ସମ୍ପାଦକୀୟ

ଦୋମୁହାଁ ନୀତି

ଇରାନ୍‌ର ଆଣବିକ ଭତ୍ତିଭୂମି ଉପରେ ଇସ୍ରାଏଲ (ଅପରେଶନ ରାଇଜିଂ ଲାୟନ) ଓ ଆମେରିକା (ଅପରେଶନ ମିଡ୍‌ନାଇଟ ହାମର) ଆକ୍ରମଣ କରି କ୍ଷତି କରିଛନ୍ତି। ଏହି କୌଶଳଗତ ଆକ୍ରମଣରୁ ଯାହା ହାସଲ ହୋଇ ଥାଉନା କାହିଁକି, ରଣନୈତିକ ରୂପେ ବିପଦକୁ ଆମନ୍ତ୍ରଣ କରିଥିବା…

ମହାପ୍ରଭୁଙ୍କ ଆଶୀର୍ବାଦ

ଜି ପବିତ୍ର ଶ୍ରୀଗୁଣ୍ଡିଚା। ଅନନ୍ୟ ଆମର ମହାପ୍ରଭୁ। ଅନନ୍ୟ ତାଙ୍କର ମାନବୀୟ ଲୀଳା। ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ। ରତ୍ନ ସିଂହାସନ ଛାଡ଼ି ଜନ ସମୁଦ୍ର ଭିତରକୁ ଆସିବେ କାଳିଆ ସାଆନ୍ତ। ରତ୍ନବେଦୀରୁ ଜନ୍ମବେଦୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ।…

ଲଣ୍ଡା ମଣିଷ

ବିଦ୍ୱାନ୍‌ଙ୍କ ମତରେ, ପ୍ରାୟ ୭୦୦ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଯେତେବେଳେ ପଣ୍ଡିତ ମଦନ ମିଶ୍ରଙ୍କୁ ସାକ୍ଷାତ୍‌ କରିବାକୁ ଗଲେ, ସେତେବେଳେ ମିଶ୍ରେ ତାଙ୍କୁ ଚାହିଁଲେ ନାହିଁ। କାରଣ ଶଙ୍କରାଚାର୍ଯ୍ୟଙ୍କ ମୁଣ୍ଡ ଲଣ୍ଡା ଥିଲା। ଏଥିପାଇଁ ଏବେ ବି ଶଙ୍କରାଚାର୍ଯ୍ୟ ତାଙ୍କ ମୁଣ୍ଡକୁ ଏକ…

ଏକ ଓ ଅନେକ

ସୃଷ୍ଟିର ଆରମ୍ଭରେ ପରମେଶ୍ୱର ଇଚ୍ଛା ପ୍ରକାଶ କରିଥିଲେ- ‘ଏକୋହମ ବହୁଷ୍ୟମ’। ଅର୍ଥାତ୍‌ ମୁଁ ଜଣେ କିନ୍ତୁ ଅନେକ ହେବାକୁ ଦିଅ। ପରେ ଈଶ୍ୱରଙ୍କ ସେହି ଇଚ୍ଛାର ସ୍ବରୂପ ପରିବାର କିମ୍ବା କୁହାଯାଇପାରେ ପରିବାରର ଗଠନ ସେହି ଧାରଣାର ଫଳ। ଏହି କାରଣରୁ…

ପ୍ରାଥମିକ ଶିକ୍ଷା ଓ ବିଦ୍ୟାଳୟ ପରିଚାଳନା କମିଟି

ଗୋଟିଏ ସମୟରେ ପିଲାମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଗୋଟିଏ ଗାଁର ଗ୍ରାମବାସୀ ବା ଦୁଇଚାରି ଖଣ୍ଡ ଗାଁର ଲୋକ ମିଶି ଗ୍ରାମପୁର କେନ୍ଦ୍ରସ୍ଥଳରେ ବିଦ୍ୟାଳୟଟେ ସ୍ଥାପନ କରୁଥିଲେ। ଗୃହ ନିର୍ମାଣ ସକାଶେ କିଏ ଜାଗା ଯୋଗାଇ ଦେଉଥିଲା ତ କିଏ…

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ କୋଚିଂ ସେଣ୍ଟରର ହବ୍‌ ପାଲଟିଥିବା ରାଜସ୍ଥାନର କୋଟା…

ଅସହାୟ ମଣିଷ

ଏଲିଜାବେଥ ଗିଲବର୍ଟ ଆମେରିକାର ଜଣେ ଔପନାସିକ, ସ୍ତମ୍ଭକାର ଓ ଅଭିନେତ୍ରୀ, ଯିଏ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ Eat, pray, Love ଅର୍ଥାତ ଖାଅ, ପ୍ରାର୍ଥନା କର ଓ ଭଲପାଅ ଗ୍ରନ୍ଥଟି ସେଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରିହୋଇ…

ଧନୀଗୋଷ୍ଠୀଙ୍କୁ ଲାଭ

ଟିଭି ଖୋଲିଲେ ଶୁଣିବେ ଜିଡିପି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଖବରକାଗଜରେ ବି ପଢ଼ିବେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଆଉ କିଏ କହିଲାଣି, ଭାରତ ବିଶ୍ୱରେ ଏକ ଉଜ୍ଜ୍ୱଳ ତାରକା। ପୁନଶ୍ଚ ପ୍ରଚାର ହେଉଛି, ସରକାର ଏତେ…

ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ

ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍‌, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍‌ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି।…

ପରିସ୍ଥିତି ଓ ମନୋସ୍ଥିତି

ସତୁରି ଦଶକରେ ଆମେରିକାର ଜେଲ୍‌ଗୁଡିକରେ କ୍ଷମତା ଓ ବ୍ୟକ୍ତିତ୍ୱକୁ ନେଇ ନୌସେନା/ତଟରକ୍ଷୀ ବିଭାଗ ଅନୁସନ୍ଧିତ୍ସୁ ହୋଇପଡ଼ିିଥିଲେ। ଜେଲର୍‌ ଓ କଏଦୀମାନଙ୍କ ମଧ୍ୟର ସମ୍ପର୍କ ଥିଲା ଗବେଷଣାର ବିଷୟବସ୍ତୁ। ୧୯୭୧ ଅଗଷ୍ଟ ମାସରେ କାଲିଫର୍ନିଆସ୍ଥିତ ଷ୍ଟାନ୍‌ଫୋର୍ଡ ରିସର୍ଚ୍ଚ ୟୁନିଭରସିଟିର ମନୋବୈଜ୍ଞାନିକ ପ୍ରଫେସର ଫିଲିପ୍‌…

ଜୀବନରେ ସତ୍ୟର ସନ୍ଧାନ

ଈଶାବାସ୍ୟ ଉପନିଷଦରେ ପ୍ରାର୍ଥନା କରାଯାଇଛି, ”ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖଂ। ତତ୍ତ୍ୱଂ ପୂଷନ୍ନପାବୃଣୁ ସତ୍ୟଧର୍ମାୟ ଦୃଶ୍ୟତେ।“ ଅର୍ଥାତ୍‌ ସତ୍ୟର ମୁଖ ସ୍ବର୍ଣ୍ଣମୟ ପାତ୍ର ଭିତରେ ଢଙ୍କା ହୋଇ ରହିଛି। ହେ ସୂର୍ଯ୍ୟଦେବ! ସତ୍ୟର ସାଧକ ପାଇଁ ତାକୁ ଅନାବୃତ କରିଦିଅନ୍ତୁ। ବ୍ୟାବହାରିକ…

ପଶିଲା ଆମେରିକା

ଇସ୍ରାଏଲ-ଇରାନ୍‌ ଯୁଦ୍ଧର ୧୦ ଦିନ ମଧ୍ୟରେ ଆମେରିକା ସେମାନଙ୍କ ମଝିରେ ପ୍ରବେଶ କରିବା ନୂଆ ଅନ୍ତର୍ଜାତୀୟ ବିବାଦ ସୃଷ୍ଟି କଲାଣି। ଯେତେବେଳେ ଇରାନ୍‌ ଉପରକୁ ଇସ୍ରାଏଲ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ ଯେ, ଇରାନ୍‌ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri