କୋଭିଡ୍-୧୯ ପୃଷ୍ଠଭୂମିରେ ଧର୍ମର ସ୍ବରୂପ
ବିନୟ ଭୂଷଣ ପାଣିଗ୍ରାହୀ ସମାଜରେ ବସବାସ କରୁଥିବା ନାରୀ ଓ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ସାମାଜିକ ନୀତିନିୟମ, ରୀତିନୀତି, ପାରସ୍ପରିକ ବିଶ୍ୱାସ ଓ ସହନଶୀଳତା ଆଦି ପାଳନ ପୂର୍ବକ ସାମଗ୍ରିକ ଭାବେ ସମାଜକୁ ସୁସ୍ଥ ଜୀବନଯାପନ ନିମନ୍ତେ ଉପଯୋଗୀ କରିବାରେ ସହଯୋଗ…
ଏଇ ଭାରତରେ
ଲକ୍ଡାଉନ ସମୟରେ ପିଲାମାନେ ଅନ୍ଲାଇନ କ୍ଲାସ୍ କରୁଥିବା ସମୟରେ ପୁଣେର ଛାତ୍ରମାନେ କିନ୍ତୁ ସେଠାକାର ବରିଷ୍ଟ ନାଗରିକମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଉନାହାନ୍ତି। ଛାତ୍ରମାନେ ସେମାନଙ୍କ ଅଞ୍ଚଳର ପରିବାରଗୁଡିକୁ ବିନା ଦେୟରେ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ଓ୍ୟଷଧ ଯୋଗାଇ ଦେଉଛନ୍ତି।…
ସଂସ୍କୃତି ମୁଖା ଖୋଲିଦେଇଛି କୋଭିଡ୍-୧୯
କୋଭିଡ୍-୧୯ ସଂର୍କମଣ ଏବେ ଦେଶର ଭଲ ମନ୍ଦ କଥା ତଥା ବ୍ୟକ୍ତିର ଭଲ ମନ୍ଦ ଗୁଣକୁ ପଦାକୁ ନେଇଆସିଛି। କେବଳ ଏତିକି ନୁହେଁ ସଂସ୍ଖୃତିର ବିଶେଷତା ଓ ଦୁର୍ବଳତାକୁ ଜଣାଇ ଦେଇଛି। ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଦେଇଛି। ସାରା ବିଶ୍ୱରେ ଆମେ…
ଲକ୍ଡାଉନର ସାମୟିକ ପ୍ରଭାବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ ଜଣାଇଥିଲେ ଯେ, ଲକ୍ଡାଉନର ପ୍ରଭାବ କରୋନା ମହାମାରୀ ଉପରେ ଅପେକ୍ଷାକୃତ କମ୍ ତଥା ସାମୟିକ…
ଭିଜିଲାନ୍ସ କମିଶନ ମୁଖ୍ୟ
କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସରକାରୀ ସ୍ତରରେ ଦେଖାଦେଉଥିବା ଦୁର୍ନୀତିକୁ ରୋକିବା ଦିଗରେ ଗଢ଼ାଯାଇଥିବା ଭାରତର ଏକ ପ୍ରମୁଖ ସରକାରୀ ସଂସ୍ଥା ଭାବେ ପରିଚିତ। ୧୯୬୪ ମସିହାରେ ସୃଷ୍ଟି କରାଯାଇଥିଲା ସିଭିସିକୁ ୨୦୦୩ରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ବୈଧାନିକ ସଂସ୍ଥା…
ଏଇ ଭାରତରେ
ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟକରି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଡା. ଏମ. ରେଗି ଏବଂ ଡା.ଲଳିତା ରେଗି । ଏକ ଡାକ୍ତର ଦମ୍ପତି ତାମିଲନାଡୁର ଧରମପୁରି ଜିଲାର ସିଟିଲିଙ୍ଗରେ ବାସ କରୁଥିବା ଯାଯାବର ଲାମ୍ବାଡି ସମ୍ପ୍ରଦାୟର ଆଦିବାସୀଙ୍କୁ ସହାୟତାର ହାତ…
ଲକ୍ଡାଉନରେ ବାବୁ ଅନୁପସ୍ଥିତ
ମେଡିକାଲ କିମ୍ବା ଅନ୍ୟ କାରଣରୁ ଯେଉଁ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇ ପାରି ନ ଥିଲେ ସେମାନଙ୍କ ଜାଗାରେ ନୂଆ ଅଧିକାରୀଙ୍କୁ ରିପ୍ଲେସ୍ କରିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ନିଷ୍ପତ୍ତି ନେଇଛି। ସରକାରୀ ନିର୍ଦ୍ଦେଶନାମା ସତ୍ତ୍ୱେ କେତେ ଜଣ ବାବୁ…
ଅଣସରରେ ଜନତା
ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ସର୍ବଶ୍ରେଷ୍ଠ ଚତୁର,ବୁଦ୍ଧିମାନ ଓ ସାମାଜିକ ପ୍ରାଣୀ। ଈଶ୍ୱର ସୃଷ୍ଟି ସମୟରେ ମଣିଷକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ କେବଳ ଉପଭୋଗ କରିବା ପାଇଁ ଦେଇଛନ୍ତି ଓ ସେଥିରେ ମଧ୍ୟ ଏକ ପରିସୀମାକୁ ରେଖାଙ୍କିତ କରିଛନ୍ତି, ମାତ୍ର ଚତୁର…
ପୋଲିସକୁ କିଏ ଭଲପାଏ
ଝିଅ ବଡ଼ହେଲା ପରେ ବହୁଦିନ ହୋଇ ଗଲାଣି । ତଥାପି ସିଏ ଝିଅ ବାହାଘର ପାଇଁ ପ୍ରସ୍ତାବ ଖୋଜି ନ ଥିଲା । ନ ଖୋଜିବାର କାରଣଟି ହେଲା ଆଜିକାଲିକା ଝିଅ! ତା’ ପାଇଁ ପ୍ରସ୍ତାବ ଖୋଜିବା କି ଦରକାର! ସିଏ…
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ କେରଳର ଫାରିକ ନୌସଦ ଓ ପ୍ରବୀଣ ଜ୍ୟାକୋବ ଭର୍ଗିସଙ୍କ ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଏମାନେ ପ୍ଲାଷ୍ଟିକ୍ ଷ୍ଟ୍ର ବଦଳରେ ଅମୃତଭଣ୍ଡା ନଳୀରୁ ପ୍ରସ୍ତୁତ କରୁଛନ୍ତି ପରିବେଶ ଉପଯୋଗୀ ଷ୍ଟ୍ର । ଏହି ଷ୍ଟ୍ର ନଷ୍ଟ ନ…
ଆଜିର ଅର୍ଥନୀତି/ତୈଳ ଦର ହ୍ରାସରୁ ଫାଇଦା ନାହିଁ
ଚଳିତ ସପ୍ତାହ ପ୍ରାରମ୍ଭରେ ଆମେରିକାରେ ଅଶୋଧିତ ତେଲ ଦର ରସାତଳଗାମୀ ହୋଇଛି। ଇତିହାସରେ ପ୍ରଥମ ଥର ପାଇଁ ବ୍ୟାରେଲ ପ୍ରତି ଦର ଶୂନ ଡଲାର୍ରୁ ତଳକୁ ଖସିଆସିଛି। ଅଶୋଧିତ ତେଲ ଦରରେ ଏଭଳି ହ୍ରାସ ପୂର୍ବରୁ କେବେ ବି ଘଟି ନ…
ଗ୍ରାମାଞ୍ଚଳ ଭବିଷ୍ୟତ ବଦଳାଇବ ‘ମାଲିକାନା’
ବିଜୟ ଶଙ୍କର ପାଣ୍ଡେ ଦେଶ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। ୨୪ ମାର୍ଚ୍ଚରେ ଘୋଷିତ ଲକ୍ଡାଉନ ପରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ମାସେ ହେବ ବନ୍ଦ ଅଛି। ବଜାରର ଚମକ ଗାଏବ ଓ ବ୍ୟବସାୟିକ କାରବାର ଠପ୍ ହୋଇଯାଇଛି।…
Archives


