ପାଣ୍ଠିରୁ ପ୍ରଭାବ
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଟ୍ରମ୍ପ୍ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ…
ଏଇ ଭାରତରେ
ଚେନ୍ନାଇର ୩୬ ବର୍ଷୀୟା ଡି. ଉମାରାନୀ ଅସହାୟ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହୁଥିବା ୮୦୦ ଲୋକଙ୍କୁ ପ୍ରତିଦିନ ଦୁଇବେଳା…
ଶହେବର୍ଷର ଆହ୍ବାନ
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂର୍ତ୍ତି ହେବାକୁ ଆଉ ଏଗାର ବର୍ଷ ବାକି ଅଛି। ଗୋଟିଏ ପ୍ରଦେଶକୁ ଶହେ ବର୍ଷ ପୂରଣ ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ। ଏହି ଅବସରରେ ରାଜ୍ୟ ସରକାର, ରାଜନୈତିକ ଦଳ ଓ…
ଆମ ସମବେଦନା କେତେ ନିରପେକ୍ଷ
ପର ଦୁଃଖରେ ଦୁଃଖୀ ହେବା ତଥା ସମବେଦନା ପରିପ୍ରକାଶ କରିବା ଏକ ସ୍ବୟଂକ୍ରୀୟ ପ୍ରବୃତ୍ତି। ସେଥିପାଇଁ ଗୁଜରାଟୀ କବି ନରସିଂହ ମେହଟ୍ଟାଙ୍କ ଭାଷାରେ ”ବୈଷ୍ଣବ ଜନତୋ ତେନେ କହିଏ ଯୋପୀଡ଼ ପରାଇ ଜାନେରେ।“ କିନ୍ତୁ ଏହି ସହାନୁଭୂତିକୁ ଜାତି, ଧର୍ମ, ବର୍ଣ୍ଣ,…
ଜନ ଓ ଗଣନା
ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି। ବେସରକାରୀ ଭାବେ…
ଅନ୍ତର୍ଭୁକ୍ତିର ଭାଷା
ଏହା ସର୍ବସାଧାରଣରେ ସ୍ବୀକୃତ ଯେ, ଶିଶୁମାନେ ସେମାନଙ୍କ ମାତୃଭାଷା ମାଧ୍ୟମରେ ସର୍ବୋତ୍ତମ ଭାବେ ଶିଖନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍ଇପି), ୨୦୨୦ରୁ ଉଦ୍ଧୃତ ଗବେଷଣା ନିଷ୍କର୍ଷ ଅନୁଯାୟୀ, ଦୁଇରୁ ଆଠ ବର୍ଷ ବୟସର ପିଲାମାନେ ଭାଷାଗୁଡ଼ିକୁ ଅତି ଶୀଘ୍ର ଗ୍ରହଣ କରୁଥିବାରୁ…
ବିଶ୍ୱାସରେ ବିଷ ଓ ଅମୃତ
ଏ ଜଗତରେ ବିଶ୍ୱାସରେ ବିଷ ମିଶାଇବାର ଇତିହାସ ଏତେ ବିସ୍ତୃତ ଯେ ଗଣିଲେ ସରିବ ନାହିଁ। ବିଶ୍ୱାସର ଅମୃତଭାଣ୍ଡରେ ବିଷ ଭରିଦେବାର ହୀନ ପ୍ରକ୍ରିୟା ମଧ୍ୟରୁ ଏଠାରେ ସୃଷ୍ଟି ହୋଇଛି କେତେ କେତେ ମହାଭାରତ। ପୁଣି ଇତିହାସରେ ଲିପିବଦ୍ଧ ହୋଇଛି ଜୟଚନ୍ଦ୍ର,…
ବୟସରେ ପୂର୍ଣ୍ଣଚ୍ଛେଦ
‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍ଙ୍କ ‘ମୁଝ୍ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍ବସ୍-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ…
୭୫ ବର୍ଷ ପୂର୍ବର ଦୃଷ୍ଟିକୋଣ
କିଛି ଦିନ ପୂର୍ବେ ଆମେ ଜରୁରିକାଳୀନ ପରିସ୍ଥିତିର ୫୦ତମ ବାର୍ଷିକୀ ପାଳନ କରିଥିବାବେଳେ ଭାରତୀୟ ଜନସଂଘର ପ୍ରତିଷ୍ଠା ବାର୍ଷିକୀକୁ ପାସୋରିଗଲୁ। ତେବେ ଜନସଂଘ ଗଠନ ପଛରେ ଅନେକ କାରଣ ରହିଛି। ୫ ମେ ୧୯୫୦ରେ ଏସ୍.ପି. ମୁଖାର୍ଜୀ ପାର୍ଟିର ଏଜେଣ୍ଡା ପ୍ରସ୍ତୁତ…
ଦୁଇ ଦକ୍ଷ ଅଧିକାରୀ
ପ୍ରଥମଥର ପାଇଁ ଫେବୃଆରୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)ଦୁଇ ଜଣ ପୂର୍ଣ୍ଣକାଳୀନ ପ୍ରମୁଖ ସଚିବଙ୍କୁ ନେଇ ଚାଲିଆସୁଛି। ସେହି ଦୁଇ ଜଣ ହେଉଛନ୍ତି ପି. କେ. ମିଶ୍ର ଓ ଶକ୍ତିକାନ୍ତ ଦାସ । ଏଭଳି ବ୍ୟବସ୍ଥା ମୋଦିଙ୍କ ତୃତୀୟ ପାଳିରେ ଶୀଘ୍ର କାମ କରିବା,…
ଏଇ ଭାରତରେ
ଡ୍ରାଗନ ଫ୍ରୁଟ୍ସ ଚାଷରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଉତ୍ତରପ୍ରଦେଶର ଅନସୁଲ ମିଶ୍ରା। ବହୁ ବର୍ଷ ଧରି ଚାଷ ହେଉ ନ ଥିବା ତାଙ୍କ ପୈତୃକ ଜମିରେ ଏହି ଚାଷ କରି ସେ ଏଭଳି ସଫଳତା ପାଇଛନ୍ତି। ଅନସୁଲ…
ପ୍ରକୃତିର ଅନୁବନ୍ଧ ସ୍ମୃତିବନ
ତିବନ ଗୋଟିଏ ସାଧାରଣ ଉଦ୍ୟାନ ନୁହେଁ, ଏହା ହେଉଛି ସ୍ମୃତିର ଉପସ୍ଥାନ, ଯାହା ପ୍ରେମ, ସମ୍ମାନ ଓ ପ୍ରକୃତି ସେବାକୁ ଏକତ୍ର କରିଥାଏ। ଏହା ପ୍ରାକୃତିକ ଶୃଙ୍ଗାର ମଧ୍ୟରେ ଏକ ଦୃଢ଼ ସମ୍ପର୍କ ବିକାଶକରି ଲୋକଙ୍କୁ ତାଙ୍କ ପ୍ରିୟ ଲୋକଙ୍କ ସ୍ମୃତି…
Archives


