ସମ୍ପାଦକୀୟ

ମିଛର ଅନେକ ଗୋଡ଼

ମିଛ ମିଠା। ସତ ଖଟା। ମିଛ ମିଠା ଏଇଥିପାଇଁ ଯେ ହୃଦୟହୀନଙ୍କୁ ଯଦି ‘ବଡ଼ା ଦିଲ୍‌ବାଲା’ କୁହାଯାଏ ସେ ଖୁସି ହେବେ କି ନାହିଁ କୁହନ୍ତୁ ତ, ସେ ନିଶ୍ଚୟ ଖୁସି ହେବେ। ହାତ ଦେଖାଳି କାହାକୁ ପ୍ରଶଂସା କରି...

ଏଇ ଭାରତରେ

ଚୋର ଘରୁ ଚୋରି କରିବାକୁ ଯାଇ କିଛି ନ ପାଇ ବହୁସମୟରେ ଗୃହକର୍ତ୍ତାଙ୍କୁ ଆକ୍ରମଣ କରନ୍ତି, ଏପରି କି ସେମାନଙ୍କ ଜୀବନ ବି ନେଇଯାଆନ୍ତି। କିନ୍ତୁ କେତେଜଣ ଚୋର ଘରୁ କିଛି ନ ପାଇ ଶେଷରେ ଗୃହସ୍ବାମୀଙ୍କ ଉଦ୍ଦେଶ୍ୟରେ ଟଙ୍କା...

ଏଇ ଭାରତରେ

ପରିବେଶ ଓ ମାଟି ଉପରେ ଥିବା ରାସାୟନିକ ସାର ଏବଂ କୀଟନାଶକର ନକାରାମତ୍କ ପ୍ରଭାବକୁ ରୋକିବା ପାଇଁ ଜଣେ ଗବେଷକଙ୍କ ପ୍ରଚେଷ୍ଟା ଏକ ଉଦାହରଣ ସୃଷ୍ଟି କରିଛି। ଏଗ୍ରିକଲଚର ଏଣ୍ଟୋମୋଲୋଜିଷ୍ଟ ସଙ୍ଗୀତା ସାଓ୍ବାଲାଖେ ବିକଳ୍ପ ଜୈବ ସାର ଓ କୀଟନାଶକ...

ଶତ୍ରୁ ପ୍ରସଙ୍ଗ

ଡ. ବାସୁଦେବ ମିଶ୍ର ଆମ୍ଭମାନଙ୍କ ମନରେ ଗୋଟିଏ ବଦ୍ଧମୂଳ ଧାରଣା- ବନ୍ଧୁମାନଙ୍କ ଦ୍ୱାରା ଆମର ଯାହାକିଛି ଉନ୍ନତି ହୋଇଥାଏ ଏବଂ ଶତ୍ରୁମାନେ ସର୍ବଦା ଆମର କ୍ଷତି ହିଁ କରିଥାଆନ୍ତି। କିନ୍ତୁ ଏହି କଥାଟି ସମ୍ପୂର୍ଣ୍ଣରୂପେ ସତ୍ୟ ବୋଲି ପ୍ରମାଣିତ ହୋଇପାରେ...

ସେବା,ସମ୍ପତ୍ତି ଓ ଅପରାଧ

ପ୍ରଭାତ କୁମାର ଦାସ ବର୍ତ୍ତମାନ ଦେଶର ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୬୩ କୋଟି ଟଙ୍କା। ଅର୍ଥାତ୍‌ ଦୁସ୍ଥ ଅସହାୟ ଜନତାଙ୍କ ସେବା କରିବା ପାଇଁ, ସଙ୍ଗିନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ସଗର୍ବେ ସଫଳ ହୋଇଥିବା ତଥାକଥିତ ସେବକମାନେ କୋଟି...

ଇତିହାସ ବଡ଼ ନିଷ୍ଠୁର

ମାୟାଧର ନାୟକ ପାପ କେବେ ଫେରିଆସେନା – ପ୍ରାୟଶ୍ଚିତ୍ତ କରିବାକୁ ପଡେ। ସେହିଭଳି ଇତିହାସ କାହାକୁ କେବେ କ୍ଷମା ଦିଏନା। ହୁଏତ ସାମୟିକ କିଏ କିଏ ଇତିହାସକୁ ବିକୃତ କରିଦିଅନ୍ତି, କିନ୍ତୁ ଇତିହାସକୁ ଲିଭେଇ ହୁଏନା। ଏବେ ଭାରତର ଇତିହାସକୁ...

ଇଣ୍ଟରନେଟ୍‌ ଠକେଇ

ଡିଜିଟାଇଜେଶନ ଦିଗରେ ଆଗେଇ ଚାଲିଥିବା ବିଶ୍ୱ ଏବେ ସାଇବର ବା ଇଣ୍ଟରନେଟ୍‌ ଉପରେ ଆଧାରିତ ଅପରାଧକୁ ସାମ୍ନା କରିବାରେ ବ୍ୟସ୍ତ। ନିୟମିତ ଭାବେ ଏହି ଅପରାଧ ବଢୁଥିବାବେଳେ ଏହା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରତି ଏକ ବଡ଼ ଆହ୍ବାନ ଭାବେ ଉଭା...

ଏଇ ଭାରତରେ

ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ମାନବ ଜୀବନକୁ ବଦଳାଇ ଦେଇଛି। ସୋସିଆଲ ମିଡିଆ ସୂଚନା ପ୍ରଦାନର ଦ୍ରୁତତମ ମାଧ୍ୟମ ପାଲଟିଛି। ବର୍ଷ ବର୍ଷ ପୂର୍ବରୁ ଅଲଗା ହୋଇଥିବା ପ୍ରିୟଜନଙ୍କ ସହ ମିଳିତ ହେବାରେ ସାହାଯ୍ୟ କରୁଛି। କେରଳର ଜଣେ ବ୍ୟକ୍ତିଙ୍କ...

ପ୍ରତିଭା ଓ ପୁରସ୍କାର

ହରେକୃଷ୍ଣ ଦାସ   ଗୋଟେ ପତ୍ରିକାର ସମ୍ପାଦକ ତଥା ମୋର ବନ୍ଧୁ ସେଦିନ ପରିହାସ ଛଳରେ କହିଲେ, ”କି ଲେଖା ଲେଖୁଛ ହୋ? ପୁରସ୍କାର ଫୁରସ୍କାର କିଛି ନାହିଁ! ଆମ ମିଲି ଗଲା ସପ୍ତାହରେ ପୁଣି ଗୋଟେ ପୁରସ୍କାର ପାଇଲା।...

ଜଳାଭିଷେକ ଓ ବୃକ୍ଷ ଉପାସନା

ଡ. ପ୍ରଫୁଲ୍ଲ କୁମାର ସାହୁ   ଭାରତୀୟ ଲୋକ ଚିନ୍ତନରେ ଆନନ୍ଦ ଓ ଅନାଶକ୍ତିର ପ୍ରତୀକ ମଙ୍ଗଳମୟ ଶିବ। ତାଙ୍କୁ ତୋଷ କରିବାର ସହଜ ଉପାୟଟି ହେଉଛି ଜଳାଭିଷେକ। ଶୈବ ମତରେ ଶ୍ରାବଣ ମାସ ହିଁ ଜଳାଭିଷେକର ପ୍ରକୃଷ୍ଟ ସମୟ।...

କ୍ଷତି ଭାରତର, ଲାଭ ଚାଇନାର

ମଣିପୁର ହିଂସା ଓ ମହିଳାଙ୍କ ଉପରେ ଘଟିଥିବା ବର୍ବରୋଚିତ କାଣ୍ଡ କେବଳ ଭାରତ ନୁହେଁ, ବିଦେଶୀ ଗଣମାଧ୍ୟମରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ସରକାରୀ ଭାବେ ପ୍ରଚାର କରାଯାଉଛି ଯେ, ଭାରତକୁ...

ଏଇ ଭାରତରେ

ପିଲାମାନଙ୍କ ମୁହଁରେ ଖୁସି ଦେବା ଲାଗି ପୂଜା ରାୟ ଏବଂ ତାଙ୍କ ସାଥୀମାନେ ପ୍ରୟାସ ଜାରି ରଖିଛନ୍ତି। ବର୍ଜ୍ୟର ପୁନଃ ଉପଯୋଗ କରି ସେମାନେ ପିଲାଙ୍କ ପାଇଁ ଖେଳପଡ଼ିଆ ନିର୍ମାଣ କରୁଛନ୍ତି। ଏହା ‘ଅନ୍ଥିଲ କ୍ରିଏଶନ’ ସଂସ୍ଥା ମାଧ୍ୟମରେ କରାଯାଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri