୌଣସି ରାଷ୍ଟ୍ରର ଉନ୍ନତି ତା’ର ଜଳ,…
Archives


