ସମ୍ପାଦକୀୟ

ବିଜୁଳି ସଙ୍କଟରେ ଓଡ଼ିଶା

ଅନିଲ ବିଶ୍ୱାଳ ରାଜ୍ୟ ସରକାର ସେସୁର ଘରୋଇକରଣ କରିବା ପାଇଁ ଯାଉଛନ୍ତି। ବିଜୁଳି ବିରତଣ ନେଇ ଏକ ଘରୋଇ କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ବୁଝାମଣା ଚୂଡାନ୍ତ ହୋଇଛି। ବିଜୁଳି ବ୍ୟବସ୍ଥା ପରିଚାଳନାରେ ଘରୋଇକରଣ କିଛି ନୂଆକଥା ନୁହେଁ। ହେଲେ ଯେଉଁ…

ବିଚକ୍ଷଣ ଜନନାୟକ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୬ତମ ପୁଣ୍ୟ ତିଥି। ଇତି ମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ପ୍ରାୟ ୮୩ ବର୍ଷ ଅତିକ୍ରାନ୍ତ ହେଲାଣି। ସମଗ୍ର ପୂର୍ବଭାରତରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ…

ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର ପୁସ୍ତକ ‘ମାଟିହାଣ୍ଡି’ ଓ ‘କାଠଚୁଲି’ କବିତା ପୁସ୍ତକ ଉନ୍ମୋଚିତ ହେବ। ଚା ଖଟିରେ ବସି…

ଏଇ ଭାରତରେ

ସଂଘବଦ୍ଧ ସକାରାମତ୍କ ବିଚାର ଆଗରେ ସବୁକିଛି ସମ୍ଭବ। ଆଉ ଏହାକୁ ପ୍ରମାଣ ମଧ୍ୟ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଆଦିବାସୀମାନେ। ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ପିଲାମାନଙ୍କୁ ନିୟମିତ ସ୍କୁଲ ପଠାଇବା ଲାଗି ନିଜ ଉପରକୁ ଏକ ଗୁରୁଦାୟିତ୍ୱ ନେଇ ତାହାକୁ ପୂରଣ…

ଏଇ ଭାରତରେ

ସମାଜସେବାର ଇଚ୍ଛାଶକ୍ତି ଆଗରେ ରୋଜଗାର ମୋହ କିଛି ନୁହେଁ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଦମ୍ପତି। ସେମାନେ ଚାକିରି ଛାଡି ଆଦିବାସୀ ଅଞ୍ଚଳରେ ଲୋକମାନଙ୍କ ସେବାରେ ଲାଗିଛନ୍ତି। ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ଅନୁରାଗ ଓ ଶିଖା ଜୈନ କର୍ପୋରେଟ ସେକ୍ଟରରୁ…

ସଂସ୍କୃତ ପୁସ୍ତକର ପାର୍ସୀ ଅନୁବାଦ

ଇଂ. ମାୟାଧର ସ୍ବାଇଁ: ମୋଗଲ ସମ୍ରାଟ୍‌ ଆକବର ୧୫୫୬ରୁ ୧୬୦୫ ପର୍ଯ୍ୟନ୍ତ ଭାରତ ଶାସନ କରିଥିଲେ। ସେ ଭାରତର ପ୍ରାଚୀନ ଜ୍ଞାନଗରିମା ସମ୍ବନ୍ଧରେ ଜାଣିଥିଲେ ଏବଂ ଏହାକୁ ମୁସଲମାନ ପଣ୍ଡିତ ଓ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ କେତୋଟି ବିଶିଷ୍ଟ ସଂସ୍କୃତ…

ଦୁଃଖବନ୍ଧୁଙ୍କ ଦୁଃଖ

ଚିତ୍ର ଚରିତ୍ର ନିରଞ୍ଜନ ପାଢ଼ୀ: ଦୁଃଖ ବାଣ୍ଟିଲେ ସରେ’ ବୋଲି ଯେଉଁ ଆପ୍ତବାକ୍ୟଟି କେଉଁକାଳରୁ ଗଡ଼ି ଗଡ଼ି ଆସୁଛି, ତହିଁରେ ବୋଧହୁଏ ବେଶିମାତ୍ରାରେ ବିଶ୍ୱାସୀ ହୋଇପଡ଼ିଥିଲେ ଦୁଃଖବନ୍ଧୁ। ତା’ ନ ହେଲେ ସେ ଏମିତି ପ୍ରଗଳ୍‌ଭ ହୋଇପଡ଼ି ନ ଥାନ୍ତେ ନିଜ…

ଅବସ୍ଥାର ବ୍ୟବସ୍ଥା ନାହିଁ

ଭାରତ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଧିମା ପଡ଼ିଯାଇଛିି। ନିଯୁକ୍ତି କମିଆସିଛି। ଲୋକଙ୍କ ହାତରେ କ୍ରୟ କରିବାର ଶକ୍ତି ହ୍ରାସ ପାଇଛି। ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ଯଥେଷ୍ଟ କମିଯାଇଛି।…

ହଜିଲାଣି ବିକାଶ ଦୃଷ୍ଟିଭଙ୍ଗୀ

ଆକାର ପଟେଲ ସରକାରଙ୍କ ଗୁଜରାଟ ମଡେଲ ନିର୍ଦ୍ଦିଷ୍ଟ କଥନିକା (ନ୍ୟାରେଟିଭ୍‌) ଉପରେ ଆଧାରିତ ଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ଯେପରି ଭାବେ ରାଜ୍ୟ ସରକାର ପରିଚାଳିତ ହେଉଥିଲା ଭାରତରେ ଅନ୍ୟ କେଉଁଠି ସେପରି ହେଉ ନ ଥିଲା। ସରକାରକୁ ପୂର୍ବାପେକ୍ଷା ଅଧିକ…

ଇଲେକ୍ଟୋରାଲ ବଣ୍ଡ୍‌: ଦେୟ ଭରୁଛନ୍ତି ଜନତା

ନୀତିନ୍‌ ସେଠୀ ବେନାମୀ କୋଟିପତିମାନେ ଇଲେକ୍ଟୋରାଲ ବଣ୍ଡ୍‌ ଆକାରରେ ଈପ୍ସିତ ରାଜନୈତିକ ଦଳଗୁଡ଼ିକୁ ହଜାର ହଜାର କୋଟି ଟଙ୍କା ଦାନ କରୁଥିବା ବେଳେ ଭାରତୀୟ ଟିକସଦାତାମାନେ ବ୍ୟାଙ୍କିଙ୍ଗ୍‌ ଫି, କମିଶନ୍‌, ଛପା ଓ ଆନୁଷଙ୍ଗିକ ଖର୍ଚ୍ଚ ଆଦି ବହନ କରୁଛନ୍ତି ବୋଲି…

ଆନ୍ଦୋଳନର ଆଚାର ସଂହିତା ଓ ଅରାଜକତା

ଅରୁଣ କୁମାର ପଣ୍ଡା ଆନ୍ଦୋଳନ, ଧର୍ମଘଟ, ଧାରଣା ଦାୟିତ୍ୱହୀନ ରାଜନୈତିକ ଖେଳ ନୁହେଁ, ବରଂ ଏହା ଜୀବନ୍ତ ଗଣତନ୍ତ୍ରର ପ୍ରାଣଶକ୍ତି। ନିଜର ବିଚାର କିମ୍ବା ଯୁକ୍ତି ସପକ୍ଷରେ ଜନମତ ପ୍ରଭାବିତ କରିବା ସହିତ ଶାସନର ସ୍ବେଚ୍ଛାଚାର ବିରୋଧରେ ଜାଗରଣ ସୃଷ୍ଟି କରିବା…

ଏଇ ଭାରତରେ

ଏମିତି ସ୍କୁଲ୍‌ ଅଛି ଯେଉଁଠି ପିଲା ପଢୁଛନ୍ତି, ତା’ ସହ ଚାଷ ବି କରୁଛନ୍ତି। ମାତାପିତା ବି ପରୀକ୍ଷା ଦେଉଛନ୍ତି। କେରଳର ଆଲାପ୍ପୁଝା ଜିଲା ଅନ୍ତର୍ଗତ ମୁହମ୍ମାସ୍ଥିତ ସିଏମ୍‌ଏସ୍‌ ଲୋୟର ପ୍ରାଇମେରୀ ସ୍କୁଲ୍‌ରେ ଚାଲିଛି ଏମିତିକା ବ୍ୟବସ୍ଥା। ୧୫ ବର୍ଷ ତଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri